ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା
କାନପୁର,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା କାରଣରୁ ବାଦ୍ ପଡ଼ିଛନ୍ତି ସିନିୟର ଭାରତୀୟ ଓପନର ଲୋକେଶ ରାହୁଲ। ତାଙ୍କ ବାମ ଜଙ୍ଘରେ...
ଗୋଟିଏ ବଲ୍ରେ ପାକିସ୍ତାନକୁ ଜିତିବାକୁ ଥିଲା ୨ ରନ୍: ଘଟିଲା ହାଇଡ୍ରାମା, ଦେଖନ୍ତୁ ଭିଡିଓ
ଢାକା,୨୩।୧୧: ତୃତୀୟ ତଥା ଅନ୍ତିମ ଟି -୨୦ରେ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ଶେଷ ବଲରେ ମହମ୍ମଦ ନୱାଜ ଗୋଟିଏ ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ଓଭରରେ ମୋଟ...
‘୭ ମିନିଟ୍ରେ କୋଚ୍ ହୋଇ ଭାରତକୁ କରିଥିଲେ ବିଶ୍ୱବିଜେତା’
ଭାରତୀୟ କ୍ରିକେଟ ଇତିହାସରେ ଗ୍ୟାରି କର୍ଷ୍ଟନଙ୍କୁ ସର୍ବଦା ସ୍ମରଣ କରାଯିବ। ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ କୋଚିଂରେ ଟିମ ଇଣ୍ଡିଆ ୨୦୧୧ରେ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଆଜି କର୍ଷ୍ଟନଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କୁ...
ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ ଅଧିନାୟକ ବିରାଟ କାନପୁର ଟେଷ୍ଟର ଅଂଶ ନୁହଁନ୍ତି, ସେ ମୁମ୍ବାଇ ଟେଷ୍ଟରେ ଭାରତୀୟ...
କୁକୁର ଉଇକେଟ୍ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଭିଡିଓରେ ଗୋଟିଏ କୁକୁର ଉଇକେଟ କିପର ଦାୟିତ୍ୱ ନିର୍ବାହ କରୁଛି ଏବଂ...
‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’
ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ସାମିଲ ଅଛନ୍ତି। ରିଚା ରାହୁଲ ଦ୍ରାଭିଡଙ୍କୁ ତାଙ୍କର...
ଭାରତର ୫ ଧନୀ କ୍ରିକେଟର୍ଙ୍କ ବିଷୟରେ ଜାଣନ୍ତୁ
ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, କ୍ରିକେଟ କେବଳ ଭାରତରେ ଖେଳ ନୁହେଁ, ଧର୍ମ ଏବଂ ଖେଳାଳିଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। ଏଭଳି ପରିସ୍ଥିତିରେ ଭାରତର...
କୋଚ୍ ଶାକୋଙ୍କୁ ଛାଡ଼ିବେ ବଜରଙ୍ଗ
ନୂଆଦିଲ୍ଲୀ, ୨୩ା୧୧ (ପି.ଟି.)- ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏଣିକି ତାଙ୍କ ଜର୍ଜିଆନ କୋଚ୍ ଶାକୋ ବେନ୍ଟିନ୍ଡିସ୍ଙ୍କଠାରୁ ଆଉ ତାଲିମ ନେବେ ନାହିଁ। ବଜରଙ୍ଗ ଏବେ ବେଜିଂ(୨୦୦୮) ଅଲିମ୍ପିକ ବ୍ରୋଞ୍ଜ ବିଜେତା ୟୁକ୍ରେନ୍ର ଆନ୍ଦ୍ରି ଷ୍ଟାଡ୍ନିକ୍ଙ୍କ ଅଧୀନରେ ଟ୍ରେନିଂ...
ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ
ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟର...
ଅନ୍ତିମ ବଲରେ ମ୍ୟାଚ୍ ଛଡ଼ାଇ ଆଣିଲେ ଶାହରୁଖ ଖାନ
ନୂଆଦିଲ୍ଲୀ,୨୨।୧୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଟ୍ରଫି ହାତେଇଛି ତାମିଲନାଡୁ। ସୋମବାର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ତାମିଲନାଡୁ ୪ ଉଇକେଟରେ କର୍ନାଟକକୁ ହରାଇ ଦେଇଛି। ବିଜୟ ପାଇଁ ୧୫୨ ରନ୍ର ଟାର୍ଗେଟ ପିଛା...
ଖୁସିରେ ଗଦ୍ଗଦ୍ ଦ୍ରାଭିଡ ଥାପୁଡାଇଲେ ପିଠି
କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ...
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ଜିତାଇଥିବା କ୍ରିକେଟ୍ର ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡ୍ୟୁଟ୍ରିଓନିଷ୍ଟ ସିମରନ ଖେସଲଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଉନ୍ମୁକ୍ତ ସୋସିଆଲ ମିଡିଆରେ ବିବାହର କିଛି ଫଟୋ ଶେୟାର କରିଛନ୍ତି। ୨୮ ବର୍ଷୀୟ...
Archives


