ଋଜୁରାଜ, ଭେଙ୍କଟଶଙ୍କ ପାଇଁ ବଦଳିପାରେ ଭାରତୀୟ ଦିନିକିଆ ଦଳର କମ୍ବିନେଶନ
ନୂଆଦିଲ୍ଲୀ, ୧୨।୧୨: ଆସନ୍ତାବର୍ଷ ଜାନୁୟାରୀରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ। ଏଥିଲାଗି ଏବେଠାରୁ ଭାରତୀୟ ଦଳର କମ୍ବିନେଶନ କ’ଣ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅବଶ୍ୟ...
‘ଭାରତୀୟ କ୍ରିକେଟ ପାଇଁ ଭଲ ନିଷ୍ପତ୍ତି’
ମୁମ୍ବାଇ,୧୨ା୧୨: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଘୋଷଣା କରିବା ଅବସରରେ ରୋହିତ ଶର୍ମାଙ୍କୁ ଟି୨୦ ସହ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ବିସିସିଆଇର ଏହି ନିଷ୍ପତ୍ତିକୁ ସ୍ବାଗତ...
ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ
ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ସେ ମିଥ୍ୟା ବୋଲି କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ...
ବିସ୍ଫୋରକ ଶତକ ପରେ ଏମିତି ସେଲିବ୍ରେଟ୍ କଲେ ଭେଙ୍କଟଶ
ମୁମ୍ବାଇ,୧୨ା୧୨: ନିକଟରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟର ଚଣ୍ଡିଗଡ଼ ବିପକ୍ଷ ବିଜୟ ହଜାରେ ମ୍ୟାଚ୍ରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ପାଳି। ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆୟର ୧୧୩ ବଲରେ ୧୫୧ ରନ୍ର ଇନିଂସ ଖେଳିଥିଲେ।...
୬ ବ୍ୟାଟ୍ସମ୍ୟାନ୍ ‘ଶୂନ’ରେ ଆଉଟ୍, ମାତ୍ର ୨୪ ଓଭରରେ ଦିନିକିଆ ମ୍ୟାଚ୍ ଶେଷ
ଅଗରତାଲା,୧୨।୧୨: ଯଦି ୫୦-୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍ ଯଦି ମାତ୍ର ୨୪ ଓଭରରେ ଶେଷ ହୁଏ, ତେବେ ଯେ କେହି କେହି ଆଶ୍ଚର୍ଯ୍ୟ ହେବେ। ରବିବାର ଜୟପୁରରେ ବିଜୟ ହଜାରେ ଟ୍ରଫିରେ ଏହିପରି ଗୋଟିଏ ମ୍ୟାଚ ଖେଳାଯାଇଥିଲା। ମ୍ୟାଚ୍ରେ...
ଅଷ୍ଟ୍ରେଲିଆ ଜିତିଲା, ଭାରତକୁ କ୍ଷତି
ବ୍ରିସବେନ୍,୧୨।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ୯ ଉଇକେଟରେ ଏକପାଖିଆ ବିଜୟ ହାସଲ କରି ଅଷ୍ଟ୍ରେଲିଆ ଏକ ଭଲ ଆରମ୍ଭ କରିଛି। ଏହା ସହ ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ନିଜର ଆକାଉଣ୍ଟ ଖୋଲିଛି।...
ଅଧିନାୟକ ପଦରୁ ହଟାଯିବା ପରେ କୋହଲିଙ୍କ ଫୋନ୍ ସୁଇଚ୍ ଅଫ୍: ପିଲାଦିନର କୋଚ କହିଲେ…
ନୂଆଦିଲ୍ଲୀ.୧୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ବିରାଟ ଟି -୨୦ ବିଶ୍ୱକପରୁ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲା। ଏଭଳି...
ଯନ୍ତ୍ରଣା ବଖାଣିଲେ କୋହଲି
ନୂଆଦିଲ୍ଲୀ.୧୨।୧୨: ଡିସେମ୍ବର ୧୧ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍ ବିରାଟ କୋହଲି ଚତୁର୍ଥ ବାର୍ଷିକୀ ପାଳନ କରିଛନ୍ତି। ଏହି ଦିନ କୋହଲି କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ଫଟୋରେ ଝିଅ ଭାମିକା ମଧ୍ୟ ନଜର ଆସିଥିଲେ। ଫଟୋ...
ଆଜିର ଦିନରେ ବିଶ୍ୱରେକର୍ଡ କରିଥିଲେ ୟୁନିଭର୍ସ ବସ୍
ୱେଷ୍ଟଇଣ୍ଡିଜର ‘ସିକ୍ସର୍ କିଙ୍ଗ’ କ୍ରିସ ଗେଲ କ୍ରିକେଟ୍ରେ ଅନେକ ରେକର୍ଡ କରିଛନ୍ତି। ୪ ବର୍ଷ ପୂର୍ବେ, ଆଜିର ଦିନ ଅର୍ଥାତ୍ ୧୨ ଡିସେମ୍ବର (କ୍ରିକେଟ ରେ ଏହି ଦିନ) ବାଂଲାଦେଶରେ ଗେଲ ଝଡ ମିଳିଥିଲା। ଏକ ଟି -୨୦ ମ୍ୟାଚରେ...
ଭାରତକୁ ୪ଥର ବିଶ୍ୱ ଚାମ୍ପିଅନ୍ କରାଇଥିଲେ ଯୁବରାଜ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାଇଲିସ୍ ଖେଳାଳି ଯୁବରାଜ ସିଂ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ସେ ଜନ୍ମଗ୍ରହଣ କରିଥିଲେ। ସିକ୍ସର୍ କିଙ୍ଗ ନାମରେ ପ୍ରସିଦ୍ଧ ଯୁବରାଜ ଦୀର୍ଘ ଦିନ ଧରି ଦେଶ...
ପଞ୍ଜାବ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହେବେ ହରଭଜନ ସିଂ!
ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏହାରି ଭିତରେ ଶୁଣିବାକୁ ମିଳିଥିଲା କି କ୍ରିକେଟର ହରଭଜନ ସିଂ ଏଥର...
ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା
ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ...
Archives


