ଚଳିତ ବର୍ଷ ବିରାଟ କୋହଲିଙ୍କ ପ୍ରତି ରନ୍ର ମୂଲ୍ୟ ଏତିକି ଟଙ୍କା
ନୂଆଦିଲ୍ଲୀ,୨୮।୧୨:୨୦୨୧ ବର୍ଷ ଶେଷ ହେବାକୁ ଯାଉଛି। ଟିମ ଇଣ୍ଡିଆ ପାଇଁ ଚଳିତବର୍ଷ ଯାଇନାହିଁ । ଦଳ ୨ ଟି ଆଇସିସି ଟ୍ରଫି ଜିତିବାରେ ବଞ୍ଚିତ ହୋଇଛି। ପ୍ରଥମ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ...
ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍…
କୋଲକାତା, ୨୮।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କୁ ଚିକିତ୍ସା ଲାଗି କୋଲକାତାର ଉଡ୍ ଲାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ସୋମବାର କରାଯାଇଥିଲା। ଏହା ପଜିଟିଭ୍ ଆସିଥିଲା। ପୂର୍ବରୁ...
ଖେଳାଇ ଦେଲାନି ବର୍ଷା
ସେଞ୍ଚୁରିଆନ,୨୭।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସୋମବାର ଦିନ ତମାମ ବର୍ଷା ଜାରି ରହିଥିଲା। ତେବେ ଦୁଇ ଥର ବର୍ଷା ବନ୍ଦ ହୋଇଥିଲା। ଉଭୟ ଥର...
ସେହ୍ବାଗଙ୍କୁ ପଛରେ ପକାଇଲେ ରାହୁଲ
ସେଞ୍ଚୁରିଆନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନରେ ୧୨୨ ରନ୍ର ଅପରାଜିତ ପାଳି ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଶତକ ସହ ରାହୁଲ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା...
ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା
ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ ହେବାରୁ ଖେଳ ଆରମ୍ଭ ମଧ୍ୟ ବିଳମ୍ବ ହେଉଛି। ଆଜି ସକାଳୁ ସେଞ୍ଚୁରିୟନରେ ପ୍ରବଳ...
ଗାଙ୍ଗୁଲିଙ୍କୁ ପଛରେ ପକାଇଲେ କୋହଲି
ସେଞ୍ଚୁରିୟନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତୀୟ ଦଳ। ଏହି ମ୍ୟାଚରେ ଭାରତୀୟ ଓପନରମାନେ ଚମତ୍କାର ଇନିଂସ ଖେଲିଛନ୍ତି। ଏଥି ସହିତ ଭାରତୀୟ ଅଧିନାୟକ ବିରାଟ କୋହଲି କୌଣସି ବଡ଼ ଇନିଂସ...
ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା
ସେଞ୍ଚୁରିୟନ,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ଏହି ମ୍ୟାଚରେ ଓପନର କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଚମତ୍କାର ଇନିଂସ ଖେଳିଛନ୍ତି। ଏଥି ସହିତ ଦଳର ଷ୍ଟାର...
ଦକ୍ଷିଣ ଆଫ୍ରିକା ଗଡ଼ରେ ରାହୁଲଙ୍କ ରାଜୁତି
ସେଞ୍ଚୁରିଆନ,୨୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ନାମରେ ରହିଛି। ଟସ୍ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ...
ସେଞ୍ଚୁରିଆନରେ ସେଞ୍ଚୁରି
ସେଞ୍ଚୁରିଆନ,୨୬।୧୨: ଭାରତୀୟ ଓପନର ଲୋକେଶ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଟେଷ୍ଟ ଶତକ। ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଭାରତର ଦ୍ୱିତୀୟ...
ଇତିହାସ ରଚିଲା ହିମାଚଳ ପ୍ରଦେଶ
ଜୟପୁର,୨୬।୧୨: ତାମିଲନାଡୁ ଭଳି ଶକ୍ତିଶାଳୀ ଦଳକୁ ହରାଇ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଶୁଭମ ଆରୋରାଙ୍କ ଅପରାଜିତ ଶତକ ବଳରେ ହିମାଚଳ ପ୍ରଦେଶ ହାତେଇଛି ବିଜୟ ହଜାରେ ଟ୍ରଫି। ଏହା ହିମାଚଳ ପ୍ରଦେଶ ପାଇଁ ପ୍ରଥମ ଘରୋଇ ଟାଇଟଲ। ଆଲୋକ...
ଏହି ଦୁଇ ଖେଳାଳି ଭବିଷ୍ୟତରେ ହୋଇପାରନ୍ତି ଭାରତର ଅଧିନାୟକ: ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୨୬।୧୨: ଗତ ଦୁଇ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବିରାଟ କୋହଲି ଟି-୨୦ ଫର୍ମାଟର...
ଡବଲ ଝଟ୍କା ପରେ ସ୍ଥିତି ସମ୍ଭାଳିଲେ ରାହୁଲ-କୋହଲି
ସେଞ୍ଚୁରିଆନ୍,୨୬।୧୨: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆକୁ ୧୧୭ ରନ୍ର ଶତକୀୟ ଆରମ୍ଭ ଦେଇଥିଲେ ଦୁଇ ଓପନର ଲୋକେଶ ରାହୁଲ ଓ...
Archives


