ବିସିସିଆଇ ସଭାପତି, ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଓସିଏ
ଭୁବନେଶ୍ୱର, ୧୯ା୧୦(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୯୧ତମ ବାର୍ଷିକ ସାଧାରଣ ବୈଠକ ମଙ୍ଗଳବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପ୍ରତିନିଧିଭାବେ ସମ୍ପାଦକ ସଞ୍ଜୟ ବେହେରା ଯୋଗ ଦେଇଥିଲେ। ପରେ ସମ୍ପାଦକ ସଞ୍ଜୟ…
ବେଞ୍ଜେମା, ପୁଟେଲାସ୍ଙ୍କୁ ବାଲନ ଡି’ଅର ପୁରସ୍କାର
ପ୍ୟାରିସ, ୧୯ା୧୦(ଏପି): କରିମ ବେଞ୍ଜେମା ପୁରୁଷ ପ୍ରଥମ ଥର ବାଲାନ ଡି’ଅର ପୁରସ୍କାର ଲାଭ କରିଛନ୍ତି। ସିଜନରେ ରିଅଲ ମାଡ୍ରିଡର ଚାମ୍ପିୟନ୍ସ ଲିଗ୍ ଓ ସ୍ପାନିଶ ଟାଇଟଲ ହାସଲରେ ତାଙ୍କର ବିଶେଷ ଭୂମିକା ରହିଥିଲା। ସ୍ପାନିଶ ଖେଳାଳି ଆଲେକ୍ସିଆ ପୁଟେଲାସ୍ ବାର୍ସିଲୋନା…
‘ପଡ଼ିଆରୁ ମିଳିଥିବା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ’
କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟ। ଏଠାରେ ଆୟୋଜକ ଭାରତ ଗ୍ରୁପ୍ ‘ଏ’ରେ ୩ଟି ମ୍ୟାଚ ଖେଳିଥିବାବେଳେ ଆମେରିକାଠାରୁ ୦-୮, ମରକ୍କୋଠାରୁ ୦-୩ ଓ ବ୍ରାଜିଲଠାରୁ ୦-୫ ଗୋଲରେ…
ଅଧ୍ୟକ୍ଷ ପଦ ଯିବା ପରେ ଗାଙ୍ଗୁଲିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିବା ରୋଜର୍ ବିନ୍ନି ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଘୋଷଣା ହେବା ପରେ ପ୍ରଥମ…
ବିଶ୍ୱକପ୍ର ପ୍ରଥମ ହାଟ୍ରିକ୍; ୟୁଏଇର ଏହି ସ୍ପିନରଙ୍କ ବୋଲିଂରେ ବ୍ୟାଟ୍ସମ୍ୟାନ୍ ଘାଇଲା…
ନୂଆଦିଲ୍ଲୀ,୧୮।୧୦: ଟି୨୦ ବିଶ୍ୱକପ୍ ୨୦୨୨ ଆରମ୍ଭର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ପ୍ରଥମ ହାଟ୍ରିକ୍। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ୨୨ ବର୍ଷୀୟ କାର୍ତ୍ତିକ ମେୟାପ୍ପାନ ଶ୍ରୀଲଙ୍କା ବିପକ୍ଷରେ ହାଟ୍ରିକ୍ ନେଇ ରେକର୍ଡ କରିଛନ୍ତି। ଏହି ମ୍ୟାଚ୍ରେ ୟୁଏଇ ଟସ୍ ଜିତି ପ୍ରଥମେ…
ଭାରତ-ଅଷ୍ଟ୍ରେଲିଆ ଖେଳିବେ ବିଶ୍ୱକପ୍ ଫାଇନାଲ…
ବ୍ରିସବେନ,୧୮।୧୦: ଆରମ୍ଭରୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଟି -୨୦ ବିଶ୍ୱକପ ୨୦୨୨। ଦୁଇ ଦିନରେ ଦୁଇଟି ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୋଟିଏ ପଟେ ନାମିବିଆ ଏସିଆ କପ୍ ଚାମ୍ପିୟନ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ସ୍କଟଲ୍ୟାଣ୍ଡ ଦୁଇଥର ଟି…
ଏସିଆ କପ୍ ଲାଗି ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୮।୧୦: ୨୦୨୩ ଏସିଆ କପ୍ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ନାହିଁ ଭାରତ। ପ୍ରଥମେ ଏହା ସମ୍ଭବ ବୋଲି କୁହାଯାଉଥିବା ବେଳେ ଏବେ ବିିସିସିଆଇ ସଚିବ ଜୟ ଶାହ ଏହା ଅସମ୍ଭବ ବୋଲି ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିସିସିିଆଇର ବାର୍ଷିକ…
ବିଶ୍ୱକପ୍ ବିଜେତା, ପଶୁ ପ୍ରେମୀ, ପୁଅଙ୍କ ଚୟନକୁ ନେଇ ବିବାଦ; ଜାଣନ୍ତୁ ବିସିସିଆଇ ନୂତନ ଅଧ୍ୟକ୍ଷ ବିନ୍ନିଙ୍କ ବିଷୟରେ ଅନେକ କିଛି…
ନୂଆଦିଲ୍ଲୀ,୧୮।୧୦: ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିବା ରୋଜର ବିନ୍ନି ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ସେ। ମଙ୍ଗଳବାର ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି…
ବିସିସିଆଇର ୩୬ତମ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି
ନୂଆଦିଲ୍ଲୀ,୧୮।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)ର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କ୍ରିକେଟର୍ ରୋଜର ବିନ୍ନି। ମଙ୍ଗଳବାର ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବିସିସିଆଇର ପୂର୍ବତନ…
ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ହେଲେ ପ୍ୟାଟ କୁମିନ୍ସ
ସିଡନୀ,୧୮।୧୦: ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର ପରେ କ୍ରିକେଟ ଅଷ୍ଟ୍ରେଲିଆ ନୂତନ ଅଧିନାୟକ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହାର ଏକ ନମ୍ବର ଦ୍ରୁତ ବୋଲର ପ୍ୟାଟ କୁମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି। ଡେଭିଡ ୱାର୍ନର ମଧ୍ୟ…
ଆୟୋଜକ ଦୌଡ଼ରେ ଭାରତ, ସୌଦିଆରବ
ନୂଆଦିଲ୍ଲୀ, ୧୮ା୧୦: ଏସିଆନ କପ୍ ୨୦୨୭ର ଆୟୋଜନ ଅଧିକାର ପାଇବା ପାଇଁ କେବଳ ଭାରତ ଓ ସୌଦିଆରବ ମଧ୍ୟରେ ପ୍ରତିଯୋଗିତା ହେବ। ଆଗ୍ରହୀ ଥିବା ଅନ୍ୟ ୩ ଦେଶ ସେମାନଙ୍କ ବିଡ୍ ପ୍ରତ୍ୟାହାର କରିନେଇଥିବା ଏସିଆନ୍ ଫୁଟ୍ବଲ କନ୍ଫେଡେରେଶନ (ଏଏଫ୍ସି) ସୋମବାର…
୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଦେଖିବେ ବିଶ୍ୱକପ୍
ଭୁବନେଶ୍ୱର,୧୮ା୧୦(ସ୍ପୋଟର୍ସ ବ୍ୟୁରୋ): ଭାରତରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଛାତ୍ରୀଛାତ୍ର ଉପଭୋଗ କରିବେ। ସ୍ଥାନୀୟ ଆୟୋଜକ କମିଟି (ଏଲ୍ଓସି) ଏବଂ ଫିଫା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ…

