ଖେଳ

ଗୋଟିଏ ପଟରେ ଆରସିବିର ଦୁଇ ବ୍ୟାଟ୍ସମ୍ୟାନ୍‌, ତଥାପି ହେଲେନି ରନ୍‌ଆଉଟ୍‌: ଦେଖନ୍ତୁ ଚମତ୍କାର ଭିଡିଓ

ମୁମ୍ବାଇ,୩୧।୩: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରନ ନେବାକୁ ଚେଷ୍ଟା କରୁଥିବା ଦୁଇ ଆରସିବି ବ୍ୟାଟ୍ସମ୍ୟାନ କ୍ରିଜ୍‌ର ଗୋଟିଏ ପଟରେ...

ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲେ ଧୋନୀ

ମୁମ୍ବାଇ,୧୦।୩: ଚଳିତବର୍ଷ ଆଇପିଏଲ୍‌ ସ୍ବତନ୍ତ୍ର, କାରଣ ଏଥର ୧୦ଟି ଦଳ ଖେଳୁଛନ୍ତି। ଅନ୍ୟପକ୍ଷରେ ଏମଏସ ଧୋନୀ ଏବଂ ବିରାଟ କୋହଲି ଅଧିନାୟକ ଭାବେ ନୁହେଁ, ବ୍ୟାଟ୍ସମ୍ୟାନ ଭାବରେ ଖେଳୁଛନ୍ତି। ଧୋନୀ ଚଳିତ ସିଜିନ ଆରମ୍ଭ ପୂର୍ବରୁ ମଧ୍ୟ ଅଧିନାୟକତ୍ୱ ଛାଡିବାକୁ...

ଛୋଟ ସ୍କୋର ପରେ ବି ଶେଷ ପର୍ଯ୍ୟନ୍ତ ଲଢ଼ିଲା କେକେଆର୍‌

ମୁମ୍ବାଇ,୩୦।୩: ୧୨୮ ରନ୍‌ର ଛୋଟିଆ ସ୍କୋରରେ ଅଲଆଉଟ୍‌ ହେବା ପରେ ବି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ଟାଣି ନେଇଥିଲା କୋଲକାତା ନାଇଟ୍‌ ରାଇଡର୍ସ। ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଉମେଶ ଯାଦବ ଏବଂ ଟିମ୍‌ ସୌଦିଙ୍କ ପେସ...

ସଂଘର୍ଷ କରୁଛି ଆର୍‌ସିବି

ମୁମ୍ବାଇ,୩୦।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲିଂ ଲାଇନ ଆଗରେ ୧୨୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବେ ସଂଘର୍ଷ କରୁଛି। ଏପର୍ଯ୍ୟନ୍ତ ଦଳ ୧୨ ଓଭରରେ ୪ ଉଇକେଟ ହରାଇ...

କେକେଆର୍‌କୁ ୧୨୮ରେ ରୋକିଦେଲେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୧୨୮ ରନ୍‌ରେ...

କେ.ଏଲ୍‌. ରାହୁଲଙ୍କୁ ମିଛ କହିଥିଲେ ତାଙ୍କ ମା’, ୨୭ ବର୍ଷ ଧରି…

ନୂଆଦିଲ୍ଲୀ,୩୦।୩: ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ତଥା ଏବେ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ୍‌ ରାହୁଲଙ୍କୁ ଦୀର୍ଘ ୨୬ରୁ ୨୭ ବର୍ଷ ଧରି ମିଛ କହୁଥିଲେ ତାଙ୍କ ମା’। ଶାହାରୁଖ ଖାନ୍‌ ତାଙ୍କର ପ୍ରିୟ କଳାକାର। ଏଣୁ...

ଓ୍ବର୍ନଙ୍କୁ ଅନ୍ତିମ ବିଦାୟ: ଭାବୁକ ହେଲେ ସଚିନ

ମେଲବୋର୍ନ,୩୦।୩: ଲୁହରେ ଭିଜିଲା ପ୍ରଶଂସକଙ୍କ ଆଖି। ବୁଧବାର ଏଠାରେ ଆୟୋଜିତ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭାରେ ଅଷ୍ଟ୍ରେଲିଆର କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ ଓ୍ବର୍ନଙ୍କୁ ରାଜକୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଛି। ଏହି...

୯ ଓଭର ମଧ୍ୟରେ କୋଲକାତାର ଅଧା ଟିମ୍‌ ପ୍ୟାଭିଲିଅନରେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍‌ରେ ୯ ଓଭର ମଧ୍ୟରେ କୋଲକାତା ପ୍ରମୁଖ ୬ ବ୍ୟାଟରଙ୍କୁ...

ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପରବର୍ତ୍ତୀ ସିଜନରେ ମ୍ୟାଚ୍‌ ସଂଖ୍ୟା ବୃଦ୍ଧି କରିବାର ବିକଳ୍ପ ରଖିଥିବା...

ଶାସ୍ତ୍ରୀଙ୍କ ହୃଦୟ ଜିଣିଲେ ହାଇଦ୍ରାବାଦର ଏହି ବୋଲର୍‌; କହିଲେ…

ନୂଆଦିଲ୍ଲୀ,୩୦।୩: ସନରାଇଜର୍ସ ହାଇଦ୍ରାବାଦର ୨୨ ବର୍ଷୀୟ ଦ୍ରୁତ ବୋଲର୍‌ ଉମ୍ରାନ ମଲିକ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି । ବୋଲର୍‌ଙ୍କ ଗତି ଏବଂ ମନୋଭାବ ତାଙ୍କୁ ପ୍ରଭାବିତ କରିଥିବା ଶାସ୍ତ୍ରୀ କହିଛନ୍ତି।...

ଟେଷ୍ଟରେ ଖସିଲେ କୋହଲି, ରୋହିତ

ଦୁବାଇ,୩୦।୩: ଆଇସିସି ଟେଷ୍ଟ ବ୍ୟାଟରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ମାନ୍ୟତା ତଳକୁ ଖସିଛି। ଦୁଇ ବ୍ୟାଟର ଗୋଟିଏ ଲେଖାଏ ର଼୍ୟାଙ୍କ ତଳକୁ ଖସି ଯଥାକ୍ରମେ ୮ମ ଏବଂ ୧୦ମ ସ୍ଥାନରେ...

ଆହତ ସମସ୍ୟା ସତ୍ତ୍ୱେ ଦିଲ୍ଲୀରେ ଯୋଗଦେବେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ ଶୀଘ୍ର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେବେ। କିନ୍ତୁ ସେ ଆଗାମୀ ୩ରୁ ୪ ମ୍ୟାଚ୍‌ ଖେଳିପାରିବେ ନାହିଁ। ଆହତ ସମସ୍ୟା ଯୋଗୁ ପାକିସ୍ତାନ ବିପକ୍ଷ ଚଳିତ ସିରିଜରୁ ସେ ବାଦ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri