ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ରୋହିତ
ପୁଣେ,୧୪ା୪: ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ରେ ଧିମା ବୋଲିଂ ହାର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ଦଳର ଅନ୍ୟ ସଦସ୍ୟଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍କୁ ପଞ୍ଜାବ ୧୨...
ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ କୋହଲି; ଏବେ ପୁଣି ଚର୍ଚ୍ଚାରେ…
ନୂଆଦିଲ୍ଲୀ,୧୪।୪: ସେ କ୍ରିକେଟ ହେଉ ଅବା ବ୍ୟକ୍ତିଗତ ଜୀବନ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ଭାରତ ଏବଂ ଆର୍ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି। ଆଇପିଏଲ୍ରେ ଆର୍ସିବି ଟାଇଟଲ ଜିତିବାରେ ବିଫଳ ହୋଇଥିଲେ ହେଁ ପ୍ରଶଂସକ ତାଙ୍କୁ ଭରପୂର ସମର୍ଥନ...
ଆଇପିଏଲ୍ ପରେ ଟି-୨୦ ବିଶ୍ୱକପ୍ ଖେଳିବା ଉପରେ ସନ୍ଦେହ, ଆଉ ୪ ମାସ…
ନୂଆଦିଲ୍ଲୀ,୧୪।୪: ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଦ୍ରୁତ ବୋଲର୍ ଦୀପକ ଚହର ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏଥିଯୋଗୁ ସେ ଆଇପିଏଲ୍ର ଚଳିତ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଏବେ ସେ ଚଳିତ ବର୍ଷ ହେବାକୁ...
ଭୁବନେଶ୍ୱର, ଗୋଆ, ନଭି ମୁମ୍ବାଇ ଭେନ୍ୟୁ
ଭୁବନେଶ୍ୱର, ୧୪।୪ (କ୍ରୀଡ଼ା ପ୍ରତିନିଧି): ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ ଆଉ ୬ ମାସରୁ କମ୍ ସମୟ ଥିବାବେଳେ ଏହା ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ ହେବ ବୋଲି ବୁଧବାର ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା...
ମୁମ୍ବାଇର ଲଗାତର ପଞ୍ଚମ ପରାଜୟ
ପୁଣେ,୧୨୵୪: ଆଇପିଏଲ ୨୦୨୨ର ୨୩ତମ ମ୍ୟାଚରେ ଆଜି ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୯୯ ରନର ବିଜୟ ଲକ୍ଷ୍ୟକୁ...
ଧାଓ୍ବନଙ୍କ ଧୂଆଁଧାର ବ୍ୟାଟିଂ: ମୁମ୍ବାଇ ଆଗରେ ୧୯୯ ରନ୍ର ବିଜୟ ଲକ୍ଷ୍ୟ
ମୁମ୍ବାଇ,୧୩ା୪: ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ବିପକ୍ଷରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏମ୍ଆଇ। ପଞ୍ଜାବ ବ୍ୟାଟିଂ ନିମନ୍ତ୍ରଣ ପାଇ ୨୦ ଓଭରରେ ୫...
ଟସ୍ ଜିତିଲା ମୁମ୍ବାଇ, ବ୍ୟାଟିଂ କରୁଛି ପଞ୍ଜାବ
ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ବୁଧବାର ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଏଥିରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ପୂର୍ବରୁ ଖେଳିଥିବା ଚାରି ମ୍ୟାଚ୍ରେ ପରାଜିତ...
ଧୋନୀଙ୍କ ଜାଲରେ କୋହଲି ଫସିଗଲେ
ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ବିପକ୍ଷରେ ୪୮ ରନ୍ର ଇନିଂସ ଖେଳିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)ର ପୂର୍ବ ଅଧିନାୟକ ବିରାଟ କୋହଲି। ଏଣୁ ମଙ୍ଗଳବାର ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ ସେ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଥିଲା।...
ଆର୍ସିବିକୁ ଜିତାଇ ଦେଇଥାନ୍ତେ କାର୍ତ୍ତିକ! କ୍ୟାଚ୍ ଧରି ଏଭଳି ସେଲିବ୍ରେଶନ କରିଥିଲେ ଜାଡେଜା
ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍ରେ ଟ୍ରାକ୍କୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ଦଳ ସିଜନର ପ୍ରଥମ ବିଜୟ ନିଜ ନାମରେ କରିଛି। ପ୍ରଥମେ ଉଲ୍ଲେଖନୀୟ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଥିଲା ସିଏସ୍କେ। ଏହାର ଜବାବରେ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ଏହି ପ୍ରଶଂସକ ଚାକିରିରୁ ଇସ୍ତଫା ଦେଲେ କି? ଟୁଇଟର୍ରେ ଚାଲିଛି ଟ୍ରେଣ୍ଡ୍
ମୁମ୍ବାଇ,୧୩।୪: ଆଇପିଏଲ୍ ୨୦୨୨ରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଣେ ପ୍ରଶଂସକ ଟୁଇଟରରେ ବହୁତ ଟ୍ରେଣ୍ଡ କରୁଛନ୍ତି। ନିକଟରେ ଏହି ପ୍ରଶଂସକ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ବିପକ୍ଷ ମ୍ୟାଚରେ ଏକ ନିଆରା ପୋଷ୍ଟର ଧରି ଆସିଥିଲେ। ଏପ୍ରିଲ ୧୧ରେ...
ଟି-୨୦ ମ୍ୟାଚ୍ରେ ଚମତ୍କାର: ୬ ବଲ୍ରେ ୬ ଉଇକେଟ୍! ଦେଖନ୍ତୁ ଭିଡିଓ
କାଠମାଣ୍ଡୁ,୧୩।୪:ଯଦି ଏକ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥାଏ, ତେବେ ବୋଧହୁଏ ଏହାକୁ ସହଜରେ କେହି ବିଶ୍ୱାସ କରି ପାରିବେ ନାହିଁ, କିନ୍ତୁ ନେପାଳର କ୍ଲବ କ୍ରିକେଟ (ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପ)ରେ...
‘ଆର୍ସିବି ଆଇପିଏଲ୍ ଚାମ୍ପିଅନ୍ ନ ହେବା ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’
ମୁମ୍ବାଇ,୧୩।୪: ଆଇପିଏଲ୍ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ଥରେ ବି ଟାଇଟଲ ଜିତିପାରି ନାହିଁ। ଆଇପିଏଲ ୨୦୨୨ର ପ୍ରାରମ୍ଭରେ ଆରସିବିର ଭଲ ପ୍ରଦର୍ଶନ ରହିଛି। ପ୍ରଶଂସକ ଆଶା ରଖିଛନ୍ତି ଚଳିତବର୍ଷ ଦଳ ଚାମ୍ପିଅନ୍ ହେବ। ଚଳିତ ଆଇପିଏଲ୍ର ୨୨ତମ...
Archives


