କୋହଲିଙ୍କୁ ଆଉ ଅଧିକ ତଳକୁ ଖସୁଥିବା ଦେଖିପାରିବି ନାହିଁ: ଅଖ୍ତର
ମୁମ୍ବାଇ,୨୭।୫: ଆଇପିଏଲ୍ ୨୦୨୨ର କ୍ୱାଲିଫାୟାର-୨ ମୁକାବିଲାରେ ରାଜସ୍ଥାନକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍ର ପୂର୍ବ ଦ୍ରୁତ...
କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ କାର୍ତ୍ତିକଙ୍କୁ ତାଗିଦ୍
ମୁମ୍ବାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ତାଗିଦ କରାଯାଇଛି। ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରାଯାଇଛି। କାର୍ତ୍ତିକ ଏଯାବତ ସିଜନରେ ୧୫...
ପୁଅ ଲଗାତର ୬ ବଲ୍ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ। ଜାନୁଆରୀ ୧୯୮୫ରେ ବମ୍ବେ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀ...
ଫାଇନାଲ୍ ଟିକେଟ୍ ପାଇଁ ‘ରୟାଲ୍’ ଆଜି ମୁକାବିଲା
ଅହମ୍ମଦାବାଦ୍,୨୭।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍-୨ରେ ସଞ୍ଜୁ ସାମସନଙ୍କ ନେତୃତ୍ୱଧୀନ ରାଜସ୍ଥାନ ରୟାଲ୍ସ ଟିମ୍ ଆଜି ଫାଫ ଡୁ ପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଆଜିର ବିଜୟୀ ଦଳ ମେ...
ଆଇପିଏଲ୍ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ
କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍ କରିଛନ୍ତି। ଇଡେନ ଗାର୍ଡେନ୍ସରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ରାହୁଲ...
ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ଧାଓ୍ବନ
ନୂଆଦିଲ୍ଲୀ,୨୬।୫: ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ପଞ୍ଜାବ କିଙ୍ଗ୍ସ ଓପନର ଶିଖର ଧାଓ୍ବନ। ଆଇପିଏଲ୍ ପ୍ଲେଅଫ୍ ଲାଗି ଚୟନ ହୋଇ ନ ଥିବା ଯୋଗୁ ତାଙ୍କୁ ବାପା ନକ୍ଆଉଟ୍ କରିଥିବା ନେଇ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି।...
ଆର୍ସିବିି ବିଜୟ ପରେ ମାତ୍ର ୩ଟି ଶବ୍ଦ କହିଲେ ଏବି ଡି ଭିଲିୟର୍ସ
କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ (ଆରସିବି) ୧୪ ରନ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି। ଏହି ବିଜୟ ପରେ ଆରସିବି ଶୁକ୍ରବାର କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି...
ହୁଡାଙ୍କ ଛକାରେ ପୋଲିସକର୍ମୀ ଆହତ
କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ୧୪ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ ସିଜିନ୍ରୁ ବିଦାୟ ନେଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ବ୍ୟାଟ୍ସମ୍ୟାନ...
ଆଇପିଏଲ୍ରେ କୌଣସି ଦଳ କିଣି ନ ଥିଲେ, ଚମତ୍କାର ଭାବେ ଦଳରେ ପ୍ରବେଶ କରି ରଚିଲେ ଇତିହାସ
କୋଲକତା,୨୬।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ରେ ପରାସ୍ତ କରି କ୍ୱାଲିଫାୟର୍ ୨ ରେ ପ୍ରବେଶ କରିଛି। କ୍ୱାଲିଫାୟର୍ ୨ରେ ଆରସିବି ମେ ୨୭ରେ ରାଜସ୍ଥାନ...
ରୋମାଞ୍ଚକ ମୁକାବିଲାରେ ଲକ୍ଷ୍ନୌକୁ ପରାସ୍ତ କଲା ବେଙ୍ଗାଲୁରୁ
କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଆରସିବିର ବିଶାଳ ୨୦୮ ରନ୍ ର ଟାର୍ଗେଟକୁ...
ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ ଦେଲା ବେଙ୍ଗାଲୁରୁ
କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଆଗରେ ବିଶାଳ ଟାର୍ଗେଟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଲାଯାଉଥିବା ଏହି ମ୍ୟାଚରେ ଟସ୍...
ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ
କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ଏଲିମିନେଟର ମ୍ୟାଚ୍ ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସଟସ୍ ଜିତି...
Archives


