ଖେଳ

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ

ଡବଲିନ୍‌,୨୮।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ମଙ୍ଗଳବାର ଅର୍ଥାତ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ ଏଭଳି ପରିସ୍ଥିତିରେ ଭାରତ ଏହି ସିରିଜ ଜିତିବା...

ଅବସର ନେବେ ମୋର୍ଗାନ

ଲଣ୍ଡନ,୨୭।୬: ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଆନ ମୋର୍ଗାନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ଯାଉଛନ୍ତି। ୩୫ ବର୍ଷୀୟ ମୋର୍ଗାନ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ଦଳର ନେତୃତ୍ୱ...

କ୍ଲିନ୍‌ ସୁଇପ୍‌ ହାତଛଡ଼ା କଲା ଭାରତ

ଡାମ୍ବୁଲା,୨୭।୬: ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ୭ ଉଇକେଟରେ ଶ୍ରୀଲଙ୍କା ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଧାର୍ଯ୍ୟ ୧୩୯ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋରକୁ ଅଧିନାୟିକା ଚାମିରା ଆଟାପାଟୁଙ୍କ ବିସ୍ଫୋରକ...

ରୋହିତଙ୍କ ବଦଳରେ ଟେଷ୍ଟ ସିରିଜ୍‌ ଖେଳିବେ ମୟଙ୍କ

ନୂଆଦିଲ୍ଲୀ,୨୭।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧ ତାରିଖରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ତେବେ ସେ ଟେଷ୍ଟ ମ୍ୟାଚ୍‌ ଖେଳିବେ କି ନାହିଁ ଆଶଙ୍କା...

୩ ସ୍ବେଟର୍‌ ପିନ୍ଧି ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ନେବାକୁ ଆସିଲେ ଚହଲ: କାରଣ ଜାଣିଲେ…

ଡବଲିନ୍‌,୨୭।୬: ଅନ୍ତର୍ଜାତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ଏକ ବିଜୟରୁ ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଆୟାରଲାଣ୍ଡକୁ ସହଜରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଟିମ ଇଣ୍ଡିଆ...

ଅଶ୍ୱିନଙ୍କ ଜଲଓ୍ବା: ଅଭ୍ୟାସ ମ୍ୟାଚ୍‌ ଡ୍ର

ଲିସେଷ୍ଟର,୨୭।୬: ଭାରତ ଏବଂ ଲିସେଷ୍ଟରଶାୟାର୍‌ ମଧ୍ୟରେ ଅଭ୍ୟାସ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ମ୍ୟାଚର ଚତୁର୍ଥ ଦିନରେ ଲିସେଷ୍ଟରଶାୟାର୍‌କୁ ଜିତିବା ପାଇଁ ୩୬୭ ରନ ସ୍କୋର କରିବାକୁ ଥିଲା। ଦଳ ୭ ଉଇକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲେ।...

ହୁଡାଙ୍କ କମାଲ: ଭାରତ ବିଜୟୀ

ଡବଲିନ୍‌,୨୭।୬: ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଆୟାରଲାଣ୍ଡକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ବର୍ଷା ହେତୁ ପ୍ରାୟ ଅଢେଇ ଘଣ୍ଟା ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା । ଅମ୍ପାୟାର ଓଭର କାଟି ମ୍ୟାଚକୁ ୧୨-୧୨...

ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି। ଆନନ୍ଦଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ମୃତକଙ୍କ ମା’ ବାପା...

ଟିମ୍‌ ଇଣ୍ଡିଆ ଆଗରେ ୧୦୯ ରନ୍‌ର ବିଜୟ ଲକ୍ଷ୍ୟ

ଡବଲିଂ,୨୬।୬: ସ୍ଥାନୀୟ ଦି ଭିଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୨ ଓଭରରେ ୪ ଉଇକେଟ ହରାଇ ୧୦୮ ରନ୍‌ କରିଛି। ଫଳରେ ଭାରତ ଆଗରେ ଧାର୍ଯ୍ୟ ହୋଇଛି ୧୦୯...

ଇଂଲଣ୍ଡ ଆଗରେ ୨୯୬ ରନ୍‌ର ବିଜୟ ଲକ୍ଷ୍ୟ

ହେଡିଂଲେ,୨୬।୬: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨୯ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୬୦ ରନ୍‌ କରିଥିଲା। ୩୧ ରନ୍‌ ପଛରେ...

ଡେବ୍ୟୁ କରିବେ ଉମରାନ

ଡବଲିନ୍‌,୨୬।୬: ଡବଲିନ୍‌ରେ ଖେଳାଯିବାକୁ ଥିବା ଆୟାରଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଅନୁଷ୍ଠିତ ହେଉଛି। ଶେଷ ଏକାଦଶରେ ଟିମ ଇଣ୍ଡିଆ ଉମରାନ ମଲିକଙ୍କୁ ସାମିଲ କରିଛି। ଉମରାନ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ ଖେଳିବେ। ସେ...

ପ୍ରଥମଥର ପାଇଁ ରଣଜୀ ଚାମ୍ପିୟନ୍‌ ହେଲା ମଧ୍ୟପ୍ରଦେଶ

ବେଙ୍ଗାଲୁରୁ,୨୬।୬: ମଧ୍ୟପ୍ରଦେଶ ଟିମ୍‌ ଫାଇନାଲ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ରଣଜୀ ଟ୍ରଫି ୨୦୨୧-୨୨ ଟାଇଟଲ ଜିତିଛି। ମଧ୍ୟପ୍ରଦେଶ ଦଳ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri