ଲର୍ଡସ୍ ମ୍ୟାଚ ପରେ ଅବସର ନେଇପାରନ୍ତି ଝୁଲଣ
କୋଲକାତା, ୨୧ା୮: ମହିଳା ଅନ୍ତର୍ଜାତୀୟ କ୍ରିକେଟର, ଅଗ୍ରଣୀ ଉଇକେଟ ହାସଲକାରୀ ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମୀ ଲଡର୍ସଠାରେ ସେପ୍ଟେମ୍ବର ୨୪ରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ତାଙ୍କର ଅବସର ଘୋଷଣା କରିବେ ବୋଲି...
ସ୍କୁଟିରେ ସ୍ତ୍ରୀ ଅନୁଷ୍କାଙ୍କୁ ବସାଇ ବୁଲୁଥିବା ନଜର ଆସିଲେ କୋହଲି
ବମ୍ବେ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ୍ରୁ ମିଳିଥିବା ବ୍ରେକ୍ର ଭରପୂର ଉପଯୋଗ କରୁଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି। ଏହି କ୍ରମରେ ଶନିବାର ତାଙ୍କୁ ସ୍ତ୍ରୀ ଅନୁଷ୍କାଙ୍କୁ ଧରି ସ୍କୁଟିରେ ବୁଲୁଥିବା ଦେଖାଯାଇଛି। ଏକ ପ୍ରୋଜେକ୍ଟର...
ମାସକୁ ୩୨ ଲକ୍ଷ ଟଙ୍କାର ଗଞ୍ଜେଇ ଟାଣି ଅବସ୍ଥା ଖରାପ! ହୁଇଲ୍ ଚେୟାରରେ ଟାଇସନ
ନ୍ୟୁୟର୍କ,୨୦।୮: ଆମେରିକାର ପୂର୍ବତନ ଷ୍ଟାର ବକ୍ସର ମାଇକ୍ ଟାଇସନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ। ସେ ହୁଇଲ୍ଚେୟାରରେ ନଜର ଆସିବା ପରେ ସାରା ବିଶ୍ୱରେ ଥିବା ପ୍ରଶଂସକ ଚିନ୍ତା ପ୍ରକାଶ କରିଛନ୍ତି। ୫୬ ବର୍ଷୀୟ ଟାଇସନ ଅତ୍ୟଧିକ ଗଞ୍ଜେଇ ସେବନ କରୁଥିବା କାରଣରୁ...
ଏସିଆ କପ୍ ପୂର୍ବରୁ ପାକିସ୍ତାନକୁ ବଡ ଝଟ୍କା
ନୂଆଦିଲ୍ଲୀ,୨୦।୮: ପାକିସ୍ତାନ ଟିମ୍କୁ ଲାଗିଛି ବଡ଼ ଝଟ୍କା। ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଆହତ ହେବା କାରଣରୁ ଏସିଆ କପ୍ରୁ ବାଦ୍ ପଡ଼ିଛନ୍ତି। ଗଲ୍ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ଶାହିନଙ୍କ ଡାହାଣ...
ଫ୍ଲପ୍ ହେଲେ କେ.ଏଲ୍. ରାହୁଲ
ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍ର ଅଧିନାୟକ କେ.ଏଲ୍. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍ରେ ୧ ରନ୍ କରି ଆଉଟ୍ ହୋଇଥିଲେ। ତିନି ମାସ ପରେ ରାହୁଲ ଅନ୍ତର୍ଜାତୀୟ ମ୍ୟାଚ୍କୁ...
ସିରିଜ୍ ଜିତିଲା ଭାରତ…
ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ୧୬୨ ରନ୍ ପିଛା କରି ଭାରତ ୨୫.୪ ଓଭରରେ ୫ ଓ୍ବିକେଟ ହରାଇ...
ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୨ ରନ୍…
ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ ହାରାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ ପାଇଁ ୧୬୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ତିନି ମ୍ୟାଚ ବିଶିଷ୍ଟ ସିରିଜରେ...
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଜିମ୍ବାଓ୍ବେର ଧିମା ବ୍ୟାଟିଂ
ହରାରେ,୨୦।୮: ହରାରେ ସ୍ପୋର୍ଟସ କ୍ଲବରେ ଶନିବାର ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଜିମ୍ବାଓ୍ବେ ବ୍ୟାଟିଂ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଦୀପକ ଚହରଙ୍କୁ...
ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ
ହରାରେ,୨୦।୮: ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ୧୦ ଉଇକେଟରେ ବିଜୟୀ ହୋଇଥିବାରୁ ଆଗାମୀ ମ୍ୟାଚ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି।...
ସୁମିତ, ଯୋଗେଶଙ୍କ ବିଶ୍ୱରେକର୍ଡ
ବେଙ୍ଗାଲୁରୁ, ୨୦।୮ (ପି.ଟି.): ଏଠାରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଟୋକିଓ ପାରାଲିମ୍ପିକ୍ସ ଚାମ୍ପିୟନ ଜାଭେଲିନ ଥ୍ରୋୟର ସୁମିତ ଆଣ୍ଟିଲ ଏବଂ ସିଲଭର ମେଡାଲିଷ୍ଟ ଡିସକସ୍ ତାରକା ଯୋଗେଶ କାଥୁନିୟା ନୂଆ ବିଶ୍ୱରେକର୍ଡ ସୃଷ୍ଟି...
ଜୟନ୍ତୀଙ୍କୁ ୨ ସ୍ବର୍ଣ୍ଣ,୧ ରୌପ୍ୟ
ଭୁବନେଶ୍ୱର, ୨୦।୮ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥ୍ଲେଟିକ ଚାମ୍ପିୟନଶିପ୍ରେ ଓଡ଼ିଶାର ଜୟନ୍ତୀ ବେହେରା ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶୁକ୍ରବାର ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଅନୁଷ୍ଠିତ...
ଭୂତିଆଙ୍କ ପ୍ରାର୍ଥିପତ୍ର ଦାଖଲ
ନୂଆଦିଲ୍ଲୀ, ୨୦ା୮(ପି.ଟି.): ଆଗାମୀ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ନିର୍ବାଚନରେ ସଭାପତି ପଦ ପାଇଁ କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ ସଭାପତି ପଦ ପାଇଁ ତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ପାଇଁ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ...
Archives


