ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍
ଦୁବାଇ,୪।୯: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଆଠ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ। ସୁପର-୪ ରାଉଣ୍ଡରେ ଭାରତ...
ହଠାତ୍ ଟି-୨୦ରୁ ଅବସର ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଦୁବାଇ,୪।୯: ଏସିଆ କପ ୨୦୨୨ରେ ଲଗାତାର ଦୁଇଟି ମ୍ୟାଚ୍ରେ ବାଂଲାଦେଶର ପରାଜୟ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ମୁଶଫିକୁର ରହିମ। ବାଂଲାଦେଶର ପୂର୍ବତନ ଅଧିନାୟକ ରହିମ ଦିନିକିଆ ଏବଂ...
ଆଜି ଭାରତ-ପାକିସ୍ତାନ ମୁକାବିଲା
ଦୁବାଇ,୪।୯: ଏସିଆ କପ୍ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍ ଖେଳିବ ଭାରତ। ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍-୪ରେ ପ୍ରବେଶ କରିଥିବା ବେଳେ ହଂକଂ ବିପକ୍ଷରେ ବୃହତ ବିଜୟ ସହିତ ପାକିସ୍ତାନ ଦଳ ପ୍ରବେଶ...
ଶାଜି ପ୍ରଭାକରନ ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ
ନୂଆଦିଲ୍ଲୀ, ୪।୯: ଫୁଟ୍ବଲ ଦିଲ୍ଲୀ ସଭାପତି ଶାଜି ପ୍ରଭାକରନ ଶନିବାର ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସଭାପତି କଲ୍ୟାଣ ଚୌବେଙ୍କ ଅଧ୍ୟକ୍ଷତାରେ ନବଗଠିତ ଏଆଇଏଫ୍ଏଫ୍ର କାର୍ଯ୍ୟନିର୍ବାହୀ କମିଟି ପ୍ରଭାକରନଙ୍କୁ ମନୋନୀତ କରିଥିଲା, ଯାହା...
ଆଫଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା
ଦୁବାଇ,୪ା୯: ଏସଆ କପ୍ ଟି୨୦ କ୍ରିକେଟ ମୁକାବିଲାର ସୁପର-୪ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ୧୭୬ ରନ୍ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ୬ଟି ବଲ୍ ବାକିଥାଇ ୬ ଉଇକେଟ ହରାଇ ଜିତି ନେଇଛି। ଏହା ସହିତ...
ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍ …
ସାରଜା, ୩।୯ : ଟି-୨୦ ବିଶ୍ୱକପ୍ର ସୁପର ୪ ମ୍ୟାଚ୍ରେ ବି-୧ ଏବଂ ବି-୨ ମଧ୍ୟରେ ଶନିବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍ ରହିଛି। ସାରଜାର କ୍ରିକେଟ...
ଟସ୍ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…
ସାରଜା, ୩।୯ : ଟି-୨୦ ବିଶ୍ୱକପ୍ର ସୁପର ୪ ମ୍ୟାଚ୍ରେ ବି-୧ ଏବଂ ବି-୨ ମଧ୍ୟରେ ଶନିବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ସାରଜାର କ୍ରିକେଟ ୍ଯଯାଡ଼ିୟମ୍ରେ...
ବ୍ରାଏନ୍ ଲାରାଙ୍କୁ ବଡ଼ ଦାୟିତ୍ୱ: ଆଇପିଏଲ୍ର ଏହି ଟିମ୍ର ହେଲେ ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୩।୯: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ନୂଆ ଦାୟିତ୍ୱ। ଆଗାମୀ ଆଇପିଏଲ୍ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଗତ ସିଜନରେ ଦଳର ମୁଖ୍ୟ କୋଚ୍ ଥିବା ଟମ୍ ମୁଡିଙ୍କ...
୩ ଓଭର ବୋଲିଂରେ ଅଷ୍ଟ୍ରେଲିଆର ଅଧା ଟିମ୍କୁ କରିଦେଲେ ଆଉଟ୍; ଚର୍ଚ୍ଚାରେ ୨୮ ବର୍ଷୀୟ ସ୍ପିନର୍
ନୂଆଦିଲ୍ଲୀ,୩।୯: ୩ ଓଭର ବୋଲିଂ, ନେଲେ ୫ ଗୁରୁତ୍ୱପୂର୍ଣ୍ଣ ଉଇକେଟ। ଫଳରେ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଟିମ୍ ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ଆଣିଲେ। କିଛି ଏଭଳି ଦୃଶ୍ୟ ବିଶ୍ୱ କ୍ରିକେଟରେ ଦେଖିବାକୁ ମିଳିଛି। ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ବିପକ୍ଷ ଦିନିକିଆ...
ଏସିଆ କପ୍ରେ ଆଜିଠାରୁ ସୁପର-୪ ଲଢ଼େଇ: ଜାଣନ୍ତୁ ସମସ୍ତ ମ୍ୟାଚ୍ର କାର୍ଯ୍ୟସୂଚୀ
ଦୁବାଇ,୩।୯: ଏସିଆ କପ୍ ୨୦୨୨ର ସୁପର-୪ ମୁକାବିଲା ଶନିବାରଠାରୁ ଆରମ୍ଭ ହେବ। ଶୁକ୍ରବାର ପାକିସ୍ତାନ ଶେଷ ଟିମ୍ ଭାବେ ଯୋଗ୍ୟତା ଅର୍ଜନ କରିଥିଲା। ହଂକଂକୁ ୧୫୫ ରନ୍ରେ ପରାଜିତ କରି ଦଳ ଏହି ଉପଲବ୍ଧି ହାସଲ କରିଥିଲା। ୧୯୪ ରନ୍ର...
ଇତିହାସ ରଚିଲା ଜିମ୍ବାଓ୍ବେ, ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ…
ଟାଉନ୍ସଭିଲ୍, ୩।୯: ଇତିହାସ ରଚିଛି ଜିମ୍ବାଓ୍ବେ। ଶନିବାର ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିଲେ ଭୁଲ ହେବ ନାହିଁ। କାରଣ ଏହି ଦିନ କ୍ରିକେଟ ଇତିହାସରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାସ୍ତ କରିଛି...
ଖେଳ ପାଇଁ ନୁହେଁ, କେବଳ ଟଙ୍କା ରୋଜଗାର ପାଇଁ ଭାରତୀୟ କ୍ରିକେଟର ‘ଗେହ୍ଲାପୁଅ’
ଲାହୋର,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତୀୟ ଟିମ୍ ଯେଉଁ ବି ଦେଶ ଗସ୍ତ କରନ୍ତି, ସେଠାରେ ଅଧିକ ରୋଜଗାର ହୋଇଥାଏ। ଏହାସତ୍ତ୍ୱେ ଭାରତୀୟ ଦଳ ନିଜର ପ୍ରଦର୍ଶନ କାରଣରୁ ବିଶ୍ୱବ୍ୟାପି ସମ୍ମାନ...
Archives


