ଖେଳ

ଡବ୍ଲ୍ୟୁପିଏଲ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ, ୨୫ା୩: ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରୁ ଏଲିମିନେଟ୍‌ ହୋଇଛି ୟୁପି ଓ୍ବାରିୟର୍ଜ। ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ୟୁପିକୁ ୭୨ ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ପ୍ରବେଶ କରିଛି। ନାତାଲି ସ୍କିଭର-ବ୍ରଣ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ…

ରୁନିଙ୍କ ରେକର୍ଡ ଭାଙ୍ଗିଲେ କେନ୍‌

ନାପଲ୍ସ (ଇଟାଲୀ),୨୫ା୩ (ଏପି): ଇଂଲଣ୍ଡ ଜାତୀୟ ଦଳ ଫୁଟ୍‌ବଲ ତରଫରୁ ସବୁଠାରୁ ଅଧିକ ଗୋଲ୍‌ ସ୍କୋର କରିବାରେ ଓ୍ବେନ ରୁନିଙ୍କ ନାମରେ ରହିଥିବା ରେକର୍ଡକୁ ହ୍ୟାରି କେନ୍‌ ଭାଙ୍ଗି ଦେଇଛନ୍ତି। ଗୁରୁବାର ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମଠାରେ ଇଟାଲୀ ବିପକ୍ଷ ଏକ…

ନେଦରଲାଣ୍ଡ୍ସକୁ ୧ ରନରେ ହରାଇଲା ଜିମ୍ବାଓ୍ବେ

ହରାରେ, ୨୫ା୩ (ଏପି): ନେଦରଲାଣ୍ଡ୍ସ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ଜିମ୍ବାଓ୍ବେ ଅନ୍ତିମ ବଲ୍‌ରେ ୧ରନରେ ଜିତିନେଇଛି। ଏଥିସହିତ ଦଳର ସିରିଜ ୧-୧ରେ ବରାବର ସ୍ଥିତିକୁ ନେଇ ଆସିଛି। ହରାରେ ସ୍ପୋଟର୍‌ସ କ୍ଲବଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌…

କଳିଙ୍ଗରେ ହକି ସମରକ୍ୟାମ୍ପ

ଭୁବନେଶ୍ୱର, ୨୫ା୩ (କ୍ରୀଡ଼ା ପ୍ରତିନିଧି): ହକି ପ୍ରତି ଆଗ୍ରହ ରଖୁଥିବା କିମ୍ବା ଏହି ଖେଳକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ଏକ ଭଲ ଖବର। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ ଟାଟା ହକି…

ରୁଦ୍ରାଂଶଙ୍କୁ ବ୍ରୋଞ୍ଜ ପଦକ

ଭୋପାଳ,୨୪ା୩: ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଆନୁକୂଲ୍ୟରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ଭାରତର ରୁଦ୍ରାଂଶ ପାଟିଲ ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ୟପକ୍ଷେ ଚାଇନା କ୍ରମାଗତ ଦୁଇ ସ୍ବର୍ଣ୍ଣ ହାସଲ କରିଛି। ଟୋକିଓ ଅଲିମ୍ପିକ୍ସ ରୌପ୍ୟ…

ଟ୍ରେଣ୍ଟ ରକେଟ୍ସ ପାଇଁ ଖେଳିବେ ହରମନପ୍ରୀତ୍‌

ଲଣ୍ଡନ, ୨୪ା୩: ଦି ହଣ୍ଡ୍ରେଡ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ମହିଳା ଦଳର ଅଧିନାୟିକା ହରମନପ୍ରୀତ୍‌ କୌର ଟ୍ରେଣ୍ଟ ରକେଟ୍ସ ଏବଂ ତାଙ୍କ ଡେପୁଟି ସ୍ମୃତି ମନ୍ଧାନା ସଦର୍ନ ବ୍ରେଭ୍‌ ଦଳ ତରଫରୁ ଖେଳିବେ। ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ ପାଇଁ ପୁରୁଷ, ମହିଳା…

ବଡ଼ ରେକର୍ଡ ହାସଲ କଲେ ରୋନାଲଡୋ

ଲିସବୋନ୍‌,୨୪।୩: ପର୍ତ୍ତୁଗାଲର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ କୁଏତର ବାଦେର୍‌ ଅଲ-ମୁତାୱାଙ୍କୁ ପଛରେ ପକାଇଛନ୍ତି। ବାଦେର୍‌ ତାଙ୍କ କ୍ୟାରିୟରରେ ମୋଟ ୧୯୬ଟି ମ୍ୟାଚ ଖେଳିଥିଲେ। ରୋନାଲଡୋ ଲିଚଟେଷ୍ଟାଇନ…

କ୍ରିକେଟର ପରିବର୍ତ୍ତିତ ନିୟମ

କ୍ରିକେଟର ନିୟମ ପରିବର୍ତ୍ତନ ଓ ପ୍ରଚଳନ ପାଇଁ ୧୭୮୮ରେ ସ୍ଥାପନ ହୋଇଥିଲା ମେରିଲବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)। ୧୮୩୪ ପର୍ଯ୍ୟନ୍ତ କ୍ରିକେଟ ନିୟମରେ କୌଣସି ସଂଶୋଧନ କରାଯାଇ ନ ଥିଲା। ମେ ୧୯, ୧୮୩୫ରେ କ୍ରିକେଟର ସମ୍ବିଧାନ ‘ଦ ଲଜ୍‌ ଅଫ୍‌ ନୋବଲ୍‌…

ଆଇପିଏଲ୍‌ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍‌ ମଧ୍ୟରେ ଏଥର ୭୪ ମ୍ୟାଚ ଖେଳାଯିବ। ଦୀର୍ଘ ୪ବର୍ଷ ପରେ ଲିଗ୍‌ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ ଭେନ୍ୟୁରେ ଖେଳାଯିବ……

ଅସହାୟ ଲୋକଙ୍କ ପାଇଁ ବିରୁଷ୍କାଙ୍କ ନୂଆ ପଦକ୍ଷେପ

ଭାରତୀୟ କ୍ରିକେଟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେ ‘ସେବା’ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଏହି ଦମ୍ପତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଏଥିପାଇଁ ବିରାଟ କୋହଲି…

କ୍ରିକେଟ୍‌ ଖେଳିଲେ ସୁନକ

ଲଣ୍ଡନ,୨୪।୩: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ୨୦୨୨ ଟି-୨୦ ବିଶ୍ୱକପ ବିଜେତା ଦଳ ସହ ବିଜୟ ଉତ୍ସବ ପାଳନ କରିଥିଲେ। ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ ଜିତିବାର ପ୍ରାୟ ୧୩୦ ଦିନ ପରେ ଏହା ପାଳନ କରାଯାଇଛି। ଏହି ସମୟରେ ସେ…

ଦ୍ୱିତୀୟ ଦିନରେ ଭାରତକୁ ଦୁଇ ପଦକ

ଭୋପାଳ,୨୪ା୩ (ପି.ଟି.):ଭୋପାଳରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଦ୍ୱିତୀୟ ଦିବସରେ ଭାରତ ଦୁଇଟି ପଦକ ହାସଲ କରିଛି। ପ୍ରଥମ ଦିନରେ ଏୟାର ପିସ୍ତଲ ପୁରୁଷ ଇଭେଣ୍ଟରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏୟାର ପିସ୍ତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?