ଖେଳ

ଡବ୍ଲୁପିଏଲ୍‌ ଫାଇନାଲ୍‌: ଟସ୍‌ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୨୬।୩: ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନର ଆଜି ଫାଇନାଲ ଖେଳାଯାଉଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ମୁକାବିଲା ହେଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ ଲାନିଙ୍ଗ ଟସ ଜିତି ପ୍ରଥମେ ବ୍ୟାଟିଂ…

ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ନୀତୁ ଘାଙ୍ଗସ ୪୫-୪୮ କିଲୋଗ୍ରାମରେ ଏବଂ ସାଓ୍ବିଟି ବୁରା ୭୫-୮୧ କିଲୋଗ୍ରାମରେ ଜିତିଥିଲେ।…

ଶୁଟିଂ ବିଶ୍ୱକପ: ଶେଷ ଦିନରେ ସାମରାଙ୍କୁ ମିଳିଲା ବ୍ରୋଞ୍ଜ

ଭୋପାଳ,୨୬ା୩: ଭୋପାଳରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହିତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଭାରତର ସିଫ୍ଟ କୌର୍‌ ସାମରା। ସାମରାଙ୍କ ବ୍ରୋଞ୍ଜ ପଦକ ସହିତ ଭାରତ ୭ଟି ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହି…

ସ୍ବିସ ଓପନ ବ୍ୟାଡମିଣ୍ଟନ: ଚାମ୍ପିଅନ୍‌ ହେଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ,୨୬।୩: ସ୍ବିସ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି ଭାରତୀୟ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀ। ଫାଇନାଲରେ ଭାରତୀୟ ଯୋଡି ଚାଇନାର ଯୋଡି ଟାଙ୍ଗ କିଆନ ଏବଂ ରେନ ୟୁ ଜିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ସାତ୍ତ୍ୱିକ ଏବଂ ଚିରାଗ…

ସ୍ତ୍ରୀଙ୍କଠାରୁ ଅଲଗା ହେବାର କାରଣ କହିଲେ ଧାଓ୍ବନ

ନୂଆଦିଲ୍ଲୀ,୨୬।୩: ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଖରାପ ଫର୍ମ ଯୋଗୁ ଏବେ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ପ୍ରଥମଥର…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ସ୍ବିଟିଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୮୧ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଚାଇନାର ଓ୍ବାଙ୍ଗ ଲିନାଭ୍କୁ ପରାସ୍ତ…

କିନ୍ନରଙ୍କୁ ମହିଳା ଆଥଲେଟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ମନା…

ଓ୍ବାଶିଂଟନ,୨୫।୩ : ଅନ୍ତର୍ଜାତୀୟ କ୍ରୀଡ଼ା ସଂସ୍ଥା ୱାଲର୍‌ଡ ଆଥଲେଟ କିନ୍ନର ମହିଳାମାନଙ୍କୁ ଟ୍ରାକ ଏବଂ ଫିଲ୍ଡ କ୍ରୀଡ଼ାରେ ଭାଗ ନେବାକୁ ବାରଣ କରିଛନ୍ତି। ୱାଲର୍‌ଡ ଆଥଲେଟ ଏଫଆଇଏନଏ ଅର୍ଥାତ ଆନ୍ତର୍ଜାତୀୟ ସନ୍ତରଣ ଫେଡେରେଶନର ନିଷ୍ପତ୍ତି ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ନୀତୁଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୪୮ କିଲୋଗ୍ରାମ ଓଜନ ବର୍ଗରେ ନୀତୁ ଘଂଘାସ ମୋଙ୍ଗୋଲିଆର ଲୁଟସେଖନ ଆଲତେଙ୍ଗସେଙ୍ଗଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ବକ୍ସର ଏହି ମ୍ୟାଚକୁ ୫-୦ରେ ଜିତିଛନ୍ତି।…

ସଲିମା ‘ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୨୫ା୩ (ପି.ଟି.): ଭାରତୀୟ ମହିଳା ହକି ଦଳର ମିଡ୍‌ଫିଲ୍ଡର ସଲିମା ଟେଟେ ଏସିଆନ ହକି ଫେଡେରେଶନ (ଏଏଚଏଫ୍‌) ‘ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ଲାଭ କରିଛନ୍ତି। ୨୦୨୨ରେ ପ୍ରଭାବୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପୁରସ୍କାର…

ଗୁଜରାଟ, ତାମିଲନାଡୁକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି): ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲରେ ୧୯ତମ ଜାତୀୟ ସିନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଶେଷ ହୋଇଛି। ଏହାର ଦଳଗତ ଇଭେଣ୍ଟ ପୁରୁଷ ବିଭାଗରେ ଗୁଜରାଟ ସ୍ବର୍ଣ୍ଣ, ମଧ୍ୟପ୍ରଦେଶ ରୌପ୍ୟ ଏବଂ ଚଣ୍ଡିଗଡ଼ ଓ ପଞ୍ଜାବ ବ୍ରୋଞ୍ଜ ପଦକ…

ଜାତୀୟ ଜୁନିୟର ହ୍ୟାଣ୍ଡବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି): ଚଳିତ ମାସ ୨୭ରୁ ୩୧ ପର୍ଯ୍ୟନ୍ତ ଉଦୟପୁରଠାରେ ୪୫ତମ ଆନ୍ତଃ ରାଜ୍ୟ ଜୁନିୟର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆର୍ଯ୍ୟନ ବ୍ରାହ୍ମିନଙ୍କ ନେତୃତ୍ୱରେ ଓଡ଼ିଶା…

ଓଡ଼ିଶାରୁ ଭାଗନେବେ ୧୩ ପ୍ରତିଯୋଗୀ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି): ହରିୟାଣାର କର୍ନଲଠାରେ ଜାତୀୟ ହ୍ବିଲଚେୟାର ଫେନ୍ସିଂ ପ୍ରତିଯୋଗିତା ଚଳିତ ମାସ ୨୫ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ୧୩ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ପ୍ରତିଯୋଗୀ (ପୁରୁଷ): ଭି. ରମେଶ ରାଓ, ରାଖାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?