ହଜିଛି ଲୀଳାକ୍ଷେତ୍ର ହାତୀପଡ଼ା
ଇତିହାସରୁ ଜଣାଯାଏ, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ମହାପ୍ରଭୁ ଶ୍ରୀମନ୍ଦିର ଛାଡି ୨୨ଥର ବିଭିନ୍ନ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ୧୫ଥର ଆକ୍ରମଣର ସବିଶେଷ ବିବରଣୀ ମିଳିଥିବା ବେଳେ ତିନିଥର ଆକ୍ରମଣର ସୂଚନା ମିଳୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନୁସନ୍ଧାନ…
ରଥଖଳାରେ ସମୟ ଜଣାପଡ଼େନି : ସେବକ ବାଳକୃଷ୍ଣ ମହାରଣା
ତାଳଧ୍ୱଜ ରଥର ମହାରଣା ସେବକ ବାଳକୃଷ୍ଣ ମହାରଣା। ବଡ ବାପା ନରସିଂହ ଓ ବାପା ଲକ୍ଷ୍ମଣ ମହାରଣାଙ୍କ ହାତ ଧରି ଯୁବାବସ୍ଥାରେ ରଥଖଳାକୁ ଚାଲି ଆସିଥିଲେ। ପିଲା ବେଳେ ବାପାଙ୍କ ନିର୍ଦ୍ଦେଶ କ୍ରମେ କାଠ ହାଣିବା କାମ ଆରମ୍ଭ କରି ପରେ…
ରଥରେ ଯାନ୍ତି ଦଶାବତାର ଦିଅଁ
ପୁରୀ ଅଫିସ, ୩୦ା୬: ଆସନ୍ତା ୪ ତାରିଖରେ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍ ଧରିଛି। ରଥଖଳାରେ ତିନିରଥ ନିର୍ମାଣ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଣସରରେ ଥିବା ଠାକୁର ଏବେ ସୁସ୍ଥ ହେଲେଣି।…
ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି
ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା। ଫୁଲୁରୀ ତେଲ ଓ ଓଷୁଅ ଲାଗି ପରେ ଏକାଦଶୀରେ ଦଶମୂଳ ମୋଦକ ଖାଇ ମହାପ୍ରଭୁ…
ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣୋହି’ ବ୍ୟବସ୍ଥା: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆପଣାପଣିଆର ପ୍ରତୀକ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ଠାରୁ ଆରମ୍ଭ କରି ପ୍ରଚଳିତ ବିଧି-ବ୍ୟବସ୍ଥା ସବୁକିଛି ସ୍ବତନ୍ତ୍ର। ସେମିତି ଭକ୍ତି ଭାବନାରେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିବାକୁ କୁହାଯାଏ ‘ମଣୋହି’। ଏହିଭଳି ସାତପ୍ରକାର ମଣୋହି ବ୍ୟବସ୍ଥା ଶ୍ରୀମନ୍ଦିରରେ ପ୍ରଚଳିତ। ଯାହା ଭକ୍ତ ଓ ଭଗବାନଙ୍କ…
ରଥ, ଭକ୍ତ ମଝିରେ ନାଗ ନାଗୁଣୀ
ପୁରୀ ଅଫିସ, ୩୦ା୬: ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୪ଦିନ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଅଗଣିତ ଭକ୍ତ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିରକୁ ଟାଣିନେବେ। ତେବେ ଯେଉଁ ଦଉଡ଼ିକୁ ଭକ୍ତମାନେ ଟାଣିବେ…
ଜୁଲାଇ ୪ରେ ରଥଯାତ୍ରା: ଚାଲିଛି ଦୁଆର ବେଢ଼ା କାମ
ପୁରୀ ଅଫିସ, ୩୦ା୬: ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଚଳଚଞ୍ଚଳ ରଥଖଳା। ଅକ୍ଷୟତୃତୀୟଠାରୁ ଆରମ୍ଭ ହୋଇଥିବା ରଥକାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମହାରଣା, ଭୋଇ, କମାର, ରୂପକାର ଏବଂ ଚିତ୍ରକର ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ତିନିରଥର…
ଆଇଟିସି ମଙ୍ଗଳଦୀପ୍ ଅଗରବତିର ବଜାର ପ୍ରବେଶ
ପୁରୀ ଅଫିସ, ୨୯ା୬: ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଶୁକ୍ରବାର ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ ହୋଇଛି। ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ଆଇଟିସି ଏହି ସୁଗନ୍ଧିତ…
ନେତ୍ରୋତ୍ସବରେ ରଥରେ ଲାଗି ହେବ ସୋଲଫୁଲ
ଖୋର୍ଦ୍ଧା ଅଫିସ,୨୯ା୬: ପାଖେଇ ଆସିଲାଣି ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା। ପୁରୀ ବଡଦାଣ୍ଡରେ ରଥଖଳା ଚଳଚଞ୍ଚଳ। ନେତ୍ରୋତ୍ସବରେ ଠାକୁରଙ୍କ ରଥରେ ଲାଗି ହେବ ସୋଲଫୁଲ। ସେଥିପାଇଁ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର ସୋଲଫୁଲ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଘୋଷଯାତ୍ରାର ତିନି…
ଅଖାଦ୍ୟ ଖାଉଛନ୍ତି ପର୍ଯ୍ୟଟକ, ପ୍ରଶାସନ ନୀରବ
ପୁରୀ ଅଫିସ, ୨୯ା୬: ଘୋଷ ଯାତ୍ର।କୁ ଆଉ ୫ ଦିନ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସଜେଇ ହେଲାଣି ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼। ସମସ୍ତ ହୋଟେଲ, ଲଜ୍ ମଠ ମାନଙ୍କରେ ଜମିଲାଣି ଭକ୍ତଙ୍କ…
ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ବସ୍ଷ୍ଟାଣ୍ଡରୁ ଇ-ରିକ୍ସାରେ ଆସିବେ ବଡ଼ଦାଣ୍ଡ
ପୁରୀ ଅଫିସ, ୨୯ା୬: ରଥଯାତ୍ରା ଅବସରରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରକ୍ଷିତ ଭାବେ ତାଳବଣିଆ ଅସ୍ଥାୟୀ ବସ୍ଷ୍ଟାଣ୍ଡରୁ ରଥଯାତ୍ରା ଦେଖିବା ଲାଗି ବଡ଼ଦାଣ୍ଡକୁ ଆସିପାରିବେ, ସେଥିଲାଗି…
ଆଜି ଦଶମୂଳ ଲାଗିହେବେ ମହାପ୍ରଭୁ
ପୁରୀ ଅଫିସ,୨୯ା୬: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା। ଦଇତାପତିମାନେ ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବା ପାଇଁ ସେବା କରୁଛନ୍ତି। ଏକାଦଶୀରେ ମହାପ୍ରଭୁ ଲାଗିହେବେ ଦଶମୂଳ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ତେଣୁ ଶୁକ୍ରବାର ଶ୍ରୀମନ୍ଦିରର…
Archives


