ସାରଥିଙ୍କ ନିର୍ଦ୍ଦେଶରେ ରଥ ଚଳାନ୍ତି ଅଶ୍ୱ
ପୁରୀ ଅଫିସ,୨୬ା୬: ଅଖିଳ ବ୍ରହ୍ମାଣ୍ଡନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନିରଥ ନିର୍ମାଣ କରାଯାଏ। ପବିତ୍ର ଘୋଷଯାତ୍ରାରେ ଏହି ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ମଧ୍ୟରେ ବଡ଼ଦାଣ୍ଡର ବୁକୁ…
ଆଜି ରଥକୁ ଉଠିବ ଚଉଦ ନାହାକା କାଠ
ପୁରୀ ଅଫିସ,୨୬ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ପ୍ରଥମ ଭୂଇଁ ଖଞ୍ଜାଯାଇ ଛ’କାଠ ଉଠିବା ପରେ ଦ୍ୱିତୀୟ ଭୂଇଁଖଞ୍ଜା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ ଭୂଇଁ କାମ ସରି ତୃତୀୟ ଭୂଇଁଖଞ୍ଜା ଚାଲିଥିବା ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ…
ପ୍ରାଚୀ ଉପତ୍ୟକାରୁ ଶ୍ରୀକ୍ଷେତ୍ରକୁ ପଠାଗଲା ଫଳ: ଅଣସର ଘରେ ଲାଗିବ ଭୋଗ
କାକଟପୁର, ୨୫।୬(ଡି.ଏନ୍.ଏ.)-ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଶ୍ରୀକ୍ଷେତ୍ରର ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଦଇତାପତି ଏବଂ ପତିମହାପାତ୍ର ସେବକମାନେ ଗୁପ୍ତ ସେବାକରି ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବାରେ ଲାଗି ପଡ଼ିଛନ୍ତି। ଅଣସର ସମୟରେ ଶ୍ରୀଜୀଉମାନଙ୍କ ପାଖରେ ଫଳମୂଳ,…

