ରାଶିଫଳ: ରବିବାର, ଜାନୁୟାରୀ ୭ ତାରିଖ – Daily Horoscope
ମେଷ ଆଜିର କାମଟିକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। ଦ୍ୱିଜା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସାମୟିକ ମନ ହାଲୁକା ରହିବ। ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ୍ ହୋଇପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ,…
ରାଶିଫଳ: ଶନିବାର , ଜାନୁୟାରୀ ୬ ତାରିଖ – Daily Horoscope
ମେଷ ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ଯୁଆଡେ ଯାଆନ୍ତୁ ଖାଲିହାତରେ ଫେରିବେ ନାହିଁ। ଗୁରୁଙ୍କ ଦୃଷ୍ଟିରୁ କାର୍ଯ୍ୟସିଦ୍ଧି, ସନ୍ତାନଙ୍କ ଉନ୍ନତି ଏବଂ ଫଳପ୍ରଦ ଆଲୋଚନା ମଧ୍ୟ କରିପାରନ୍ତି। କୌଣସି କାମ ସକାଶେ ସକାଳୁ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଲାଭ…
ରାଶିଫଳ: ଶୁକ୍ରବାର , ଜାନୁୟାରୀ ୫ ତାରିଖ – Daily Horoscope
ମେଷ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା ଓ ନିରପେକ୍ଷ ନ୍ୟାୟ କରି ଚର୍ଚ୍ଚିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ସତ କିନ୍ତୁ ଏଥିପାଇଁ ବହୁତ ମେହେନତ କରିବାକୁ ପଡିପାରେ। ପ୍ରତ୍ୟେକ କଥାରେ ଅଯଥା…
ରାଶିଫଳ: ଗୁରୁବାର, ଜାନୁୟାରୀ ୪ ତାରିଖ – Daily Horoscope
ମେଷ ଧନାଧିପ ଧନସ୍ଥାନକୁ ଦେଖୁଥିବାରୁ ଦିନଟି ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ବକେୟା ଟଙ୍କା ଦେଉ ନ ଥିବା ଲୋକଟି ଘରକୁ ଆସି ଟଙ୍କା ଦେଇଯିବ। ଅଭାବ ଅସୁବିଧା ଦୂରୀକରଣରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…
ରାଶିଫଳ: ବୁଧବାର, ଜାନୁୟାରୀ ୩ ତାରିଖ – Daily Horoscope
ମେଷ ସପ୍ତମାଧିପତି ବଳହୀନ ଯୋଗୁ କର୍ମକ୍ଷେତ୍ରରେ ବିରୋଧୀ ପକ୍ଷ ଦୁର୍ବଳ ରହିବେ। ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଙ୍ଗଳ ଉଚ୍ଚାଂଶରେ ରହିଥିବାରୁ ଶାରୀରିକ ଅସୁସ୍ଥତା ଦୂରହେବ ଏବଂ ଆରୋଗ୍ୟଲାଭ କରିବେ। ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ବୁଝାମଣା…
ରାଶିଫଳ: ମଙ୍ଗଳବାର , ଜାନୁୟାରୀ ୨ ତାରିଖ – Daily Horoscope
ମେଷ କର୍ମକ୍ଷେତ୍ରରେ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ବୁଧ ସହ ଶୁକ୍ର ସଂଯୋଗରୁ ସନ୍ତାନ ସନ୍ତତିଙ୍କ ଯୋଗୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ବ୍ୟୟ ବୃଦ୍ଧିଜନିତ ଅର୍ଥସଙ୍କଟରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ମୁଖ୍ୟ…
ରାଶିଫଳ: ସୋମବାର, ଜାନୁୟାରୀ ୧ ତାରିଖ – Daily Horoscope
ମେଷ ନୂଆ ବର୍ଷର ପହିଲି ସକାଳରେ ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଏବଂ ଭାଗ୍ୟସ୍ଥ ମଙ୍ଗଳ ଯୋଗୁ ମନରେ ପ୍ରସନ୍ନତା ଭରିଯିବ। ଦ୍ୱାଦଶରେ ରାହୁ ଭ୍ରମଣ ସୁଯୋଗ, ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ମାନସିକ ସ୍ଥିତିକୁ ହଲ୍ଚଲ୍ କରିପାରେ। ବୁଧ ଓ ଶୁକ୍ର ଅର୍ଥଲାଭ,…
ରାଶିଫଳ: ରବିବାର, ଡିସେମ୍ବର ୩୧ ତାରିଖ – Daily Horoscope
ମେଷ ଚନ୍ଦ୍ର କେନ୍ଦ୍ରସ୍ଥ ଗୁରୁ ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଆଜିର ପ୍ରତ୍ୟୁଷ ଯାତ୍ରା, ମାଙ୍ଗଳିକ କାମ, ସୁନ୍ଦର ପାରିବାରିକ ଜୀବନ ଅତିବାହିତ କରିବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ…
ରାଶିଫଳ: ଶନିବାର, ଡିସେମ୍ବର ୩୦ ତାରିଖ – Daily Horoscope
ମେଷ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ବାଧ୍ୟବାଧକତାରେ ଘରର ବାକି କାମକୁ ସମ୍ପୂର୍ଣ୍ଣ କରିବେ। ପୂର୍ବ ସ୍ଥିରୀକୃତ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। କୃତ୍ତିକା ନକ୍ଷତ୍ର କିଛି…
ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୯ ତାରିଖ – Daily Horoscope
ମେଷ ପୂର୍ବରୁ ଯେଉଁ କାମଟିକୁ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ, ଆଜି ତାହା ଅନୁକୂଳ ବାତାବରଣରେ ସମ୍ପନ୍ନ ହେବ। ପ୍ରିୟ ବ୍ୟକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତିର ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇବେ। ପଦାଧିକାରୀଙ୍କ…
ରାଶିଫଳ: ଗୁରୁବାର, ଡିସେମ୍ବର ୨୮ ତାରିଖ – Daily Horoscope
ମେଷ ଆଜିର ଚନ୍ଦ୍ର ବୃହସ୍ପତିଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣରେ ସହାୟକ ହେବେ। ହିତୈଷୀଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ କର୍ମକ୍ଷେତ୍ର ଓ ପାରିବାରିକ ବ୍ୟତିକ୍ରମର ସମସ୍ୟାକୁ ସୁଧାରି ନେବେ। ଶାରୀରିକ ଓ ମାନସିକ ସୁସ୍ଥତା…
ରାଶିଫଳ: ବୁଧବାର, ଡିସେମ୍ବର ୨୭ ତାରିଖ – Daily Horoscope
ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୁଖ, ସୁବିଧା ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ସ୍ବଗୃହାଭିମୁଖୀ ଚତୁର୍ଥାଧିପତି କାରଣରୁ ସଭାସମିତିରେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭକରି ଉପକୃତ ହେବେ। ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ଆଜି ସଫଳତା ପାଇବେ। ରାଶ୍ୟାଧିପତି…
Archives


