ଟ୍ରମ୍ପ ସନାତନ ଧର୍ମର ସମର୍ଥକ, ଭାରତକୁ ବହୁତ ଭଲ ପାଆନ୍ତି: ବାବା ରାମଦେବ
ନୂଆଦିଲ୍ଲୀ,୮।୧୧: ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ କେତେକ ଦେଶରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ କେତେକ ଦେଶ ଖୁସି ବ୍ୟକ୍ତ କରୁଛନ୍ତି। ଟ୍ରମ୍ପଙ୍କ କ୍ଷମତାକୁ ଫେରିବାକୁ ଭାରତ ସ୍ବାଗତ କରିଛି। ଯୋଗ ଗୁରୁ ବାବା ରାମଦେବ ଟ୍ରମ୍ପଙ୍କୁ ତାଙ୍କ…
ଏଣିକି ପୁରୁଷ ଟେଲର ନେଇପାରିବେନି ମହିଳାଙ୍କ ଡ୍ରେସ୍ ମାପ, ସବୁ ଜିଲାରେ ନିର୍ଦ୍ଦେଶାବଳୀ ଜାରି
ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍ର ମାପ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ହିଁ…
ଅବସର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରଚୁଡ: ଏଣିକି କମିବ ଛୁଟିଦିନ ସଂଖ୍ୟା
ନୂଆଦିଲ୍ଲୀ,୮।୧୧: ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯାଇଥିବା ଦୀର୍ଘ ଗ୍ରୀଷ୍ମ ଛୁଟି ବିଷୟରେ ସବୁବେଳେ ପ୍ରଶ୍ନ ଉଠେ। ବର୍ତ୍ତମାନ ଏ ଗୁଡିକ ପରିବର୍ତ୍ତନ କରି, ଦୀର୍ଘ ଛୁଟିଗୁଡିକ ଆଂଶିକ ଛୁଟିରେ ପରିଣତ ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଛୁଟି ଦିନ ୯୦…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ। ଯାହା ପରେ ସେନା ଅଞ୍ଚଳରେ ରେସ୍କ୍ୟୁ ଅପରେଶନ ଚଳାଇଥିଲା। ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର କିଶ୍ଟୱାଡା ଗ୍ରାମ ପ୍ରତିରକ୍ଷା କମିଟିର ୨…
ବିଧାନସଭାରେ ଠେଲାପେଲା: ବିଧାୟକଙ୍କୁ ଘୋଷାଡି ନେଲେ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଫେରାଇ ଆଣିବା ପାଇଁ କେନ୍ଦ୍ରଶାଶସିତ ଅଞ୍ଚଳର ବିଧାନସଭାରେ ସଂକଳ୍ପନାମା ପାରିତ ହେବାର ଦିନକ ପରେ ଗୃହରେ ହାଇଡ୍ରାମା ଦେଖିବାକୁ ମିଳିଛି। ଆଜି ଗୃହରେ ପୁଣି ଥରେ ଏକ ବଡ଼…
ସଲମାନଙ୍କୁ ପୁଣି ହତ୍ୟା ଧମକ, ସାହସ ଅଛି ତ ବଞ୍ଚାଅ
ମୁମ୍ବାଇ,୮ା୧୧: ବଲିଉଡ୍ ଅଭିନେତା ତଥା ମୋଷ୍ଟ ବ୍ୟାଚଲର ସଲମାନ ଖାନ୍ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପୁଣି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍କୁ ଏପରି ଧମକପୂର୍ଣ୍ଣ ମେସେଜ୍ ଆସିଛି। ଏନେଇ ଓ୍ବାର୍ଲି…
ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା
ନୂଆଦିଲ୍ଲୀ,୮ା୧୧: ପୀଡ଼ିତା ଓ ଅଭିଯୁକ୍ତ ଆପୋଶ ବୁଝାମଣା ଜରିଆରେ ଏକ ଯୌନ ଉତ୍ପୀଡ଼ନ ମାମଲାକୁ ବନ୍ଦ କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ରାଜସ୍ଥାନର ଜଣେ ଶିକ୍ଷକଙ୍କ ବିରୋଧରେ ନିଜ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ…
ଟି-ଶାର୍ଟରେ ଲରେନ୍ସଙ୍କ ଫଟୋ: ଫ୍ଲିପ୍କାର୍ଟ ବିରୋଧରେ ମାମଲା
ମୁମ୍ବାଇ, ୮।୧୧: ମହାରାଷ୍ଟ୍ରର ସାଇବର ବିଭାଗ ଗୁରୁବାର ଫ୍ଲିପ୍କାର୍ଟ, ଅଲି ଏକ୍ସପ୍ରେସ, ଟିଶ୍ପର, ଏଟସି ଇଣ୍ଡିଆ ଆଦି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାମଲା ରୁଜୁ କରିଛି। ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଦାଉଦ ଇବ୍ରାହିମର ଫଟୋ ଥିବା ଟି-ଶାର୍ଟ…
ଶିବସେନା(ୟୁବିଟି) ଘୋଷଣା ପତ୍ରରେ ବଡ଼ ପ୍ରତିଶ୍ରୁତି
ମୁମ୍ବାଇ, ୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଶିବସେନା(ୟୁବିଟି) ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ନିଜ ବାସଭବନ ମତୋଶ୍ରୀରେ ଏହି ଘୋଷଣାପତ୍ର ଉନ୍ମୋଚନ କରିଛନ୍ତି। ତାଙ୍କ ଦଳ ସରକାରକୁ ଆସିଲେ ଧାରାବି ପ୍ରକଳ୍ପକୁ…
ବିକ୍ରି ହେବ ଜେଟ୍ ଏୟାରଓ୍ବେଜ୍ର ସମ୍ପତ୍ତି
ନୂଆଦିଲ୍ଲୀ, ୭।୧୧:ଏୟାର ଲାଇନ୍ କମ୍ପାନୀ ଜେଟ୍ ଏୟାରଓ୍ବେଜ୍କୁ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିଛି। ବନ୍ଦ ପଡ଼ି ରହିଥିବା ଏହି ଏୟାରଲାଇନ୍ର ସମ୍ପତିକୁ ବିକ୍ରି କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏହାସହ ଜେଟ୍ ଏୟାରଓ୍ବେଜ୍ ଏୟାରଲାଇନ୍ ଆଉ କେବେ ମଧ୍ୟ ଉଡ଼ାଣ…
ଦେବେନ୍ଦ୍ର ଫଡ଼ନଭିସ ଦେଖାଇଲେ ଏମିତି ଫାଇଲ ଡରିଗଲେ ଅଜିତ ପାଓ୍ବାର
ମୁମ୍ବାଇ,୭।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ଅଛି ବେଶ୍ ସରଗରମ। ଏବେ ଗୋଟିଏ ଦଳର ନେତାମାନେ ଅନ୍ୟ ଦଳର ନେତାଙ୍କ ଉପରେ ଅଭିଯୋଗ କରୁଛନ୍ତି। ଏହି ସମୟରେ ଏନସିପି (ଶରଦ ପାୱାର) ନେତା ସୁପ୍ରିୟା ସୁଲେ ତାଙ୍କ…
ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ ଉଠିଛି । ବର୍ତ୍ତମାନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ନିଜେ ଏହାର ଉତ୍ତର…
Archives


