ଜାତୀୟ

ଆମ୍ବଲାନ୍ସକୁ ରାସ୍ତା ନ ଛାଡିବା ପଡିଲା ମହଙ୍ଗା: କାର୍ ମାଲିକଙ୍କ ଉପରେ ଅଢେଇ ୨.୫ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲେ ସରକାର

କେରଳ,୧୭ା୧୧: ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଏକ କାର୍ ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଏଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ…

ଜେଲ ଯିବା ଅପେକ୍ଷା ଭାଜପାରେ ସାମିଲ ହୋଇଯିବା ଭଲ, କାହିଁକି ଏମିତି କହିଲେ ଭାଜପା ନେତା

ନୂଆଦିଲ୍ଲୀ,୧୭।୧୧: ରବିବାର ଆମ ଆଦମୀ ପାର୍ଟି (ଏଏପି)କୁ ଏକ ବଡ଼ ଝଟକା ଲାଗିଛି। ଭେଟେରାନ ଏଏପି ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇ ଏଏପି ସଂଯୋଜକ…

ଓଡ଼ିଶାର ପାଟପୁର ଥାନା ଭାରତରେ ଶ୍ରେଷ୍ଠ, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୧: ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ପୁରସ୍କାର। ଗଞ୍ଜାମ ଜିଲାର ପାଟପୁର ଥାନାକୁ ୨୦୨୪ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦେଶର ତିନୋଟି ସର୍ବୋତ୍ତମ ପୋଲିସ ଷ୍ଟେସନ ମଧ୍ୟରୁ ଗୋଟିଏ ଭାବରେ ମନୋନୀତ କରାଯାଇଛି। ନଭେମ୍ବର ୨୯…

ଏଏପିର କଟା ଘା’ରେ ଲାଗିଲା ମଲମ! ଏଏପିରେ ଯୋଗ ଦେଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଭାଜପା କିରାଡିର ବିଧାୟକ ଅନିଲ ଝାଙ୍କୁ ଏଏପିରେ ସାମିଲ କରିଛନ୍ତି। କିରାଡିରୁ ଟାଙ୍କୁ ଟିକେଟ ମିଳିପାରେ। ବର୍ତ୍ତମାନ ଏହି ଆସନରୁ ଏଏପିର ବିଧାୟକ ହେଉଛନ୍ତି ତ୍ରତୁରାଜ…

ଅବସର ପରେ ବି ରହିବେ ଟେନଶନ ଫ୍ରି, ଏବେଠୁ ମାସକୁ ପୋଷ୍ଟାଲରେ ୧୦୦୦ଟଙ୍କା ଜମା କଲେ ଏତିକି ଆସିବ ସୁଧ! ମାସ ଶେଷକୁ ମିଳିବ…

ନୂଆଦିଲ୍ଲୀ,୧୭।୧୧: ବିଶେଷଜ୍ଞମାନେ କହିଛନ୍ତି ଯେ ଦୀର୍ଘ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ନିୟମିତ ବିନିଯୋଗ କରିବା ଭଲ । ଆଜିର ବଜାରରେ ଅନେକ ପ୍ରକାରର ନିବେଶ ଅଛି । କିନ୍ତୁ ପ୍ରତ୍ୟେକ ଜିନିଷରେ ବିପଦ ଥାଏ । କିନ୍ତୁ…

ଭାଜପାରେ ମିଶିବେ କି କୈଳାସ ଗେହଲଟ୍‌, ବୀରେନ୍ଦ୍ର କହିଲେ ଏମିତି କିଛି…

ନୂଆଦିଲ୍ଲୀ,୧୭ା୧୧: ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ତଥା ବିଧାୟକ କୈଳାସ ଗେହଲଟ୍‌ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ତାଙ୍କ ଇସ୍ତଫା ଆମ୍‌ ଆଦ୍‌ମୀ ପାର୍ଟି ପାଇଁ ଏକ ବଡ଼ ଝଟ୍‌କା। ଦୁଇ ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ…

୪ ସଭା ରଦ୍ଦ କରି ନାଗପୁର ନ ଯାଇ ଦିଲ୍ଲୀ ପହଞ୍ଚିଲେ ଶାହା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବାତିଲ କରିଛନ୍ତି। ସେ ସମସ୍ତ ସଭାକୁ ବାତିଲ କରି ନାଗପୁର ଛାଡିଥିଲେ। ଗାଡଚିରୋଲି, ୱାର୍ଡ଼…

ଏଏପିକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କୈଳାଶ ଗେହଲୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। କେବଳ ଏତିକି ନୁହେଁ ସେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ଛାଡିଛନ୍ତି। ପୂର୍ବତନ…

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଶନିବାର ସକାଳ ୧୦ଟାରେ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି।…

ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ, କହିଲେ ନ୍ୟାୟ ଦେବା ବଦଳରେ…

ନୂଆଦିଲ୍ଲୀ,୧୭।୧୧: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଡି ଓ୍ବାଇ ଚନ୍ଦଚୂଡଙ୍କୁ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଚନ୍ଦ୍ରଚୂଡଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଚୂଡ ନ୍ୟାୟ ଦେବା ପରିବର୍ତ୍ତେ…

ମଣିପୁର ନା ଗୋଟିଏ ଥିଲା, ନା ଏହା ସୁରକ୍ଷିତ ଥିଲା, ହିଂସାକୁ ନଇ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୧: ମଣିପୁରରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ରାଜ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। ଏହା ପରେ ଶନିବାର ବିକ୍ଷୋଭକାରୀମାନେ ତିନିଜଣ ମନ୍ତ୍ରୀ ଏବଂ ୬ଜଣ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ,…

ହନୁମାନ ଚାଳିଶା ପଢିବା ପାଇଁ ହିନ୍ଦୁମାନଙ୍କୁ ମିଳୁ ଛୁଟି: ଆସାମ ମୁଖ୍ୟମନ୍ତ୍ରୀ

ଦିସ୍‌ପୁର,୧୭।୧୧: ସ୍କୁଲ ଶୁକ୍ରବାର ଛୁଟି କରିବା ପାଇଁ ପୁଣି ମୁଣ୍ଡ ଟେକିଲା ବିବାଦ। ଝାଡଖଣ୍ଡରେ ହେମନ୍ତ ସରକାର ଶୁକ୍ରବାର ମୁସଲମାନମାନଙ୍କୁ ସ୍କୁଲରେ ନମାଜ ପାଇଁ ଛୁଟି ଦେଉଛନ୍ତି। ତାହେଲେ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଇଁ ହିନ୍ଦୁମାନଙ୍କୁ ମଧ୍ୟ ଛୁଟି ଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri