Posted inଜାତୀୟ

‘ଅମିତ ଶାହାଙ୍କୁ ତୁରନ୍ତ ଗିରଫ କରାଯାଉ’, ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଜନତା ପାର୍ଟି ନେତ୍ରୀ ସ୍ମୃତି ଇରାନୀ ରବିବାର ଏକ ଖବରଦାତା ସମ୍ମିଳନୀ କରି ଆମ ଆଦମୀ ପାର୍ଟି (ଏଏପି) ଉପରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରିବାର ଅଭିଯୋଗ ଆଣିଛନ୍ତି। ଆମ ଆଦମୀ ପାର୍ଟିର ମୁଖପାତ୍ର ପ୍ରିୟଙ୍କା କକ୍କର ଏହାକୁ ଭାରତୀୟ ଜନତା ପାର୍ଟିର ଆତଙ୍କ ବୋଲି କହିଛନ୍ତି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କୁ ତୁରନ୍ତ ଗିରଫ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଅମିତ ଶାହଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହେବା ଉଚିତ୍‌ କାରଣ ସୀମା ସୁରକ୍ଷା ପାଇଁ ଦାୟିତ୍ୱ ତାଙ୍କ ପାଖରେ ଏବଂ ଏଥିରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହରଦୀପ ପୁରୀଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବା ଉଚିତ୍‌, କାରଣ ସେ ସାର୍ବଜନୀନ ଭାବରେ ୧୭ ଅଗଷ୍ଟ ୨୦୨୨ରେ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ କି ଦିଲ୍ଲୀର ବକରୱାଲା ଅଞ୍ଚଳରେ
ରୋହିଙ୍ଗ୍ୟାମାନଙ୍କୁ ବସତି କରାଯାଉଛି।

ଆଇଏଏନଏସ ସହିତ କଥାବାର୍ତ୍ତାରେ ସେ କହିଛନ୍ତି, ଦିଲ୍ଲୀରେ ପରାଜୟ ପାଇଁ ଭାଜପା ବିରକ୍ତ ମନେ ହେଉଛି ଏବଂ ସେଥିପାଇଁ ସେମାନେ ପୁଣି ଥରେ ଆମର ବିଧାୟକମାନଙ୍କ ବିରୋଧରେ ମିଥ୍ୟା ମାମଲା କରୁଛନ୍ତି। ନିର୍ବାଚନ ଯେତେ ପାଖେଇ ଆସୁଛି, ଭାଜପାର ଆଇଡି ଏବଂ ସିବିଆଇ ତଦନ୍ତ ମଧ୍ୟ ତୀବ୍ର ହେବ। ହେଲେ ଆମେ ଡରିବୁନି। ଭାଜପାର ଘୋଟାଲାର ପର୍ଦ୍ଦାଫାସ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦଳାଇଲାମଙ୍କ ଜୀବନପ୍ରତି ବିପଦ, ସୁରକ୍ଷା ବଢାଇଲେ ସରକାର

ନୂଆଦିଲ୍ଲୀ,୧୩।୨: ଗୁରୁବାର ଗୃହ ମନ୍ତ୍ରଣାଳୟ (MHA) ଗୋଇନ୍ଦା ସୂଚନା ପାଇ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍-ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା...

ବିହାର ନିର୍ବାଚନ ପୂର୍ବରୁ ମୋଦି କଲେ ବଡ଼ ଘୋଷଣା, NDA ର ମୁଖ୍ୟମନ୍ତ୍ରୀ ଚେହେରା ହେବେ…

ନୂଆଦିଲ୍ଲୀ,୧୩।୨: ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ...

Video: ଡ୍ରାଇଭିଂ ବେଳେ ଲାପ୍‌ଟପ୍‌ରେ କାମ କରିଲେ ମହିଳା, ଏପରି ପ୍ରତିକ୍ରିୟା ଦେଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ,୧୩।୨: ପୂର୍ବରୁ ବେଙ୍ଗାଲୁରୁ ଟ୍ରାଫିକରେ ଫସି ରହିଥିବା କର୍ମଜୀବିମାନେ ଅନଲାଇନ୍ ବୈଠକରେ ଯୋଗଦେବାର ଦେଖିଥିବେ। ଏବେ ବେଙ୍ଗାଲୁରୁର ଜଣେ ମହିଳା ସହରର ଟ୍ରାଫିକରେ ଗାଡ଼ି ଚଲାଇବା...

୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍‌ ହେଉଛନ୍ତି ବିଜ୍‌ନେସମ୍ୟାନ୍‌ ବାବା

ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି...

ମାସକୁ ଏତେଲକ୍ଷ ଦରମା ପାଆନ୍ତି Rahul Gandhi , ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅଛି ୬ଗୁଣା ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୧୩।୨: ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି Rahul Gandhi। ଉତ୍ତରପ୍ରଦେଶର ରାୟବରେଲିର ଏମପି ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ...

ବଦଳିଗଲା FASTag ନିୟମ, ଟୋଲ୍ ପ୍ଲାଜାରେ ରିଜେକ୍ଟ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୩।୨: FASTag ପାଇଁ NPCI ନୂଆ ନିୟମ ଜାରି କରିଛି। ଯାହା ୧୭ ଫେବୃଆରୀ ୨୦୨୫ ରୁ ଲାଗୁ ହେବ। ଏହି ନିୟମ FASTag ବାଲାନ୍ସ...

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ, ଜାଣନ୍ତୁ ଏହି ସମୟରେ କେଉଁମାନେ ଦିଅନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତ ପରେ ଏବେ ଆମେରିକାରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ “india 1” ପ୍ୟାରିସ...

‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri