ଜାତୀୟ

ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ

ମୁମ୍ବାଇ,୨୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେି ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ, ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ନିଜ ଗାଁକୁ ଫେରି ଆସିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ଦୂରତା କେବଳ ଭୌଗୋଳିକ ନୁହେଁ ବରଂ ରାଜନୈତିକ…

ସ୍ତ୍ରୀଙ୍କୁ ବାନ୍ଧି ଏସିଡ୍‌ ଢାଳିଲେ ସ୍ବାମୀ

କୋଟା, ୨୧ା୧: ରାଜସ୍ଥାନର କୋଟାସ୍ଥିତ ମହାବୀର ନଗର ଅଞ୍ଚଳରେ ସୁନୀତ ଦୀକ୍ଷିତ(୫୦) ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମମତା ଗୌଡ଼ଙ୍କୁ ରବିବାର ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ସୁନୀତ ମମତାଙ୍କ ଉପରେ ଏସିଡ୍‌…

ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ

ଥିରୁଭାନନ୍ତପୁରମ,୨୦ା୧: କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରୀଷ୍ଣା ୨ ବର୍ଷ ତଳେ ବୟଫ୍ରେଣ୍ଡ ଶାରୋନ ରାଜ୍‌ଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ସପ୍ତାହେ ତଳେ ଥିରୁଭାନନ୍ତପୁରମର…

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି

ଡେରାଡୁନ୍‌,୨୦।୧: ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍‌ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର କହିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଅତୁଲ ସୁଭାଷଙ୍କ ପୁଅ ରହିବେ ମା’ଙ୍କ ନିକଟରେ

ନୂଆଦିଲ୍ଲୀ,୨୦।୧: ସୋମବାର (ଜାନୁଆରୀ ୨୦, ୨୦୨୫) ସୁପ୍ରିମକୋର୍ଟ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାଆଙ୍କ ଦ୍ୱାରା ଦାୟର ଆବେଦନର ସମାଧାନ କରିଛନ୍ତି, ଯିଏ ତାଙ୍କ ପତ୍ନୀଙ୍କ ଦ୍ୱାରା ନିର୍ଯ୍ୟାତନା ଅଭିଯୋଗ କରି ଆତ୍ମହତ୍ୟା କରିଥିଲେ। ଅତୁଲଙ୍କ ମାଆ ଅଞ୍ଜୁ ଦେବୀ ଅତୁଲଙ୍କ ପୁଅର…

କାହିଁକି ସଞ୍ଜୟଙ୍କୁ ହେଲା ନାହିଁ ଫାଶୀ, ଜାଣନ୍ତୁ ଏହାର କାରଣ

କୋଲକାତା,୨୦।୧: କୋଲକାତାର ଆରଜି କର ବଳାତ୍କାର-ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସିବିଆଇ ଏହି ମାମଲାକୁ ‘ବିରଳରୁ ବିରଳ’ ବୋଲି କହି ମୃତ୍ୟୁଦଣ୍ଡ ଦାବି କରିଥିଲା। ସମସ୍ତ ପ୍ରକାରର ପ୍ରମାଣ ମଧ୍ୟ…

୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ପରେ ପୀଡ଼ିତା ପରିବାର କହିଲେ, ଟଙ୍କା ନୁହେଁ ଆମକୁ ନ୍ୟାୟ ଦରକାର

କୋଲକାତା,୨୦।୧: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ବଳାତ୍କାର ଏବଂ ହତ୍ୟା ମାମଲାରେ, କୋଲକାତା ସେସନ୍ସ କୋର୍ଟ ସୋମବାର (୨୦ ଜାନୁଆରୀ, ୨୦୨୫) ଶେଷରେ ଦୋଷୀ ସଞ୍ଜୟ ରାୟଙ୍କୁ ଦଣ୍ଡାଦେଶ ଶୁଣାଇଲେ। ସପୂର୍ଣ୍ଣ ୫୯ ଦିନ ପରେ ବିଚାରପତି ଏହି…

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: କୋର୍ଟ ଦେଲେ ବଡ଼ ରାୟ

ରାଞ୍ଚି,୨୦।୧:ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଛନ୍ତି। ମାମଲା ଶେଷ କରିବାକୁ ଦାବି କରି ଅଭିଯୋଗକାରୀଙ୍କୁ ଏକ ନୋଟିସ ଜାରି କରାଯାଇଛି। ୨୦୧୮ରେ, ଜଣେ ଭାଜପା…

କୋର୍ଟଙ୍କ ରାୟରେ ମୁଁ ସନ୍ତୁଷ୍ଟ ନୁହେଁ, କାହିଁକି ଏମିତି କହିଲେ ମମତା

କୋଲକାତା,୨୦।୧: କୋଲକାତାର ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି, କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ କୋର୍ଟର ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। ସେ କହିଥିଲେ, ଆମେ…

ମୁଁ ବିଷ୍ଣୁଙ୍କ ଅବତାର… ସମସ୍ତଙ୍କୁ ସୁଦର୍ଶନ ଚକ୍ରରେ କାଟିଦେବି: ଭାଇରାଲ୍‌ ହେଉଛି ଆଇଆଇଟି ବାବାଙ୍କ ଭିଡିଓ

ଲକ୍ଷ୍ନୌ,୨୦।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅନେକ ଜଣାଶୁଣା ବାବା ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଆଇଆଇଟି ବାବା ଓରଫ ଅଭୟ ସିଂହ ଗ୍ରେୱାଲ ଅନ୍ୟତମ। ଲୋକମାନେ ଦାବି କରିଛନ୍ତି, ଏହି…

ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ବଡ଼ ରାୟ ଶୁଣାଇଲେ କୋର୍ଟ: ଅଭିଯୁକ୍ତ ସଞ୍ଜୟଙ୍କୁ ଦିଆଯିବ ଏପରି ଦଣ୍ଡ

କୋଲକାତା,୨୦।୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମାମଲାରେ ସୋମବାର ଦଣ୍ଡ ଘୋଷଣା କରାଯାଇଛି। କୋର୍ଟ ତାଙ୍କ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଏବଂ ଅନ୍ୟମାନଙ୍କ ଚୂଡ଼ାନ୍ତ ବୟାନ ଶୁଣିବା ପରେ ଏହି…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ

ନୂଆଦିଲ୍ଲୀ,୨୦।୧: ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତେବେ ତାଙ୍କ ଶପଥ ଗ୍ରହଣ ପୂର୍ବରୁ, ଭାରତରେ ସୁନା ଦର ହ୍ରାସ ପାଇଛି। ୨୦ ଜାନୁଆରୀ, ୨୦୨୫ରେ ଦିଲ୍ଲୀରେ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?