Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍ଲାଇନ୍ ଜାରି କଲେ ସରକାର, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି ସରକାରୀ…
ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ
ହାଇଦ୍ରାବାଦ,୨୨।୨; ତେଲଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୮ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି। ନଗରକୁର୍ନୁଲ ଜିଲାର ଶ୍ରୀଶୈଲମ ଡ୍ୟାମ୍ ପଛ ପାର୍ଶ୍ୱରେ ଥିବା ଉକ୍ତ ଟନେଲ୍ର ଲିକ୍ ମରାମତି କରିବା…
Shashi Tharoor: କଂଗ୍ରେସ ପାଇଁ ଅଲୋଡା ହୋଇଗଲେ କି ଶଶି ଥରୁର, ରାହୁଲଙ୍କୁ କଲେ ଏମିତି ପ୍ରଶ୍ନ
ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଭିତରେ ଚାଲୁଥିବା ଆଲୋଚନାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଛି। ଏଥର ଦଳର ବରିଷ୍ଠ ନେତା ତଥା ଏମପି ଶଶି ଥରୁର ଏହାର ପୋଲ୍ ଖୋଲିଛନ୍ତି। ଯିଏ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କେବଳ ଦଳ ଭିତରେ ଏକାକୀ…
କିଏ ସେହି ଶକ୍ତିକାନ୍ତ ଦାସ, ଯିଏ ହେଲେ PM ମୋଦିଙ୍କ ପ୍ରଧାନ ସଚିବ-୨, PMOରେ କ’ଣ କରିବେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗଭର୍ଣ୍ଣର ପଦରୁ ଗତ ବର୍ଷ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ-୨ ଭାବରେ ନିଯୁକ୍ତ କରାଯାଇଛି। ଶନିବାର କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏହି ପଦବୀରେ ତାଙ୍କର…
ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ…
ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ…
ମୋଦି କୁହନ୍ତୁ ଆମେରିକାଠାରୁ ୨୧ ମିଲିୟନ ଡଲାର ନେଇଛନ୍ତି ନା ନାହିଁ? ରାଜନୀତି ହେଉଛି ସରଗରମ
ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା USAID ସମ୍ପର୍କରେ କରାଯାଇଥିବା ଦାବି ପରେ ଭାରତୀୟ ରାଜନୀତିରେ ଏକ ହଇଚଇ ସୃଷ୍ଟି ହୋଇଛି। ସଦ୍ୟତମ ଘଟଣାକ୍ରମରେ, କଂଗ୍ରେସ ନେତା ପବନ ଖେରା ଶନିବାର (୨୨ ଫେବୃଆରୀ, ୨୦୨୫) ଶାସକ ଦଳ ଭାରତୀୟ…
କେରଳରେ ପରିବାରର ୨ ସଦସ୍ୟଙ୍କ ସହ ଆତ୍ମହତ୍ୟା କଲେ ପ୍ରଥମ JPSC ଟପ୍ପର ତଥା ସିବିଆଇ ଅଭିଯୁକ୍ତ
କୋଚି,୨୨।୨: ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନ (JPSC) ପରୀକ୍ଷାର ପୂର୍ବତନ ଟପ୍ପର ଶାଲିନୀ ବିଜୟ, ତାଙ୍କ ଭାଇ ମନୀଷ ବିଜୟ ଯେ କି ଜଣେ IRS ଅଧିକାରୀ ଏବଂ ମାଆ ଶକୁନ୍ତଳାଙ୍କ ସହ କେରଳରେ ମୃତ ଅବସ୍ଥାରେ ମିଳିଛନ୍ତି। ପ୍ରଥମ ଜେପିଏସସି…
Shaktikanta Das: ପିଏମଓ କାର୍ଯ୍ୟାଳୟରେ ୨ ଓଡ଼ିଆ ଅଫିସର, ଓଡ଼ିଶା ପାଇଁ କ’ଣ ହେବ ଫାଇଦା
ଭୁବନେଶ୍ୱର,୨୨।୨:ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି। ପୂର୍ବତନ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର Shaktikanta Das ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ…
ମା’ ଗଙ୍ଗାଙ୍କ ‘ସିକ୍ୟୁରିଟି ଗାର୍ଡ’ କିଏ, କେମିତି ସବୁବେଳେ ରହୁଛି ସଫା? ବିଶେଷଜ୍ଞ କହିଲେ…
ପ୍ରୟାଗରାଜ,୨୨।୨: ଏପର୍ଯ୍ୟନ୍ତ, ପ୍ରୟାଗରାଜ ମହାକୁମ୍ଭରେ ୬୦କୋଟିରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗାରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଏହା ସତ୍ତ୍ୱେ, ଗଙ୍ଗା ଜଳ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ। ଗଙ୍ଗା ନଦୀର ଆଶ୍ଚର୍ଯ୍ୟଜନକ ଆତ୍ମ-ଶୁଦ୍ଧିକରଣ କ୍ଷମତା ଏହି ବିପଦକୁ ତୁରନ୍ତ ଏଡାଇ ଦିଏ। ଏହା ପଛରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ହେଲେ Shaktikanta Das
ନୂଆଦିଲ୍ଲୀ,୨୨।୨: Shaktikanta Dasଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି। Former RBI Governor Shaktikanta Das, appointed as Principal Secretary-2 to…
ଛୁଟି ଦିନରେ ବି ଆକ୍ସନ ମୋଡରେ ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୨।୨: କ୍ଷମତାକୁ ଆସିବା ପରେ, ଦିଲ୍ଲୀର ଭାଜପା ସରକାର ସାଧାରଣ କାର୍ଯ୍ୟରେ ସକ୍ରିୟ ହୋଇ ଉଠିଛି। ସରକାରଙ୍କ ପାଖରେ କିଛି କରିବାର ଆଗ୍ରହ ଅଛି। ଏହି ସଂକଳ୍ପ ସହିତ, ମୁଖ୍ୟମନ୍ତ୍ରୀଙ୍କ ସମେତ ସରକାର ଛୁଟି ଦିନରେ ମଧ୍ୟ କାମ କଲେ। ମୁଖ୍ୟମନ୍ତ୍ରୀ…
କର୍ନାଟକ ଦେବାଳିଆ ହୋଇ ନାହିଁ, ଭାଜପାର ଦାବିକୁ ଖଣ୍ଡନ କଲେ ସିଦ୍ଦାରାମାୟା
ବେଙ୍ଗାଲୁରୁ,୨୨।୨: ବିରୋଧୀଙ୍କ ଦ୍ୱାରା ଲଗାଯାଇଥିବା ଆର୍ଥିକ ସଙ୍କଟର ଅଭିଯୋଗକୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାଜପା ପକ୍ଷରୁ ଦାବି କରାଯାଇଥିଲା ଯେ ରାଜ୍ୟର ଆର୍ଥିକ ଅବସ୍ଥା ଭୁଶୁଡ଼ି ପଡ଼ିବା ଦ୍ୱାରରେ ପହଞ୍ଚିଛି ଏବଂ ସରକାରଙ୍କ ଅର୍ଥନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ…

