ଜାତୀୟ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଅନ୍ୟ ଦେଶର ମାମଲା। ଆବେଦନରେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ କୋର୍ଟ…

ଦିଲ୍ଲୀ ବିଧାନସଭାର ୩ ଦିନିଆ ଅଧିବେଶନ ଆରମ୍ଭ: ଶପଥ ନେଲେ କାମଚଳା ବାଚସ୍ପତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଭାଜପାର ନୂଆ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନ ୩ ଦିନ ଧରି ଚାଲିବ। ଅଧିବେଶନର ପ୍ରଥମ ଦିନରେ କାମଚଳା ବାଚସ୍ପତି ଭାବେ ଅରବିନ୍ଦର ସିଂ ଲଭଲି ଶପଥ ନେଇଛନ୍ତି।…

ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ/ଢାକା,୨୪।୨: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶକୁ ନିଷ୍ପତ୍ତି ନେବାକୁ ପଡିବ ଯେ ସେ ଭାରତ ସହିତ କି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁଛି। ଏହା ହୋଇପାରିବ ନାହିଁ ଯେ ଗୋଟିଏ ପଟେ ତୁମେ ଭଲ ସମ୍ପର୍କ…

ମାର୍ଚ୍ଚ ଆରମ୍ଭରେ ଅସହ୍ୟ ହେବ ଗରମ, ବଢୁଛି ତାପମାତ୍ରା, ଜାଣନ୍ତୁ କେଉଁଠି ହେବ ବର୍ଷା

ନୂଆଦିଲ୍ଲୀ,୨୪।୨: ଫେବୃଆରୀ ଶେଷ ସପ୍ତାହରୁ ବସନ୍ତ ପବନ ବହିବା ଆରମ୍ଭ କରିଛି। ସକାଳେ ଏବଂ ସାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଗରମ ଅନୁଭୂତ ହେଉଛି। ମାର୍ଚ୍ଚ ଆରମ୍ଭରୁ ପାଗରେ ପରିବର୍ତ୍ତନ ଦେଖିବାକୁ…

ସବୁ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୨(ପିଟି): ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ…

ଯନ୍ତ୍ରଣା ଉପଶମ ଔଷଧ ଉତ୍ପାଦନ, ରପ୍ତାନି ବନ୍ଦ ପାଇଁ ଡିସିଜିଆଇ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪।୨(ପି.ଟି.): ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧରେ ଅଣଅନୁମୋଦିତ କମ୍ବିିନେଶନ (ମିଶ୍ରଣ) ଯୋଗୁ ସେଠାରେ ଓପିଓଇଡ୍‌ ସଙ୍କଟ ବଢ଼ାଉଥିବା ଖବର ପ୍ରକାଶ ପାଇଥିଲା। ଫଳରେ ଟାପେଣ୍ଟାଡୋଲ୍‌ ଏବଂ କାରିସୋପ୍ରୋଡୋଲ୍‌ ଔଷଧର ସମସ୍ତ କମ୍ବିନେଶନର ଉତ୍ପାଦନ ଓ ରପ୍ତାନିକୁ…

୭ ପ୍ରକଳ୍ପରେ ୭୫୦ ନିୟୁତ ଡଲାର ବିନିଯୋଗ ହୋଇଛି

ନୂଆଦିଲ୍ଲୀ,୨୪।୨: ୟୁଏସ୍‌ଏଆଇଡି (ୟୁନାଇଟେଡ୍‌ ଷ୍ଟେଟ୍‌ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ) ପାଣ୍ଠିକୁ ନେଇ ରାଜନୈତିକ ବିବାଦ ଜୋର୍‌ ଧରିଛି। ଏହି ପାଣ୍ଠି ଭାରତର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବ୍ୟୟ ହେଉଥିଲା ବୋଲି ଅଭିଯୋଗ ଉଠିଛି। ତେବେ ମତଦାନ ହାର ବଢ଼ାଇବାକୁ…

୪ର୍ଥ ପର୍ଯ୍ୟାୟରେ ୧୨ ବେଆଇନ ପ୍ରବାସୀ ଫେରିଲେ

ନୂଆଦିଲ୍ଲୀ,୨୪।୨: ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ।…

USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୨: ଆମେରିକୀୟ USAID ପାଣ୍ଠିକୁ ନେଇ ଭାରତରେ ରାଜନୀତି ସରଗରମ ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି। ୭ଟି…

ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ପଠାପାରିବେ FIR, ଦେଶରେ ଏହି ରାଜ୍ୟରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ,୨୩।୨: ଦେଶରେ ପ୍ରଥମ ଥର ଇ-ଏଫଆଇଆର ପଞ୍ଚିକୃତ ହୋଇଛି। ଜମ୍ମୁ ଏବଂ କ୍‌ଶ୍ମିର ପୋଲିସ ହୱାଟସଆପ ମାଧ୍ୟମରେ ଦେଶର ପ୍ରଥମ ଇ-ଏଫଆଇଆର ପଞ୍ଜିକରଣ କରିଛି। ଏପର୍ଯ୍ୟନ୍ତ ଆପଣଙ୍କୁ FIR ପଞ୍ଜିକରଣ କରିବା ପାଇଁ ପୋଲିସ ଷ୍ଟେଶନ ଯିବାକୁ ପଡୁଥିଲା କିମ୍ବା ପୋଲିସ…

ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ…

Adani Group Tax Report: ଟିକସ ଦେବାରେ ଆଦାନୀ ଆଗରେ? ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୫୮,୧୦୪.୪ କୋଟି ଟଙ୍କା ଟିକସ ଦେଇଛନ୍ତି। ଯାହା ୨୦୨୩ ଆର୍ଥିକ ବର୍ଷରେ ୪୬,୬୧୦.୨ କୋଟି ଟଙ୍କା ତୁଳନାରେ ୨୪.୭ ପ୍ରତିଶତ ଅଧିକ। ନିsକଟରେ ଏକ ରିପୋର୍ଟରେ ଏନେଇ ଖୁଲାସା ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?