ଜାତୀୟ

Dhananjay Munde Resign: ସରପଞ୍ଚ ହତ୍ୟାକାଣ୍ଡ ମାମଲାରେ ଫସିଲେ କ୍ୟାବିନେଟ ମନ୍ତ୍ରୀ: ଶେଷରେ ଦେଲେ ଇସ୍ତଫା

ପୁଣେ,୪।୩: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଧନଞ୍ଜୟଙ୍କ ପିଏ ପ୍ରଶାନ୍ତ ଜୋଶୀ ଇସ୍ତଫାପତ୍ର ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବାସଭବନରେ ପହଞ୍ଚିଥିଲେ। ଫଡନବୀସ କହିଛନ୍ତି, ଧନଞ୍ଜୟ ମୋତେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ…

ମନ୍ତ୍ରୀପଦ ଛାଡିବେ ଧନଞ୍ଜୟ ମୁଣ୍ଡେ, ଇସ୍ତଫା ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ଫଡ୍‌ନଭିସ

ମୁମ୍ବାଇ,୪।୩: ଏନସିପି ଅଜିତ ପାୱାର ଦଳର ନେତା ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ ତାଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ବୀଡରେ ସରପଞ୍ଚ ସନ୍ତୋଷ ଦେଶମୁଖ…

ପ୍ରଥମ ସର୍ଭେ: ଭାରତର ନଦୀରେ ୬,୩୨୭ ଡଲ୍‌ଫିନ୍‌

ନୂଆଦିଲ୍ଲୀ,୪।୩: ଭାରତର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଧୁ ଆଦି ନଦୀଗୁଡ଼ିକରେ ମୋଟ ୬,୩୨୭ ଡଲ୍‌ଫିନ୍‌ ରହିଥିବା ସୋମବାର ପ୍ରକାଶିତ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଡଲ୍‌ଫିନ୍‌ ସଂଖ୍ୟା ଆକଳନ ଲାଗି ଏହା ଥିଲା ପ୍ରଥମ ସର୍ଭେ। ଅନନ୍ୟ ବୈଶିଷ୍ଟ୍ୟ ପାଇଁ ଜଣାଶୁଣା…

ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ

ନୂଆଦିଲ୍ଲୀ,୪।୩: କୋଭିଡ୍‌ ସମୟରେ ସାହାଜାଦି ଫେସ୍‌ବୁକ୍‌ ଜରିଆରେ ଉତ୍ତରପ୍ରଦେଶ ଆଗ୍ରାର ଉଜେର ନାମକ ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସୃଷ୍ଟି କରିଥିଲେ। ଉଜେର ନିଜକୁ ଜଣେ ସାମାଜିକକର୍ମୀ ତଥା ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ସମ୍ପର୍କୀୟ ଦୁବାଇରେ ରହୁଛନ୍ତି। ତେଣୁ…

ଟ୍ରମ୍ପ-ଜେଲେନସ୍କି ବିତର୍କ ଉପରେ ଜୟଶଙ୍କରଙ୍କ ବୟାନ-‘ବର୍ତ୍ତମାନ ବିଶ୍ୱ ସାଧାରଣ ଅପେକ୍ଷା ଅଧିକ ଆକର୍ଷଣୀୟ ଲାଗୁଛି’

ନୂଆଦିଲ୍ଲୀ,୩ା୩: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବେଲଜିୟମ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହି ବୈଠକକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଗସ୍ତ ଭାରତ-ବେଲଜିୟମ ଏବଂ ଭାରତ-ୟୁରୋପୀୟ ସଂଘ ସହଭାଗୀତାକୁ…

ରୋହିତ ଶର୍ମାଙ୍କୁ ‘ମୋଟା’ କହିବା ଉପରେ ପ୍ରବଳ ହଙ୍ଗାମା: ଭାଜପା କହିଲା ରାହୁଲ ଗାନ୍ଧୀ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ସକାଳ ଠାରୁ ଖବରର ଶିରୋନାମାରେ ଅଛନ୍ତି। ରବିବାର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ଶେଷ ଲିଗ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଖରାପ ଭାବରେ ପରାସ୍ତ କରିବା ପରେ ଏବେ ସେମିଫାଇନାଲରେ ଅଷ୍ଟ୍ରେଲିଆ…

ନ୍ୟାୟିକ ସେବାରେ ନିଯୁକ୍ତି, ଦୃଷ୍ଟିବାଧିତ ଅଯୋଗ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୩: ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ନିଯୁକ୍ତି ପ୍ରଦାନକୁ ମନା କରାଯାଇପାରିବ ନାହିଁ। କେବଳ ଦୃଷ୍ଟିବାଧିତ ନୁହନ୍ତି, ଯେକୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଭିନ୍ନକ୍ଷମତାକୁ ଆଳକରି ନ୍ୟାୟିକ ସେବାରେ ନିଯୁକ୍ତିରୁ ବାଦ୍‌ ଦିଆଯିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ସୋମବାର ଏକ…

ମାତୃଭାଷାକୁ ଅନାଦର କରୁଛନ୍ତି ରଶ୍ମିକା, ପାନେ ଦେବାକୁ କହିଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ, ୩।୩: କେନ୍ଦ୍ରମନ୍ତ୍ରୀ ରବି ଗାନିଗା ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବାକୁ ମନା କରିବା ଅଭିଯୋଗରେ ଅଭିନେତା ରଶ୍ମିକା ମନ୍ଧାନାଙ୍କୁ ସମାଲୋଚନା କରିଛନ୍ତି। କର୍ଣ୍ଣାଟକର ମାନ୍ଧ୍ୟା ନିର୍ବାଚନମଣ୍ଡଳୀର ବିଧାୟକ ପଚାରିଥିଲେ ଯେ ସେ ଯେଉଁ ଶିଳ୍ପରୁ ତାଙ୍କ କ୍ୟାରିଅର ଆରମ୍ଭ…

ଭଣଜାଙ୍କୁ ଦଳରୁ ତଡିଦେଲେ ମାୟାବତୀ

ଲକ୍ଷ୍ନୌ,୩।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀ ଭଣଜା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି। ବିଏସପି ସୁପ୍ରିମୋ ମାୟାବତୀ…

ଗ୍ରେନେଡ୍ ସହିତ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କବାଦୀ, ଟାର୍ଗେଟରେ ଥିଲା ରାମ ମନ୍ଦିର

ନୂଆଦିଲ୍ଲୀ,୩।୩: ଗୁଜୁରାଟ ଏଟିଏସ, କେନ୍ଦ୍ରୀୟ ଏଜେନ୍ସି ଏବଂ ଫରିଦାବାଦ ଏସଟିଏଫ ସହଯୋଗରେ, ହରିୟାଣାର ଫରିଦାବାଦରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କୀ ନିକଟରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ କିଛି ମୌଳିକ ସାମଗ୍ରୀ ଜବତ କରିଛି। ସୂତ୍ର ଅନୁଯାୟୀ, ରାମ…

Watch: ପୋଲିସ ଆଗରେ ଲାଇଭ୍‌ କଲେ ଆଇଆଇଟି ବାବା, ଭିଡ଼ିଓ କରି ମାଗିଲେ ସାହାଯ୍ୟ, କହିଲେ ମୋ ହୋଟେଲରେ…

ନୂଆଦିଲ୍ଲୀ,୩।୩: ମହାକୁମ୍ଭରୁ ଭାଇରାଲ ହୋଇଥିବା ଅଭୟ ସିଂହ ଓରଫ ଆଇଆଇଟି ବାବା ଜୟପୁରରେ ଥିଲା ବେଳେ ପୋଲିସ ତାଙ୍କ ରୁମ୍‌ରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଛି। ପ୍ରକୃତରେ ସେ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ପୋଲିସ…

ସୀମା ନିର୍ଦ୍ଧାରଣ ବିବାଦ ମଧ୍ୟରେ ତାମିଲ ଲୋକଙ୍କୁ ଏମିତି ପରାମର୍ଶ ଦେଲେ ଏମକେ ଷ୍ଟାଲିନ

ନୂଆଦିଲ୍ଲୀ,୩।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଲୋକମାନଙ୍କୁ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟର ସଫଳ ପରିବାର ନିୟୋଜନ ପଦକ୍ଷେପ ଏବେ ସେମାନଙ୍କୁ ଅସୁବିଧାରେ ପକାଇଛି ବୋଲି ସେ କହିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଜନସଂଖ୍ୟା-ଭିତ୍ତିକ ସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?