ଜାତୀୟ

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା ପାନୀୟ ଉତ୍ପାଦନରେ ଚିନ୍ତାଜନକ ପର୍ଦ୍ଦାଫାସ ହୋଇଛି। ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଅନେକ ଉତ୍ପାଦରେ…

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଭଳି ପ୍ରମୁଖ ପ୍ଲାଟଫର୍ମ ସମସ୍ୟା ଦେଇ ଗତି କରୁଛନ୍ତି। ରିପୋର୍ଟ…

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବି ଶ୍ୟାମ ପ୍ରସାଦ ରାପିଡୋର ମୂଳ କମ୍ପାନୀ…

iPhone 11 ପାଇଁ ୧୭ ବର୍ଷୀୟ ନାବାଳକକୁ ହତ୍ୟା କଲେ ଦୁଇସାଙ୍ଗ

ନୂଆଦିଲ୍ଲୀ,୨।୪: ପଟିଆଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ରାଜପୁରାର ରେଳ ଲାଇନରୁ ନବଜୋତ ନାମକ ଜଣେ ୧୭ ବର୍ଷୀୟ ନାବାଳକର ମୃତଦେହ ଦୁଇଟି ଭାଗରେ ଉଦ୍ଧାର କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ମୃତକଙ୍କୁ ତାଙ୍କ ନିଜ ବନ୍ଧୁ…

କିଏ ସେହି ପୁନମ ଗୁପ୍ତା, ଯିଏ ଥିଲେ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା, ଏବେ ହେବେ RBIର ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨।୪: RBIର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ଜଣେ ମହିଳା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତି ହୋଇଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ…

ଉପ ମୁଖ୍ୟମନ୍ତ୍ରୀଙ୍କୁ ଉପହାରରେ ମିଳିଲା ନୀଳ ଡ୍ରମ, କହିଲେ ଓଲଟା ଭାବନ୍ତୁ ନାହିଁ ଏହା ବହୁତ କାମରେ ଲାଗିବ

ଲକ୍ଷ୍ନୌ,୨।୪: ମଙ୍ଗଳବାର ରାତିରେ ଡକ୍ଟର ରାମ ମନୋହର ଲୋହିଆ ପାର୍କ ହସରେ ଗୁଞ୍ଜରିତ ହୋଇଥିଲା। ଏଠାରେ ରାଜନୀତିଠାରୁ ଆରମ୍ଭ କରି ସାମାଜିକ ପ୍ରସଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟ ଉପରେ ମଜାଦାର ବ୍ୟଙ୍ଗ ରଚନା କରାଯାଉଥିଲା। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ‘ବ୍ଲୁ ଡ୍ରମ’…

ମନି ଲଣ୍ଡରିଂ ମାମଲାରେ EDର ବଡ଼ ଆକ୍ସନ, ୧୫୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ୩୧ ମାର୍ଚ୍ଚ, ୨୦୨୫ରେ ମନି ଲଣ୍ଡରିଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଲକ୍ଷ୍ମୀ ପ୍ରିସିସନ ସ୍କ୍ରୁସ ପ୍ରାଇଭେଟ ଲିମିଟେଡର ୧୨ଟି ସ୍ଥାବର ସମ୍ପତ୍ତି ଜବତ କରିଛି। ଲିମିଟେଡ (ମେସର୍ସ ଲକ୍ଷ୍ମୀ ପ୍ରିସିସନ ସ୍କ୍ରୁସ ପ୍ରାଇଭେଟ…

Ghibli Style Artରୁ କେମିତି କମାଇବେ ଟଙ୍କା, ଟ୍ରିକ୍‌ ଜାଣି ନିଅନ୍ତୁ ଲାଭରେ ରହିବେ…

ଟ୍ରେଣ୍ଡରେ Ghibli Style Art। ସମସ୍ତେ ଏହି ଟ୍ରେଣ୍ଡ ଫଲୋ କରୁଛନ୍ତି। ସୋସିଆଲ ମିଡିଆରେ ଏହଭିଳି ଅନେକ ଫଟୋ ଘୂରି ବୁଲୁଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ଏଥିରୁ ଟଙ୍କା ମଧ୍ୟ ରୋଜଗାର କରିପାରିବେ? ଏଥିପାଇଁ ବେଶୀ କିଛି…

ବିଗିଡ଼ିଲା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଦିଲ୍ଲୀ ଯିବେ

ପାଟନା,୨।୪: ବିହାରରୁ ଏକ ବଡ଼ ଖବର ଆସୁଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି ପାଇବା ଯୋଗୁଁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଛି। ପାଟନାର ଡାକ୍ତରମାନେ ପରାମର୍ଶ ଦେଇଛନ୍ତି…

ହୋଇଗଲା ସ୍ଥିର! ନୂଆ ଓ୍ବାକଫ ବୋର୍ଡରେ ଶିୟା, ସୁନ୍ନିଙ୍କ ସହ ମହିଳା ବି ହେବେ ସାମିଲ

ନୂଆଦିଲ୍ଲୀ,୨।୪: ବୁଧବାର (୨ ଏପ୍ରିଲ) ଲୋକ ସଭାରେ ୱାକଫ ବିଲ ୨୦୨୪ ଉପସ୍ଥାପିତ ହୋଇଥିଲା। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ। ଏହି ବିଲ ଉପରେ ଆଲୋଚନା ପାଇଁ ୮ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। କିରେନ ରିଜିଜୁ…

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨।୪: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ କ’ଣ ଭରଣପୋଷଣ ପରିବର୍ତ୍ତନ କରାଯାଇପାରିବ? ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା…

ଏମିତି କ’ଣ କହିଲେ ଅଖିଳେଶ, ଏକାଥରେ ଠିଆ ହୋଇଗଲେ ଶାହା

ନୂଆଦିଲ୍ଲୀ,୨।୪: ଲୋକ ସଭାରେ ବୁଧବାର ୱାକଫ ସଂଶୋଧନ ବିଲ ଉପସ୍ଥାପିତ ହୋଇଛି। ଏହି ସମୟରେ କଂଗ୍ରେସ ଏକ ବିରାଟ ହଙ୍ଗାମା ସୃଷ୍ଟି କରିଥିଲା। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ପାଲଟା ଆକ୍ରମଣ କରିଥିଲେ, ଯେତେବେଳେ କେନ୍ଦ୍ର ମନ୍ତ୍ରୀ କିରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?