ଓ୍ବକଫ୍ ବିଲ୍ କେବଳ ଧ୍ରୁବୀକରଣକୁ ପ୍ରୋତ୍ସାହନ-ସମ୍ବିଧାନ ଉପରେ ଆକ୍ରମଣ ପାଇଁ: ସୋନିଆ
ନୂଆଦିଲ୍ଲୀ,୩।୪: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ୱକଫ୍ ସଂଶୋଧନ ବିଲ୍- ୨୦୨୪ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି । ଏହାକୁ ଗୁରୁବାର ରାଜ୍ୟ ସଭାରେ ଆଗତ କରାଯିବ। ଏହି ବିଲ୍କୁ ବଳପୂର୍ବକ ଗୃହୀତ କରାଯାଇଛି।…
ଟ୍ରମ୍ପଙ୍କ ନୂଆ ଟାରିଫ ଲିଷ୍ଟରେ ନାହିଁ ଋଷିଆ, ହେଲେ ଭାରତ ଉପରେ ଲାଗିଲା ୨୬%ର ଛାଟ, ଭିତିରିଆ ହୋଇଗଲା କି ବଡ଼ ଡିଲ୍!
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏକ ନୂଆ ଟାରିଫ ନୀତି ଘୋଷଣା କରିଛନ୍ତି। ଯେଉଁଥିରେ ୧୮୦ଟି ଦେଶ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଆମେରିକାର ଅନେକ ସହଯୋଗୀ ଦେଶ ମଧ୍ୟ ସାମିଲ ଅଛନ୍ତି।…
ପୁଣି କୃଷ୍ଣା ଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଜବାବ ଦେଲା ସେନା
ଇସଲାମାବାଦ,୩।୪: ସୁଧୁରୁନି ପାକିସ୍ତାନ। ପୁଣିଥରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରିଛି। ବୁଧବାର ବିଳମ୍ବିତ ରାତିରେ ପୁଞ୍ଚର କୃଷ୍ଣା ଘାଟି ସେକ୍ଟରରେ ଭାରତୀୟ ସେନାର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପୁଣି ଥରେ ଗୁଳି ଚାଳନା କରିଛି।…
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ହେବା ପରେ ସୁନା ଉପରେ ପଡିଲା ବଡ଼ ପ୍ରଭାବ, ୧୦ ଗ୍ରାମ ସୁନାର ମୂଲ୍ୟ ହେଲା…
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ନୂଆ ଟାରିଫ (ଆମଦାନୀ ଶୁଳ୍କ) ଯୋଗୁ ସୁନାର ମୂଲ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଟାରିଫ ଘୋଷଣା ପରେ ବିଶ୍ୱ ବଜାରରେ ଅନିଶ୍ଚିତତା ବୃଦ୍ଧି ପାଇଛି, ଯାହା ଫଳରେ…
ସଚିନ ପାଇଲଟଙ୍କୁ ନିଜର କ୍ରଶ୍ କହିଥିବା ମହିଳା ସରପଞ୍ଚ ଜଣଙ୍କ କିଏ? ରଖିଛନ୍ତି କେବଳ ଏତିକି ଇଚ୍ଛା
ନୂଆଦିଲ୍ଲୀ,୩।୪: କଂଗ୍ରେସ ଦଳର ନେତା ଏବଂ ଟୋଙ୍କ ବିଧାୟକ ସଚିନ ପାଇଲଟ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ସମାଜର ଅନ୍ୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦେଖାଯାଏ, କିନ୍ତୁ ସମ୍ପ୍ରତି ଜଣେ ହରିୟାଣାର ସରପଞ୍ଚ ତାଙ୍କର ପ୍ରଶଂସକ ଭାବେ ଚର୍ଚ୍ଚାକୁ…
ମୋଦିଙ୍କୁ ଭେଟିବାକୁ ବ୍ୟାକୁଳ ହେଲେଣି ୟୁନୁସ, ପୁଣି ଚିଠି ଲେଖି କହିଦେଲେ…
ଢାକା,୩।୪: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ, ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ବ୍ୟାକୁଳ। ସେ ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଚାହାଁନ୍ତି। ଉଭୟ ନେତା ଏଠାରେ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ୨୦୧୮ ପରେ…
Donald Trump tariffs: ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟ୍କା, ଭାରତ-ଚାଇନା ମିଶି କରିବେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣି ପାରସ୍ପରିକ ଶୁଳ୍କ (reciprocal tariff) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତ ଉପରେ ୨୬ ପ୍ରତିଶତ ଏବଂ ଚାଇନା ଉପରେ…
ଔଷଧ ଠାରୁ ଆରମ୍ଭ କରି ଷ୍ଟିଲ ଓ ଅଳଙ୍କାର ଯାଏ…ଆମେରିକାର ୨୬% ଟାରିଫ୍ରେ ଭାରତ ଉପରେ କ’ଣ ପଡିବ ପ୍ରଭାବ
ନୂଆଦିଲ୍ଲୀ, ୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ ଦେଶ ପାଇଁ ଟାରିଫ୍ ଘୋଷଣା କରିଛନ୍ତି । ଏହି ଟାରିଫ୍ ଅନୂଯାୟୀ ଭାରତ ସମେତ ବିଭିନ୍ନ ଦେଶ ଉପରେ ଏକ ନୂଆ ରିସିପ୍ରୋକାଲ ଟାରିଫ (ପାରସ୍ପରିକ ଶୁଳ୍କ) ଲାଗୁ କରାଯିବ। ଏହି…
ଆମେରିକାର ଟାରିଫ୍କୁ ଭାରତ କହିଲା ‘Mixed Bag’, ଟ୍ରମ୍ପଙ୍କ ଘୋଷଣା ପରେ ସରକାର କହିଦେଲେ ବଡ଼କଥା
ନୂଆଦିଲ୍ଲୀ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର କିଛି ଦେଶ ଉପରେ ଲାଗୁ ହେବାକୁ ଥିବା ପାରସ୍ପରିକ ଶୁଳ୍କ ପରିମାଣ ଘୋଷଣା କରିଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଛି। ଏନେଇ ଭାରତର ବାଣିଜ୍ୟ ମନ୍ତ୍ରଣାଳୟ…
ପୁରୁଷ ବନ୍ଧୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ… ଯୁବତୀଙ୍କୁ ପୀଡ଼ିତା ମନେକରିବା ଭୁଲ୍
ନୂଆଦିଲ୍ଲୀ,୩ା୪: ଶାରୀରିକ ସମ୍ପର୍କ ସ୍ଥାପନ ପରେ ଯୋଡ଼ିଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣୁଥିବା ଧାରାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜ ବିରୋଧରେ ବଳାତ୍କାର ମାମଲା ଖାରଜ ସକାଶେ ଜଣେ ପୁରୁଷଙ୍କ ପକ୍ଷରୁ ଦାଖଲ ଆବେଦନର…
Trump Tariffs: ଭାରତ ଉପରେ ୨୬% ରେସିପ୍ରୋକାଲ ଟାରିଫ ଲଗାଇଲା ଆମେରିକା
ନୂଆଦିଲ୍ଲୀ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ଆମଦାନୀ ଉପରେ ନୂଆ ପାରସ୍ପରିକ ବାଣିଜ୍ୟ ନୀତି ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତକୁ ୨୬% ଟାରିଫ ଦେବାକୁ ପଡ଼ିବ, ଯାହାକୁ ଟ୍ରମ୍ପ ରେସିପ୍ରୋକାଲ ଟାରିଫ (discounted) ବୋଲି କହିଛନ୍ତି। ସେହିପରି…
ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ
ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ ନିକଟରେ ଘଟିଛି। ଯେଉଁଠାରେ ଜାଗୁଆର ବିମାନ ଛିନଛତ୍ର ହୋଇ ସମଗ୍ର ଅଂଚଳରେ ପଡିଛି ଏବଂ…

