ଜାତୀୟ

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା। ସେବେଠାରୁ ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ମଣିପୁର ସମ୍ପର୍କରେ…

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ…

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ପ୍ରଶ୍ନ ଉଠିଛି। କିଛିଦିନ ପୂର୍ବରୁ ଆସିଥିବା ସମସ୍ତ ଏକଜିଟ ପୋଲ ମହାରାଷ୍ଟ୍ରରେ…

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ ଦିନ ପୂର୍ବରୁ ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଯାଇଥିବା…

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏହି ଶୁଣାଣି ସମୟରେ ବରିଷ୍ଠ ଓକିଲ ଗୋପାଳ…

ବିବାହ ଷ୍ଟେଜରେ ବନ୍ଧୁଙ୍କୁ ଉପହାର ଦେଉଥିବା ବେଳେ ହେଲା ହାର୍ଟ ଆଟାକ୍‌…, ଦେଖନ୍ତୁ ଭିଡିଓ

ହାଇଦରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘଟଣାହେଲା, ରାଜ୍ୟର ଏକ ସ୍ଥାନରେ ଏକ ବିବାହ ଚାଲିଥିଲା, ଯେତେବେଳେ ଜଣେ ଯୁବକ ବର ଏବଂ କନ୍ୟାକୁ ଅଭିନନ୍ଦନ ଜଣାଇବାକୁ ମଞ୍ଚକୁ ଯାଇଥିଲେ ଏବଂ ଏହି ସମୟରେ…

ମାଛଧରା ବୋଟ ସହିତ ମାଡ଼ ହେଲା ନୌସେନାର ବୁଡ଼ା ଜାହାଜ, ୨ ମତ୍ସ୍ୟଜୀବୀ ନିଖୋଜ

ଭୁବନେଶ୍ୱର,୨୨।୧୧:ଗୋଆ ଉପକୂଳ ନିକଟରେ ଏକ ଭାରତୀୟ ନୌସେନା ବୁଡ଼ାଜାହାଜ ଏକ ଭାରତୀୟ ମତ୍ସ୍ୟଜୀବୀ ଜାହାଜ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁଇ ଜାହାଜରେ ୧୩ ଜଣ ନାବିକ ଥିଲେ। ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।…

ମହଙ୍ଗା ପଡିଲା ଅଇଁଠା ଆଇସକ୍ରିମ ବିକିବା, ଜଣାପଡିବା ପରେ…

ଥିରୁଭାନନ୍ତପୁରମ,୨୨।୧୧: କେରଳର କୋଡୁଭାଲୀ ନିକଟ କିଜାକୋଥୁ ପଞ୍ଚାୟତରେ ଅବସ୍ଥିତ ଏକ ପପ୍ସିକଲ ଦୋକାନ ଆଇସ ମି ନିକଟରେ ଭାଇରାଲ ଭିଡିଓ ଯୋଗୁଁ ବିବାଦ ଘେରକୁ ଆସିଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ ଦୋକାନର ପପ୍ସିକଲ ନିର୍ମାତା ରାସିଦ ପ୍ୟାକ କରିବା ପୂର୍ବରୁ ପ୍ରତ୍ୟେକ…

ଏକଜିଟ ପୋଲ ହୋଇଯିବ ଭୁଲ୍‌! ଫଳାଫଳ ପୂର୍ବରୁ ଏହି ଆକଳନ କରିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଅର୍ଥାତ୍‌ ୨୩ ନଭେମ୍ବରରେ ଆସିବ। ସେହି ଦିନ ରାଜସ୍ଥାନ ଏବଂ ୟୁପିରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ମଧ୍ୟ ଆସୁଛି। ନିର୍ବାଚନର ଫଳାଫଳ ପୂର୍ବରୁ ଆସିଥିବା ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ମ୍ୟାଜିକ୍‌ ନମ୍ବର ନ ଛୁଇଁଲେ ବି ସରକାର ଗଢିବ ମହାୟୁତି! ଜାଣନ୍ତୁ ଭାଜପାର ପ୍ଲାନ୍‌ ବି…

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ନିର୍ବାଚନରେ ଭୋଟ ସରିଛି। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି। ନିର୍ବାଚନର ଫଳାଫଳ କାହା ସପକ୍ଷରେ ରହିବ ତାହା ଉପରେ ଦେଶର ନଜର ରହିଛି। ଏହି ସମୟରେ ଅନେକ ଏକଜିଟ ପୋଲ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲ ମହାୟୁତି…

ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ

ରାୟପୁର,୨୨।୧୧: ଛତିଶଗଡର ସୁକମା ଜିଲାର ଭେଜି ପୋଲିସ ଷ୍ଟେଶନ ପରିସରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ତିନୋଟି ସ୍ବୟଂଚାଳିତ ରାଇଫଲ…

ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଏକଜିଟ ପୋଲ ଶେଷ ହେବା ପରେ କଂଗ୍ରେସ ପାର୍ଟି ସତର୍କତାର ସହିତ ଆଗକୁ ବଢୁଥିବା ଦେଖାଯାଉଛି। କଂଗ୍ରେସ ପାର୍ଟିର ଏକଜିଟ ପୋଲକୁ ଦେଖି ଫଳାଫଳ ପରେ ବିଜେତା ପ୍ରାର୍ଥୀ ସ୍ଥିର କରିବାକୁ ଦଳ ଉଦ୍ୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri