ଜାତୀୟ

ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ

ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକଙ୍କ ନାମ ମଧ୍ୟ ସାମିଲ ଅଛିି। ଜଷ୍ଟିସ ହେମନ୍ତ ମୋଦି...

ଲୁଣ ମାରିବା କର୍ମଚାରୀଙ୍କ ସମସ୍ୟା ବଢାଉଛି ତାପମାତ୍ରା ବୃଦ୍ଧି, ଦେଖାଗଲାଣି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୧।୮: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିଶ୍ୱର ଗମ୍ଭୀର ସମସ୍ୟା ହୋଇ ଉଭା ହୋଇଛି। ଗ୍ଲୋବାଲ ଓ୍ବାର୍ମିଂ ଏବେ ଗ୍ଲୋବାଲ ବଏଲିଂର ରୂପ ନେଇଛି। ତାପମାତ୍ରା ବଢିବା ହେତୁ ତାମିଲନାଡୁର ଲୁଣ ମାରିବା କର୍ମଚାରୀଙ୍କ ବୃତ୍ତିଗତ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି।...

‘ନମସ୍କାର! ମୁଁ ନିଲମ୍ବିତ ଏମପି ରାଘବ ଚଢା’, ଏଏପି ନେତାଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ରାଜ୍ୟ ସଭା ଏମପି ରାଘବ ଚଢା ନିଲମ୍ବିତ ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଘବ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛନ୍ତି ଯେ ମୋର ଭୁଲ...

ମାନସିକ ସନ୍ତୁଳନ ହରାଇ ସାରିଛନ୍ତି ରାହୁଲ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୧୧।୮: ଅନାସ୍ଥା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର କମ୍‌ କିନ୍ତୁ ବିରୋଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ତେବେ ୨ଘଣ୍ଟା ୧୩ମିନିଟର ଭାଷଣକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏହାପରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କୁ...

ଶୀଘ୍ର ନାଇଜର ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୮: ତୁରନ୍ତ ନାଇଜର ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଇଜରରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। #WATCH | MEA spokesperson Arindam Bagchi says, “Government...

ତିନି ବର୍ଷରେ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ,୧୧।୮: ତିନି ବର୍ଷ ଧରି ଦାଖଲ ହୋଇଥିବା ରିପୋର୍ଟରୁ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ। ଏନେଇ ରିପୋର୍ଟ ପ୍ରକାଶ କରିଛି ସଂସଦୀୟ କମିଟି। ୨୦୧୯ ରୁ ୨୦୨୨ ମଧ୍ୟରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ)ର ଅଣ-ରେସିଡେଣ୍ଟ...

ମୌସୁମୀ ଅଧିବେଶନ ୨୦୨୩: ୪୪ଘଣ୍ଟା ୧୫ମିନିଟ ଚାଲିପାରିଛି ଗୃହକାର୍ଯ୍ୟ

ନୂଆଦିଲ୍ଲୀ,୧୧।୭: ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବଶେନ। ଲୋକସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଅଧିବେଶନର ଶେଷ ଦିନରେ ନିଜର ଅଭିଭାଷଣ ଗୃହରେ ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସବୁ ଦଳର ନେତା ତଥା ସାଂସଦମାନଙ୍କୁ ଅଧିବେଶନରେ...

ନ୍ୟୁଜ କ୍ଲିକ୍‌ ଷ୍ଟୁଡିଓକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୧।୮: ଦିଲ୍ଲୀ ହାଇକୋର୍ଟ ନ୍ୟୁଜ ପୋର୍ଟାଲ ‘ନ୍ୟୁଜ କ୍ଲିକ’ର ମାଲିକ ପିପିକେ ନ୍ୟୁଜ କ୍ଲିକ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ ତଥା ଏହାର ନିର୍ଦ୍ଦେଶକ ପ୍ରବୀର ପୁରକାୟାଙ୍କୁ ନୋଟିସ ଜାରି କରିଛି। କୋର୍ଟ ଇଡିର ଏକ ଯାଚିକା ଦ୍ୱାରା ନୋଟିସ ଜାରି...

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୧୭ ମାସ ପରେ ଜେଲରୁ ବାହାରିଲେ ନଓ୍ବାବ ମଲିକ

ନୂଆଦିଲ୍ଲୀ,୧୧।୮: ଶୁକ୍ରବାର ସୁପ୍ରିମକୋର୍ଟ ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଦୁଇ ମାସ ପାଇଁ ଜାମିନ୍‌ ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ହାଜର ହୋଇଥିବା...

ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ କେସିଆରଙ୍କ ଝିଅ

ହାଇଦ୍ରାବାଦ,୧୧।୮: ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କବିତା ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ଲଢିଥିଲେ। କିନ୍ତୁ ଭାଜପା ସାଂସଦ ଡି ଅରବିନ୍ଦଙ୍କ ଠାରୁ ହାରିଯାଇଥିଲେ।...

ମୋଦି ଡିଗ୍ରୀ ମାମଲାରେ କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି

ଅହମ୍ମଦାବାଦ,୧୧।୮: ଗୁଜରାଟ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଏପି ନେତା ସଞ୍ଜୟ ସିଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କ ଅପରାଧିକ ମାନହାନି ମକଦ୍ଦମା ମାମଲାରେ ଅନ୍ତରୀଣ...

ମଣିପୁର ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ କହିଲେ ପାର୍ଲାମେଣ୍ଟରେ ୨ ଘଣ୍ଟା ଉପହାସ କଲେ, ସେନା ୨ ଦିନରେ ପରିସ୍ଥିତିକୁ ସମ୍ଭାଳି ପାରିଥାଆନ୍ତେ

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଏକ ପ୍ରେସ କନଫରେନ୍ସର ଆୟୋଜନ କରିଛନ୍ତି। ସେ କହିଛନ୍ତିି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ୨ ଘଣ୍ଟା ୧୩ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ, ଯାହାର ଶେଷରେ ୨ ମିନିଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri