ଜାତୀୟ

ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯାଉ: କଂଗ୍ରେର ବଡ଼ ଦାବି

ନୂଆଦିଲ୍ଲୀ, ୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଶନିବାର କଂଗ୍ରେସ ପ୍ରସ୍ତାବ ଦେଇଛି। ୧୯୭୧ ଯୁଦ୍ଧ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ମନେ ପକାଇ ସରକାର ସବୁ ଦଳଙ୍କୁ ବିଶ୍ୱାସକୁ ନେବା ଆବଶ୍ୟକ…

ବଡ଼ ସୂଚନା ଦେଲେ ସରକାର, ଘୋର୍‌ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍‌ ସେନା

ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ସେନା ଘୋର୍‌ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ସେ କହିଛନ୍ତି, ଏନେଇ ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ। ପାକିସ୍ତାନ…

କଚ୍ଛ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ: ବ୍ଲାକ ଆଉଟ୍‌ ହେଲା ସହର

କଚ୍ଛ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଥିବା ବେଳେ ଗୁଜରାଟର କଚ୍ଛ ଆକାଶରେ ମଧ୍ୟ ଉଡ଼ିଛି ପାକିସ୍ତାନୀ ଡ୍ରୋନ। ଏନେଇ ଗୁଜରାଟ ଗୃହମନ୍ତ୍ରୀ…

ବର୍ଡରରେ ବଡ଼ ଆଟାକ୍‌ କଲା ପାକିସ୍ତାନ! ଭାରତରେ ବଡ଼ ବିସ୍ଫୋରଣ

ଜମ୍ମୁ,୧୦।୫: ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷା ସହ ଡ୍ରୋନ ଆକ୍ରମଣ । ଜମ୍ମୁକଶ୍ମୀରର ବିଭିନ୍ନ ସେକ୍ଟରରେ…

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ: ଓମାର ଅବଦୁଲ୍ଲା କହିଲେ…

କଶ୍ମୀର,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଛି। ଯୁଦ୍ଧବିରତି ଘୋଷଣାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। ଜାତୀୟ ଗଣମାଧ୍ୟମ…

ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ ପୁଣି ଆଟାକ୍‌ କଲା ପାକିସ୍ତାନ, କଶ୍ମୀରରେ ବଡ଼ ବିସ୍ଫୋରଣ

କଶ୍ମୀର,୧୦।୫: ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ପୁଣି ଥରେ ତାର ଅସଲ ଚେହେରା ଦେଖାଇଛି। ପାକ୍‌ ପୁଣି ଭାରତ ଉପରେ ଡ୍ରୋନ ଆଟାକ୍‌ କରିଛି। ପାକିସ୍ତାନ LOC ଉପରେ ପୁଣି ଗୁଳି ଚଳାଇଛି। ଯାହାର ଜବାବ ମଧ୍ୟ…

ଅସ୍ତ୍ରବିରତି ପରେ ବି ରକ୍ଷା ପାଇବନି ପାକିସ୍ତାନ, ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ ୧୦ ସଂଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନିଶ୍ଚିତ କରିଛି। ଭାରତ ଏବଂ ପାକିସ୍ତାନ…

ଯଦି ଅସ୍ତ୍ରବିରତି ପରେ ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ଦେବ କି କଡ଼ା ଜବାବ? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ଅଧୀନରେ ଭାରତର ଦ୍ରୁତ ଆକ୍ରମଣ ଯୋଗୁଁ, ପାକିସ୍ତାନକୁ 86 ଘଣ୍ଟା ମଧ୍ୟରେ ପଛକୁ ହଟାଇ ଦିଆଯାଇଛି। ଭାରତ ସୀମାରେ ସାମରିକ ଉତ୍ତେଜନା ସମାପ୍ତ କରିବା ପାଇଁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ, ଭାରତର…

ବୋମା ବିସ୍ଫୋରଣ, ଗୁଳିମାଡ଼ ଏବଂ ବିମାନ ଅପହରଣ…ଏହି ୬ ଆକ୍ରମଣକୁ ଏବେ ଯୁଦ୍ଧ ମାନିବ ଭାରତ

ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ସହିତ ଉତ୍ତେଜନାରେ ବିରାମ ଲାଗିଥିଲେ ହେଁ ଭାରତ ଆତଙ୍କବାଦ ବିରୋଧରେ ତାର ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏବେ ଆତଙ୍କବାଦ କାର୍ଯ୍ୟକଳାପକୁ ଯୁଦ୍ଧ ଭାବରେ ଦେଖାଯିବ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଆତଙ୍କବାଦୀ ଆକ୍ରମଣର ଜବାବ…

ପାଣିପାଗ ବିଭାଗର ବଡ଼ ଆକଳନ, କେରଳରେ ଶୀଘ୍ର ଛୁଇଁବ ମୌସୁମୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦।୫: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ପୂର୍ବନୁମାନ ସାମ୍‌ନାକୁ ଆସିଛି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁ ପାରେ ବୋଲି ପୂର୍ବନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ ରେ କେରଳ…

India Pakistan Ceasefire: ଅସ୍ତ୍ରବିରତି ଅର୍ଥ କ’ଣ? କାହିଁକି ହୁଏ ଅସ୍ତ୍ରବିରତି…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ, ସଂଧ୍ୟା ୬ଟାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ସେ କହିଛନ୍ତି-…

ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ: ଜୟଶଙ୍କର

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ବଡ଼ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏହି ଘୋଷଣା ପରେ ବିକ୍ରମ ମିଶ୍ରି ଏହି ସୂଚନା ଦେଇଥିଲେ। ଏପରିକି ଅସ୍ତ୍ରବିରତି ସହମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?