ଜାତୀୟ

ପିଏମ ଇନର୍ଟନଶିପ୍‌ ଯୋଜନାକୁ ନେଇ ବଡ଼ ଘୋଷଣା, ବୟସସୀମାରେ ହେଲା ବଡ଼ ପରିବର୍ତ୍ତନ, ମାସକୁ ମିଳିବ…

ନୂଆଦିଲ୍ଲୀ,୩।୧୨: ଉଦ୍‌ଘାଟନ ପୂର୍ବରୁ ସ୍ଥଗିତ ହେଲା ପିଏମ ଇନର୍ଟନଶିପ୍‌ ଯୋଜନା। ୫ ବର୍ଷରେ ୧ କୋଟି ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ ୫୦୦ କମ୍ପାନିରେ ଇନର୍ଟନଶିପ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ପିଏମ ଇନର୍ଟନଶିପ ଯୋଜନା । ଯୋଜନାର ପାଇଲଟ ପ୍ରୋଜେକ୍ଟରେ ୧.୨୫…

ମେଣ୍ଟକୁ ଶିନ୍ଦେ କହିଦେବେ ନମସ୍କାର! ଓଲଟିଗଲା ଆକଳନ…

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୧ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାୟୁତି ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ ସରକାର ଗଠନ ଲାଗି ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ନେତାଙ୍କ ଦୌଡ ଜାରି ରହିଛି। ଏହାର…

ଶିନ୍ଦେ ରଚିଲେ ଚକ୍ରବ୍ୟୁହ, ଫସିଯିବ ଭାଜପା!

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଶେଷରେ ମୁଣ୍ଡ ନୁଆଁଇଛନ୍ତି। ରେଜଲ୍ଟ ବାହାରିବାକୁ ୧୧ ଦିନ ବିତି…

ମହାରାଷ୍ଟ୍ରରେ ଚାଲିଛି ମୂଷା ବିଲେଇ ଖେଳ: ବିରୋଧୀ

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରକାଶ ଥାଉକି, ଏକ ସପ୍ତାହରୁ ଅଧିକ ସମୟ ହେବ ନିର୍ବାଚନ ଫଳାଫଳ ବାହାରକୁ ଆସିବା ପରେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇନାହିଁ।…

ବିଗିଡିଲା ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୧୨:ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଠାଣେର ଜୁପିଟର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯାଞ୍ଚ କରାଇ ନେବାକୁ ଡାକ୍ତରମାନେ ଶିନ୍ଦେଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଡବ୍ଲୁବିସି (ଧଳା ରକ୍ତ କଣିକା) ହ୍ରାସ ପାଇଛି।…

ପୁଣି ଧୋକା ଦେଲା ଗୁଗଲ୍‌ ମ୍ୟାପ୍‌: କେନାଲରେ ଖସିଲା କାର୍‌

ନୂଆଦିଲ୍ଲୀ,୩।୧୨: ଗୁଗଲ୍‌ ମ୍ୟାପରୁ ସ୍ଥାନ ଦେଖି ଭ୍ରମଣ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇଛି। କିଛି ଦିନ ପୂର୍ବରୁ ଅସମ୍ପୂର୍ଣ୍ଣ ବ୍ରିଜରୁ କାର ଖସିପଡି ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଉତ୍ତରପ୍ରଦେଶର ବରେଲି ଜିଲାରେ ଗୁଗଲ ମ୍ୟାପ ଯୋଗୁ ପୁଣି ଏକ ଦୁର୍ଘଟଣା…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ୟୁନୁସ ସରକାର: ହସିନା

ଢାକା/ନୂଆଦିଲ୍ଲୀ,୩।୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସା ଜାରି ରହିଛି। ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କ ଉପରେ ବହୁ ହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ, ଖୋଲାଖୋଲି କହିଦେଲେ ଭାଜପା ପର୍ଯ୍ୟବେକ୍ଷକ

ମୁମ୍ବାଇ,୩।୧୨: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ମଧ୍ୟରୁ ବିଜୟ ରୁପାନି (ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ) ସୋମବାର କହିଛନ୍ତି ଯେ ସହମତି ଭିତ୍ତିରେ ନେତା ବାଛିବା ପାଇଁ ଉଦ୍ୟମ କରାଯିବ। ସେ ଅନୁଭବ…

ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ଦେଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ,୩।୧୨: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ବି ସଂସଦ ବାହାରେ ବିରୋଧୀଙ୍କ ଏକ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ବିରୋଧୀ କ୍ରମାଗତ ଭାବରେ ଆଦାନୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି। କିନ୍ତୁ ସେପଟେ ବିରୋଧୀ…

ହୋଟେଲ ମାଲିକଙ୍କ ବଡ଼ ନିଷ୍ପତ୍ତି, ଏବେ ବାଂଲାଦେଶୀ ନାଗରିକଙ୍କୁ ରହିବା ପାଇଁ ମିଳିବନି ରୁମ୍‌

ଅଗରତାଲା,୩।୧୨: ସୋମବାର ଡିସେମ୍ବର ୨ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ ବାଂଲାଦେଶୀ ନାଗରିକଙ୍କୁ ରାଜ୍ୟର ହୋଟେଲରେ ରହିବାକୁ ଦିଆଯିବ ନାହିଁ। ସୂଚନାନୁସାରେ, ବାଂଲାଦେଶରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ…

ମାଡି ଆସୁଛି ଆଉ ଏକ ଭୟଙ୍କର ଭାଇରସ, ଗଲାଣି ୧୫ ଜଣଙ୍କ ଜୀବନ, ୧୭ ଦେଶରେ ଆଲର୍ଟ ଜାରି

ନୂଆଦିଲ୍ଲୀ,୩।୧୨: ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ଦୁନିଆରୁ ଶେଷ ହେବାର ନା ନେଉ ନଥିବା ବେଳେ ଏବେ ନୂଆ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଆଜିକାଲି ଆଫ୍ରିକୀୟ ଦେଶ ରୁୱାଣ୍ଡାରେ ମାରବର୍ଗ ଜୀବାଣୁ ମାଡିବାରେ ଲାଗିଛି ଏବଂ ଏହି କାରଣରୁ ୧୫ ଜଣଙ୍କର…

ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ୧୫ ଲକ୍ଷ ଋଣ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୩।୧୨: ଅର୍ଥ ଅଭାବ ହେତୁ ଛାତ୍ରୀଛାତ୍ର ନିଜର ସ୍ବପ୍ନ ପୂରଣ କରିପାରୁନାହାନ୍ତି। ଝାଡଖଣ୍ଡର ସରକାରଙ୍କ ଗୁରୁଜୀ କ୍ରେଡିଟ କାର୍ଡ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି, ଯାହା ଉଚ୍ଚଶିକ୍ଷା ପାଇବାରେ ରାଜ୍ୟର ଗରିବ ଛାତ୍ରମାନଙ୍କୁ ଅଧିକ ସୁବିଧା ଯୋଗାଇବ। ଏବେ ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri