ଜାତୀୟ

୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା

ମୁମ୍ବାଇ, ୨୭।୫: ସଅଳ ମୌସୁମୀ ସହ ଲଗାଣ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜନଜୀବନକୁ ପ୍ରଭାବିତ କରିଛି। ଚଳିତ ମାସରେ ମୁମ୍ବାଇରେ ହୋଇଥିବା ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ସୋମବାର ସହରର ଅନେକ ଅଞ୍ଚଳ…

୫ ମାସରେ ୧୫ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା: ବଢିଲା ଚିନ୍ତା

ଜୟପୁର,୨୭ା୫: ବିଭିନ୍ନ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ନିମନ୍ତେ ସାରା ଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ର କୋଚିଂ ହବ୍‌ ଭାବେ ପରିଚିତ ରାଜସ୍ଥାନର କୋଟା ସହରକୁ ଆସିଥାନ୍ତି। ତେବେ ପାଠପଢ଼ା ଚାପ ସହ ଅସଫଳ ହେବାର ଆଶଙ୍କା…

ଇସିଙ୍କ ବଡ଼ ଘୋଷଣା: ୮ ରାଜ୍ୟ ସଭା ଆସନ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୬ା୫: ରାଜ୍ୟ ସଭାର ୮ ସଦସ୍ୟଙ୍କ କାର୍ଯ୍ୟକାଳ ଆଗାମୀ ୨ ମାସରେ ଶେଷ ହେବାକୁ ଯାଉଥିବାରୁ ଜୁନ୍‌ ୧୯ରେ ଉକ୍ତ ଆସନ ପାଇଁ ନିର୍ବାଚନ କରାଯିବ ବୋଲି ସୋମବାର ନିର୍ବାଚନ କମିଶନ (ଇସି) ଘୋଷଣା କରିଛନ୍ତି। ଇସିଙ୍କ ସୂଚନା ଅନୁଯାୟୀ, ଜୁନ୍‌…

ପାକିସ୍ତାନର ବଡ଼ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇଥିଲା ଆମେରିକା, ଜୟଶଙ୍କର ସିଧା ଶୁଣାଇଦେଲେ ଚରମବାଣୀ

ନୂଆଦିଲ୍ଲୀ,୨୬ା୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ସଂସଦୀୟ ପରାମର୍ଶଦାଡା କମିଟିର ସଦସ୍ୟମାନଙ୍କୁ ପାକିସ୍ତାନ ସହ ସମ୍ପ୍ରତି ଉତ୍ତେଜନା ସମୟରେ ସରକାରଙ୍କ କୂଟନୀତିକ ଓ ସାମରିକ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ସୂତ୍ର ଅନୁଯାୟୀ, ଜୟଶଙ୍କର କମିଟିକୁ କହିଛନ୍ତି ଯେ ଉତ୍ତେଜନା…

ରୁଟି ଖାଅ, ଶାନ୍ତିରେ ରୁହ, ନହେଲେ ମୋର ଗୁଳି ଅଛି: ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୋଲା ଚେତାବନୀ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାକିସ୍ତାନ ଉପରେ ତୀବ୍ର ଆକ୍ରମଣ କରି ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦକୁ ରାଷ୍ଟ୍ରୀୟ ନୀତିର ଅସ୍ତ୍ର ଭାବେ ବ୍ୟବହାର କରୁଛି, ଏବଂ ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ଦୃଢ଼…

ସରକାରଙ୍କ କଡ଼ା ଆଭିମୁଖ୍ୟ: ଭୁଶୁଡୁଛି ମାଓବାଦୀଙ୍କ ଗଡ଼

ଭୁବନେଶ୍ୱର/ନୂଆଦିଲ୍ଲୀ,୨୬।୫: ମାଓବାଦୀ ବିରୋଧରେ ଭାରତର ଯୁଦ୍ଧ ନୂଆ ନୁହେଁ। ଦଶନ୍ଧି ଧରି ଦେଶର ଏକ ବଡ଼ ଅଂଶ ମାଓବାଦୀଙ୍କ ଆତଙ୍କର ଛାୟାରେ ରହିଛି। ହଜାର ହଜାର ନିରୀହ ସାଧାରଣ ନାଗରିକ, ସୁରକ୍ଷା କର୍ମୀ ଏବଂ ଜନପ୍ରତିନିଧି ମାଓବାଦୀଙ୍କ ଶିକାର ହୋଇଛନ୍ତି। ଏଭଳିସ୍ଥିତିରେ…

ଫସି ଫସି ଯାଉଛନ୍ତି ଜ୍ୟୋତି ମାଲହୋତ୍ରା, ହିସାର କୋର୍ଟଦେଲେ ବଡ଼ ନିଷ୍ପତ୍ତି

ହିସାର,୨୬।୫: ଜ୍ୟୋତି ମାଲହୋତ୍ରାଙ୍କୁ ହିସାର କୋର୍ଟ ୧୪ ଦିନର ନ୍ୟାୟିକ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ସୋମବାର (୨୬ ମେ’) ହିସାର ପୋଲିସ ତାଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା। ମୋଟାମୋଟି ଭାବରେ,…

ସାବିତ୍ରୀ ବ୍ରତରେ ମୁହଁ ଖୋଲିଲେ ଲାଲୁଙ୍କ ବୋହୂ, କହିଲେ ପୂରା ପରିବାର ଡ୍ରାମା କରୁଛନ୍ତି, ଡିଭୋର୍ସକୁ ନେଇ…

ପାଟନା,୨୬।୫: ଫେସବୁକରେ ନିଜର ୧୨ ବର୍ଷର ପୁରୁଣା ସମ୍ପର୍କକୁ ସାର୍ବଜନୀନ କରି ଲାଲୁ ପରିବାରକୁ ବଦନାମ କରିଥିବା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କୁ ଆରଜେଡିରୁ ଛଅ ବର୍ଷ ପାଇଁ ବହିଷ୍କାର କରାଯାଇଛି। ବିହାରର ପୂର୍ବତନ ମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ…

ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନରେ ମିଳିଥିଲା VIP ଚର୍ଚ୍ଚା: ସୁରକ୍ଷା ଦେଉଥିଲେ ୬ ବନ୍ଧୁକଧାରୀ ଯୁବକ

ନୂଆଦିଲ୍ଲୀ,୨୬।୫: ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା, ଯିଏ ପାକିସ୍ତାନ ପାଇଁ ଗୋଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଛନ୍ତି, ପାକିସ୍ତାନର ଲାହୋରରେ ଅନାରକଲୀ ବଜାରରେ ଘୂରୁଥିବା ସମୟରେ ତାଙ୍କୁ ଅତି କମରେ ଛଅ ଜଣ ଏକେ-47 ବନ୍ଧୁକ ଧରି ପହରା ଦେଉଥିଲେ। ଏହି ଦୃଶ୍ୟ…

ପଡ଼ୋଶୀ ଦେଶର ଦୁଃଖ ବୁଝିଲା ଭାରତ, ପୁଣିଥରେ ବଢାଇଲା ସହଯୋଗର ହାତ

ନୂଆଦିଲ୍ଲୀ,୨୬।୫: ଲୁଣ ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟରୁ ଗୋଟିଏ। ଭାରତରେ, ମହାତ୍ମା ଗାନ୍ଧୀ ଲୁଣ ପାଇଁ ଏକ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଥିଲେ। ଏବେ ଭାରତର ପଡ଼ୋଶୀ ଦେଶରେ ଲୁଣକୁ ନେଇ ସଙ୍କଟ ଦେଖାଦେଇଛି। ଚାରିପାଖରେ ଭାରତ ମହାସାଗର…

କେବଳ ଜ୍ୟୋତି ନୁହନ୍ତି ପୁଳାପୁଳା ଟଙ୍କା ଲୋଭରେ ପାକ୍‌-ସ୍ପାଏ ସାଜିଥିଲେ CRPF ଯବାନ: ଦେଉଥିଲେ ସମ୍ବେଦନଶୀଳ…

ନୂଆଦିଲ୍ଲୀ,୫,୨୬: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ପଡ଼ିଲା ମହଙ୍ଗା। ପାକ୍‌- ସ୍ପାଏ ନେଇ CRPF ଯବାନଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ଗିରଫ କରିଛି NIA। ସୂଚନାଯୋଗ୍ୟ, ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ CRPF ଯବାନଙ୍କୁ ଗିରଫ କରିଛି। ସେ…

ମୋଦିଙ୍କ ଆଗରେ ଏମିତି କଥା କହିଦେଲେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ମା’: ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଅପରେଶନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗସ୍ତ। ଏହି ସମୟ ମଧ୍ୟରେ, ସେ ଭଦୋଦରାରେ ଏକ ରୋଡ ଶୋ’ ମଧ୍ୟ କରିଥିଲେ। ଏଥିରେ କର୍ଣ୍ଣେଲ ସୋଫିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?