ଜାତୀୟ

Operation Sindoorର ୫ ମିନିଟ୍‌ ପରେ ପାକିସ୍ତାନକୁ ଫୋନ୍‌ କରିଥିଲା ଭାରତ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୬: ଭାରତର ଅପରେଶନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତ, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ…

କୋଟି କୋଟି ଟଙ୍କା ରୋଜଗାର କରୁଛ କିନ୍ତୁ….କମଲ ହାସନଙ୍କୁ କଡ଼ା ଭର୍ତ୍ସନା କଲେ ହାଇକୋର୍ଟ

ବେଙ୍ଗାଲୁରୁ,୩।୬: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦରେ ଅଭିନେତା କମଲ ହାସନଙ୍କୁ କର୍ନାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି,ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ। କମଲ ହାସନ କନ୍ନଡ ଏବଂ ତାମିଲ ଭାଷାକୁ ନେଇ ଏକ…

ଭାରତ-ରୁଷିଆ ବନ୍ଧୁତା ଦେଖି ରକ୍ତଚାଉଳ ଚୋବାଉଛି ଆମେରିକା: କହୁ କହୁ କହିଦେଲା ଏମିତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୬:ଭାରତ ଆମେରିକାକୁ ତା’ର ବନ୍ଧୁ ବୋଲି ମାନିଥିଲା, କିନ୍ତୁ ଏବେ ତା’ର ପ୍ରକୃତ ଚେହେରା ସାମ୍ନାକୁ ଆସୁଛି। ଆମେରିକାର ନିଜ ଅଧିକାରୀମାନେ ଭାରତ ବିରୋଧରେ ତା’ର ପ୍ରକୃତ ଚେହେରା ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକଙ୍କ…

ମାତ୍ର ୩୦ ମିନିଟରେ ଖେଳ ଶେଷ: ଭାରତକୁ ଚକ୍‌ମା ଦେଖାଇବାକୁ ତୁର୍କୀଠାରୁ ଏଭଳି ଜିତିଷ କିଣିବ ପାକିସ୍ତାନ

ଇସଲାମାବାଦ୍‌,୩।୬: ପାକିସ୍ତାନ ହୁଏତ ଦୁନିଆ ସାମ୍ନାରେ ଅପରେଶନ ସିନ୍ଦୂରରେ ଦମନକାରୀ ପରାଜୟକୁ ଗ୍ରହଣ କରିପାରିବ ନାହିଁ ଏବଂ ମିଥ୍ୟା ବିଜୟର ଉତ୍ସବ ପାଳନ କରି ଚାଲିଥିବ, କିନ୍ତୁ ଭିତରେ ଭିତରେ ସେ ଜାଣେ ଯେ ସେ କେତେ ବଡ଼ କ୍ଷତି ସହିଛି।…

ବ୍ରାଜିଲରେ ପାକିସ୍ତାନର କଥା ଉଠାଇ କାହିଁକି ‘ଆଇ ଆମ ସରି’ ବୋଲି କହିଲେ ଶଶି ଥରୁର, ଜାଣନ୍ତୁ…

ବ୍ରାସିଲିଆ/ନୂଆଦିଲ୍ଲୀ,୩।୬: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ରୋକିବାରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏମପି ଶଶି ଥରୁର ଚାଇନାକୁ କଡ଼ା ସମାଲୋଚନା କରିଛନ୍ତି। ଥରୁର ବର୍ତ୍ତମାନ ଏକ ସର୍ବଦଳୀୟ କୂଟନୈତିକ ପ୍ରତିନିଧି ଦଳ ସହିତ ବ୍ରାଜିଲ…

ପିଓକେରେ ବଢ଼ୁଛି ଉତ୍ତେଜନା

ନୂଆଦିଲ୍ଲୀ,୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଚାଇନା ଓ ପାକିସ୍ତାନକୁ ସଂଯୋଗ କରୁଥିବା ସିପିଇସି…

ଏନ୍‌ଇଇଟି-ପିଜି ସ୍ଥଗିତ: ଖୁବ୍‌ ଶୀଘ୍ର ଘୋଷଣା ହେବ ସାନି ତାରିଖ

ନୂଆଦିଲ୍ଲୀ,୩ା୬: ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର (ଏନ୍‌ଇଇଟି-ପିଜି)କୁ ସ୍ଥଗିତ ରଖାଯାଇଥିବା ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ଘୋଷଣା କରିଛି। ୨ଟି ଶିଫ୍ଟ ବଦଳରେ ଗୋଟିଏ ଶିଫ୍ଟରେ ଏନ୍‌ଇଇଟି-ପିଜି…

ଗେମିଂ ଆପ୍‌ରେ ୫ ଲକ୍ଷ ହରାଇ ଦମ୍ପତିଙ୍କ ଆତ୍ମହତ୍ୟା

କୋଟା, ୩।୬ (ପି.ଟି.): ଏକ ଅନ୍‌ଲାଇନ ଗେମିଂ ଆପ୍‌ରେ ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନର କୋଟା ଜିଲାରେ ଏକ ଦମ୍ପତି ହତାଶ ହୋଇ ରବିବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି। କୋଟାର ଖେଡ଼ା ରାମପୁର ଗ୍ରାମସ୍ଥିତ ନିଜ ଘରେ…

‘ଠଗ୍‌ ଲାଇଫ୍‌’ ରିଲିଜ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲ ହାସନ୍‌

ବେଙ୍ଗାଲୁରୁ, ୩।୬ (ପି.ଟି.): ଅଭିନେତା କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଠଗ୍‌ ଲାଇଫ୍‌’ ଆସନ୍ତା ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି। କର୍ନାଟକରେ ଏହି ଫିଲ୍ମକୁ ସୁରୁଖୁରୁରେ ମୁକ୍ତିଲାଭ କରିବାକୁ ଦିଆଯାଉ ଦାବିରେ କମଲ ସୋମବାର କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା…

ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ: ଆମିତାଭ କାନ୍ତ

ନୂଆଦିଲ୍ଲୀ,୨ା୬: ଭାରତର ଅର୍ଥନୀତି ଆଗାମୀ ବର୍ଷଗୁଡ଼ିକରେ ବଡ଼ ପରିମାଣରେ ବୃଦ୍ଧି ପାଇବାକୁ ଯାଉଛି। ଜି୨୦ ଶେର୍ପା ତଥା ପୂର୍ବତନ ନୀତି ଆୟୋଗ ସିଇଓ ଆମିତାଭ କାନ୍ତଙ୍କ ମତ ଅନୁସାରେ, ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ ବୋଲି…

ଭାରତରେ ବଢିବ EV ଉତ୍ପାଦନ: ନୂଆ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସରକାର, ଓଡ଼ିଶା ପାଇଁ ବଡ଼ ସୁଯୋଗ

ନୂଆଦିଲ୍ଲୀ,୨ା୬: ଭାରତ ସରକାର ସୋମବାର ଇଲେକ୍ଟ୍ରିକ ଭେଇକିଲ (ଇଭି) ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। “ଭାରତରେ ଇଲେକ୍ଟ୍ରିକ ପାସେଞ୍ଜର କାର ନିର୍ମାଣକୁ ପ୍ରୋତ୍ସାହନ ଦେବା ଯୋଜନା” (ଏସପିଏମଇପିସିଆଇ) ଅଧୀନରେ ଏହି ନୀତି ମାର୍ଚ୍ଚ ୧୫,…

ବିଦେଶରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧିମଣ୍ଡଳ, ଚିନ୍ତାରେ ବିରୋଧୀ

ନୂଆଦିଲ୍ଲୀ,୨ା୬: ଅପରେଶନ ସିନ୍ଦୁର ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଅବସ୍ଥାନକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ୩୩ଟି ଦେଶକୁ ପଠାଯାଇଥିବା ସର୍ବଦଳୀୟ ସାଂସଦୀୟ ପ୍ରତିନିଧିମଣ୍ଡଳ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?