ଜାତୀୟ

ସମଲିଙ୍ଗୀ ବିବାହ ଆଇନଗତ ନୁହେଁ, କିନ୍ତୁ ପରିବାର ଗଠନ କରିପାରିବେ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୫।୬: ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସମଲିଙ୍ଗୀ ବିବାହ ବର୍ତ୍ତମାନ ଭାରତରେ ଆଇନଗତ ଭାବେ ସ୍ୱୀକୃତ ନୁହେଁ, କିନ୍ତୁ ସମଲିଙ୍ଗୀ ଦମ୍ପତିମାନେ ପରିବାର ଗଠନ କରିବାରେ ସମର୍ଥ ହେବେ। ଏହି ରାୟ ଏକ ସମଲିଙ୍ଗୀ ଦମ୍ପତିଙ୍କ ଦ୍ୱାରା…

ମହୁଆ କାହାକୁ କହିଥିଲେ ରିଜେକ୍ଟେଡ ଲଭର? ଜାଣନ୍ତୁ ସେହି କଣ୍ଟ୍ରୋଭର୍ସି, ଯାହା ପାଇଁ ଚାଲି ଯାଇଥିଲା ଏମପି ପଦ, ଏବେ ବିବାହକୁ ନେଇ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସର ଫାୟାରବ୍ରାଣ୍ଡ ଏମପି ମହୁଆ ମୋଇତ୍ରା ଜର୍ମାନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ‘ଦି ଟେଲିଗ୍ରାଫ’ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଯଦିଓ ଏହି ବିବାହ…

କୋର୍ଟରେ ୨ କଏଦୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ମୃତ

ନୂଆଦିଲ୍ଲୀ,୫।୬: ଦିଲ୍ଲୀ ସାକେତ କୋର୍ଟରେ ଦୁଇ କଏଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିଲା। ସକାଳେ ଜେଲ ନମ୍ବର ୮ରେ ହାଜର ପାଇଁ କଏଦୀମାନଙ୍କୁ କୋର୍ଟ ଲକଅପକୁ ଅଣାଯାଇଥିଲା। ଏହି ସମୟରେ ଦୁଇ କଏଦୀଙ୍କ ମଧ୍ୟରେ…

କ’ଣ କଂଗ୍ରେସ ଛାଡ଼ିଦେବେ ଶଶି ଥରୁର? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୬: କଂଗ୍ରେସ ନେତା ଶଶି ଥରୁର ଗତ କିଛି ଦିନ ଧରି ଖବରରେ ଅଛନ୍ତି। କାରଣ କେନ୍ଦ୍ର ସରକାରଙ୍କ ‘ଅପରେଶନ ସିନ୍ଦୂର’ର ଜୟଗାନ ସେ ବିଦେଶରେ କରୁଥିବା ଯୋଗୁ ନିଜ ଦଳର ନେତାମାନେ ତାଙ୍କ ବିରୁଦ୍ଧରେ କଡ଼ା ବୟାନ ଦେଉଛନ୍ତି। ଏପରି…

ପିନାକୀ ନା ମହୁଆ: କିଏ ଅଧିକ ଧନୀ?

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ନେତା ତଥା ଏମପି ମହୁଆ ମୋଇତ୍ରା ବିଜୁ ଜନତା ଦଳ ନେତା ଏବଂ ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଉଭୟ ଜର୍ମାନୀରେ ଲୁଚିଲୁଚି ବିବାହ କରିଛନ୍ତି। ତାଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ…

ମହୁଆ ମୋଇତ୍ରାଙ୍କୁ ବିବାହ କଲେ ପିନାକୀ ମିଶ୍ର! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଆଜି ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର।…

ଜାଣନ୍ତି କି…ଜାତି ଜନଗଣନା ଦ୍ୱାରା କ’ଣ କ’ଣ ବଦଳିଯିବ? କାହିଁକି ଆବଶ୍ୟକ?ବିରୋଧରେ କରାଯାଏ…

ନୂଆଦିଲ୍ଲୀ,୫।୬: ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ…

ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍‌ ବୁକିଂ ପାଇଁ ଆଧାର ଯାଞ୍ଚ ଜରୁରୀ, ନଚେତ୍‌…

ନୂଆଦିଲ୍ଲୀ,୫ା୬: ଭାରତୀୟ ରେଳବାଇ ଖୁବ୍‌ଶୀଘ୍ର ତତ୍କାଳ ଟିକେଟ ବୁକିଂ ପାଇଁ ଇ-ଆଧାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହା ସହିତ ପ୍ରକୃତ ଯାତ୍ରୀମାନେ ଆବଶ୍ୟକତା ସମୟରେ ସହଜରେ ନିଶ୍ଚିତ ଟିକେଟ ପାଇପାରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।…

ଓଡ଼ିଶା ଆସିବେ ମୋଦି: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ସାମିଲ ହୋଇ…

ଭୁବନେଶ୍ୱର,୫ା୬: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସାମିଲ ହେବେ। ତେବେ ପ୍ରଧାନମନ୍ତ୍ରୀ ଜୁନ୍‌ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ…

ବିପଦ ଡାକୁଛି କୋଭିଡ୍‌ର ୪ ନୂଆ ଭାରିଆଣ୍ଟ: କେନ୍ଦ୍ର କହିଲା ପ୍ରସ୍ତୁତ ରୁହ…

ନୂଆଦିଲ୍ଲୀ,୫ା୬: ଅଦୃଶ୍ୟ ଭୂତାଣୁ କୋଭିଡ୍‌-୧୯ ପୁଣି କଡ଼ ଲେଉଟାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରସ୍ତୁତି ଚଳାଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍‌, ଭେଣ୍ଟିଲେଟର ଓ…

ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ଆଉ କାଳ ନ ହେଉ

ଘରଦ୍ୱାର, ରାସ୍ତାଘାଟ, ମାଟିପଥର, ଗଛଲତା, ପାହାଡ଼ପର୍ବତ, ନଦୀଝରଣା, ମଣିଷ, ପଶୁପକ୍ଷୀ ଓ ଜୀବାଣୁଭୂତାଣୁ – ଏମାନଙ୍କୁ ନେଇ ଆମ ‘ପରିବେଶ’ ଗଠିତ। କିନ୍ତୁ ପରିବେଶ କହିଲେ ଆମେ ବୁଝୁ ବାୟୁ-ପାଣି-ମାଟି (ବା-ପା-ମା)। ପିତାମାତା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ବାୟୁ-ପାଣି-ମାଟି ଆମକୁ…

ବେଙ୍ଗାଲୁରୁ ଦଳାଚକଟା ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: “ହୃଦୟ…”

ବେଙ୍ଗାଲୁରୁ,୪।୬: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଆଇପିଏଲ ଟାଇଟଲ ବିଜୟ ଉତ୍ସବ ସମୟରେ ଘଟିଥିବା ଏକ ଦଳାଚକଟା ଘଟଣାରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?