ଜାତୀୟ

ପଶ୍ଚିମବଙ୍ଗରେ ଇମାମ-ପୁରୋହିତଙ୍କର ବଢିବ ଦରମା

କୋଲକାତା,୨୨।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର ମସଜିଦରେ ଥିବା ଇମାମ ଓ ମନ୍ଦିରରେ ଥିବା ପୁରୋହିତଙ୍କ ଦରମା ବଢାଇବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇନଡୋର ଷ୍ଟାଡିୟମରେ ଇମାମ (ମୁସଲିମ...

ବଳାତ୍କାର ପରେ ପୀଡିତାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ ପକାଇବା ସାମ୍ବିଧାନିକ ଦର୍ଶନ ବିରୋଧ ଅଟେ। କୋର୍ଟ କହିଛନ୍ତି, ଏଭଳି ପରିସ୍ଥିତିରେ ଗର୍ଭଧାରଣ...

‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯଦି ଲୋକେ ମାସେ ଦୁଇମାସ ପିଆଜ ନ ଖାଇବେ ତେବେ...

ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ

ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କ...

ବିହାରରେ ହିଂସା: ମହାବୀର ଶୋଭାଯାତ୍ରା ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ, ୪ ପୋଲିସକର୍ମୀଙ୍କ ସମେତ ଅନେକେ ଆହତ

ବଗହା(ପଶ୍ଚିମ ଚମ୍ପାରନ),୨୨।୮: ନାଗ ପଞ୍ଚମୀ ଅବସରରେ ସୋମବାର ମଧ୍ୟାହ୍ନରେ ମହାବୀର ଶୋଭାଯାତ୍ରାକୁ ବନ୍ଦ କରିବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଓ ପଥରମାଡ ହୋଇଛି। ଏଥିରେ ୪ ପୋଲିସ କର୍ମୀଙ୍କ ସମେତ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି।...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ତିକ୍ତତାର ଖବର ଆସିଥାଏ। କିନ୍ତୁ ଏଥର ରକ୍ଷାବନ୍ଧନ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରେମ ଦେଖିବାକୁ ମିଳିବ। ପାକିସ୍ତାନର କମର ମୋହସିନ ଶେଖ ଅର୍ଥାତ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’

କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା ବାନାର୍ଜୀ) ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ କିନ୍ତୁ ଇଣ୍ଡିଆ ଆପଣଙ୍କ ସହ ନାହିଁ।...

ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ,ବିମାନର ଜରୁରୀ ଅବତରଣ ସତ୍ତ୍ୱେ ବଞ୍ଚିପାରିଲାନି ଜୀବନ

ମୁମ୍ବାଇ,୨୨।୮: ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୬୨ବର୍ଷୀୟ ଯାତ୍ରୀଙ୍କର ମଝି ଆକାଶରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ଯାତ୍ରୀ ଜଣଙ୍କ ରକ୍ତ ବାନ୍ତି କରିବା ପରେ ନାଗପୁରର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି...

ସୁରକ୍ଷାବାହିନୀକୁ ବଡ଼ ସଫଳତା: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ପୁଞ୍ଚର ବାଲାକୋଟ ସେକ୍ଟରରେ ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସତର୍କ ସୁରକ୍ଷା ବାହିନୀ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ...

ଅଗଷ୍ଟ ୨୩ରେ ବାଧା ଉପୁଜିଲେ ଅଗଷ୍ଟ ୨୭ରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୨୨।୪: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟ୍‌ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ସେଦିନର ସ୍ଥିତି ଯଦି ଅନୁକୂଳ ନ ରହେ ତେବେ ଏହାକୁ ୨୭ ତାରିଖରେ ସାନି ସଫ୍ଟ...

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶାର ଏକଲବ୍ୟ ସ୍କୁଲ୍‌ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧ା୮:ଓଡ଼ିଶା ସମେତ ୬ ରାଜ୍ୟର ଏକଲବ୍ୟ ମଡେଲ ଆବାସିକ ସ୍କୁଲ୍‌ (ଇଏମ୍‌ଆର୍‌ଏସ୍‌) ଛାତ୍ରୀଛାତ୍ର ମଙ୍ଗଳବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍‌ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏନ୍‌ଇଏସ୍‌ଟିଏସ୍‌ ପକ୍ଷରୁ ଏହି ଶିକ୍ଷା ଟୁର୍‌...

ଜୟଶଙ୍କରଙ୍କ ସମେତ ୯ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୨୨ା୮: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସମେତ ୯ ନବନିର୍ବାଚିତ ରାଜ୍ୟ ସଭା ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭବନ ରାଜ୍ୟ ସଭା ଚାମ୍ବରରେ ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ସେମାନଙ୍କୁ ଶପଥ ପାଠ କରାଇଥିଲେ। ଜୟଶଙ୍କର ଦ୍ୱିତୀୟ ଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri