ଜାତୀୟ

ଶୁଣାଣିବେଳେ ରାଗିଗଲେ SupremeCourt, କହିଲେ ସବୁ ଫାଇଲ ଫିଙ୍ଗିଦିଅ…

ନୂଆଦିଲ୍ଲୀ,୨୮।୨: ଶୁଣାଣି ସମୟରେ ରାଗିଗଲେ ସୁପ୍ରିମକୋର୍ଟ ବିଚାରପତି। ରାଗିକରି ଓକିଲଙ୍କୁ କହିଲେ ସବୁ ଫାଇଲ ଫିଙ୍ଗି ଦିଅ। ଏପରି ଘଟଣା ଆଜି ଦେଖିବାକୁ ମିଳିଛି ସୁପ୍ରିମକୋର୍ଟରେ। ଶୁଣାଣି ସମୟରେ ସୁପ୍ରିମକୋର୍ଟର ବିଚାରପତି ଅଭୟ ଏସ ଓକା କୋର୍ଟ ରୁମ ଭିତରେ ଓକିଲଙ୍କ…

ଟିଏମ୍‌ସିରେ ଫାଟ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଅଭିଷେକ

କୋଲକାତା,୨୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଭଟ୍ଟା ପକାଇଛନ୍ତି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ। କୋଲକାତାସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଦଳୀୟ ନେତାଙ୍କୁ ସମ୍ବୋଧିତ କରି ଟିଏମ୍‌ସି ସାଧାରଣ ସମ୍ପାଦକ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଉଡାଇ ଦେବାକୁ ଧମକ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସକୁ ଏକ ପାକିସ୍ତାନୀ ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି। ଅଧିକାରୀମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ଏକ ପାକିସ୍ତାନୀ…

ରାଜଧାନୀର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପୋଲିସଙ୍କୁ ବଡ଼ ବାର୍ତ୍ତା ଦେଲେ ଶାହା

ନୂଆଦିଲ୍ଲୀ,୨୮।୨: ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ରାଜ୍ୟ ଗୃହମନ୍ତ୍ରୀ ଆଶିଷ ସୁଦ, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଏବଂ…

“ଏହା ଶେଷ ସୁଯୋଗ”: ନିରସ୍ତ୍ରୀକରଣ ପାଇଁ ସମୟସୀମା ବୃଦ୍ଧି କଲେ ମଣିପୁର ରାଜ୍ୟପାଳ

ଇମ୍ଫାଲ, ୨୮ା୨: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଶୁକ୍ରବାର ଲୁଟ୍ ହୋଇଥିବା ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ପାଇଁ ଶେଷ ତାରିଖ ମାର୍ଚ୍ଚ ୬ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। “ସ୍ୱେଚ୍ଛାକୃତ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ପାଇଁ ସାତ…

ସମୁଦ୍ର ମଝିରେ ଲାଗିଲା ନିଆଁ, ଦେବଦୂତ ଭାବେ ପହଞ୍ଚିଲା ନୌସେନା, ଦେଖନ୍ତୁ ଭିଡିଓ

ରାୟଗଡ଼,୨୮।୨: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଅକ୍ଷୟ ଆଲିବାଗରେ, ରାକେଶ ଗାନଙ୍କ ଏକ ମାଛ ଧରିବା ଡଙ୍ଗାରେ ଭୋର ପ୍ରାୟ ୩-୪ଟା ସମୟରେ, ଉପକୂଳରୁ ୬-୭ ନଟିକାଲ ମାଇଲ ଦୂରରେ ନିଆଁ ଲାଗିଯାଇଥିଲା। ଏହି ଘଟଣା…

ଶେଷରେ ଜାଭେଦ ଅଖତରଙ୍କୁ କ୍ଷମା ମାଗିଲେ କଙ୍ଗନା; କୋର୍ଟ ବାହାରେ ହେଲା ସମାଧାନ:ଫଟୋ ପୋଷ୍ଟ କରି କହିଲେ ଏମିତି…

ବହୁ ବର୍ଷ ଧରି କୋର୍ଟରେ ଚାଲିଥିବା ମାମଲାରେ ଜାଭେଦ ଅଖତରଙ୍କୁ ଏକ ବଡ଼ ବିଜୟ ମିଳିଛି। ଜାଭେଦଙ୍କୁ ହୋଇଥିବା ଅସୁବିଧା ପାଇଁ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କ୍ଷମା ପ୍ରାର୍ଥନା କରିଛନ୍ତି। ୫ ବର୍ଷର ଆଇନଗତ ଲଢ଼େଇ ପରେ, କଙ୍ଗନା ଏବଂ ଜାଭେଦ…

ଇଏ କେଉଁ ଶୋ’ ରୁମ୍‌ ନୁହେଁ, ଜଣେ ଯୁବକ ଚୋରି କରିଥିବା ବାଇକ୍‌, କାମ କଲାନି ପୋଲିସ ମୁଣ୍ଡ

ଭୋପାଳ,୨୮ା୨: ଆନ୍ଧ୍ରପ୍ରଦେଶ ପୋଲିସ ଜଣେ ଚତୁର ଚୋରକୁ ଧରିଛି। ଯିଏ ତିନି ବର୍ଷ ମଧ୍ୟରେ ୧୦୦ଟି ବାଇକ୍‌ ଚୋରି କରିଥିଲେ। କେଆର ପୁରମ ପୋଲିସ ୧୦୦ଟି ବାଇକ୍‌ ଚୋରି କରିଥିବା ଜଣେ ଚୋରଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ…

ମୋ କଥାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି, ରାଜନୀତିର ଅନ୍ୟ ବିକଳ୍ପକୁ ନେଇ ଥରୁର କହିଲେ NO

ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମପି ଶଶି ଥରୁର ଗୁରୁବାର (୨୭ ଫେବୃଆରୀ, ୨୦୨୫) ଗଣମାଧ୍ୟମ ରିପୋର୍ଟକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅନ୍ୟ ରାଜନୈତିକ ବିକଳ୍ପ ଅନୁସନ୍ଧାନ କରୁଛନ୍ତି। ଶଶି ଥରୁର କହିଛନ୍ତି ଯେ ଏକ ସାକ୍ଷାତକାର ସମୟରେ ସେ…

ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା: ଭିଡିଓ କରି ଜୀବନ ହାରିଦେଲେ IT ମ୍ୟାନେଜର

ଆଗ୍ରା,୨୮।୨: ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା। ଯନ୍ତ୍ରଣା ସହି ନ ପାରି ଜୀବନ ହାରିଛନ୍ତି IT କମ୍ପାନୀ ମ୍ୟାନେଜର। ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା ପରେ ଏବେ ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ପୁଣି ଏଭଳି ଏକ ଘଟଣା। ଜଣେ…

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୪୭ ଶ୍ରମିକ ଫସି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ, ୨୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଏକ ହିମସ୍ଖଳନ ଘଟି ମାନା ଗାଁରେ ୫୭ ଜଣ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଛି। ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବଦ୍ରିନାଥ…

ଉତ୍ତମଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି

ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ବୋଲି କହିଛନ୍ତି। ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri