ଜାତୀୟ

ଏହି ବିପଜ୍ଜନକ ମିଶାଇଲ୍‌ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଏକ୍ସଟେଣ୍ଡେଡ୍‌ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରେସନ ହାଇପରସୋନିକ କ୍ରୁଜ ମିସାଇଲ (ET-LDHCM)’ର ସଫଳ ପରୀକ୍ଷଣ କରିଛି।…

ଭାରତକୁ ଧମକ ଦେଲା ଚାଇନା: ପାକିସ୍ତାନ ସହ ମିଶି ନେବ ପ୍ରତିଶୋଧ

ନୂଆଦିଲ୍ଲୀ,୧୬।୭: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନୀରିହ ନାଗରିକଙ୍କ ମୃତ୍ୟୁପରେ, ଭାରତ ୧୯୬୦ ମସିହାରୁ ବଳବତ୍ତର ଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ…

ରାଜଧାନୀର ୪ ନାମୀଦାମୀ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୬ା୭: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି। ଏଠାକାର ନାମୀଦାମୀ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି କରିଛି। ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର…

ଜାମୁକୋଳି ତୋଳିବା ବାହାନାରେ ୬ ବର୍ଷର ଝିଅଙ୍କୁ ଘରକୁ ଡାକିଲେ ଯୁବକ: ଆଉ ତା’ପରେ ଘଟିଗଲା

ଇଟାୱା,୧୬।୭: ଇଟାୱା ଜିଲାର ବାସରେହର ଥାନା ଅଞ୍ଚଳର ଏକ ଗାଁରେ ଜଣେ ୨୨ ବର୍ଷୀୟ ଯୁବକ ଜଣେ ଛଅ ବର୍ଷୀୟ ନିର୍ଦ୍ଦୋଷ ଝିଅକୁ ଜାମୁକୋଳି ତୋଳିବା ବାହାନାରେ ତାଙ୍କ ଘରକୁ ନେଇ ବଳାତ୍କାର କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତାଙ୍କ…

ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍‌ ସୂଚନା ଦେଲେ…

ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ ୫୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ। ଏହି ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ…

ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ୧୭ ପ୍ରକାର ଭାଷା ଶିଖିଥିଲେ, ହିନ୍ଦୀକୁ ନେଇ ଚନ୍ଦ୍ରବାବୁ ନାଇଡୁ କହିଲେ…

ଅମରାବତୀ,୧୬ା୭: ଭାଷାକୁ ନେଇ ସାରା ଦେଶରେ ବିବାଦ ଦେଖାଯାଉଛି। ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏବେ ଏହାକୁ ନେଇ ଏକ ବଡ଼ ହଙ୍ଗାମା ହୋଇଛି। ଏହି ବିବାଦ ଉପରେ ଚାଲିଥିବା ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବୟାନ ମଧ୍ୟ…

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ: କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ପ୍ରବଳ ହଟ୍ଟଗୋଳ ଆଶଙ୍କା

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେଉଛି। ଏହି ମୌସୁମୀ ଅଧିବେଶନରେ ସରକାର ଆଠଟି ନୂତନ ବିଲ ଆଗତ କରିବେ। ଏଥିରେ ମଣିପୁରରେ ରାଷ୍ଟ୍ରପତି ଶାସନ ସହିତ ଜଡିତ ଏକ ବିଲ ମଧ୍ୟ ଅନ୍ତର୍ଭୁକ୍ତ। ସରକାର ମଣିପୁରରେ ରାଷ୍ଟ୍ରପତି…

ମିତ୍ର ଦେଶମାନଙ୍କ ସହ ମିଶି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ଭାରତ, ଉଡ଼ିଲା ପାକିସ୍ତାନର ହୋସ!

ନୂଆଦିଲ୍ଲୀ/ଇସଲାମାବାଦ,୧୬।୭: ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡରେ ବିଶ୍ୱର ସର୍ବବୃହତ ସାମରିକ ଅଭ୍ୟାସ ଆରମ୍ଭ ହୋଇଛି। ଏହି ସମୟରେ ଅନେକ ଉନ୍ନତ ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧ ଅଭ୍ୟାସ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ମଧ୍ୟ ଏହି ଯୁଦ୍ଧ ଅଭ୍ୟାସର ଏକ ଅଂଶ। ଭାରତ ଏହାର…

ଲ୍ୟାଣ୍ଡିଂ କରିପାରିଲାନି ବିମାନ, ଆକାଶରେ ଫସିରହିଲା ୧୭୩ ଯାତ୍ରୀଙ୍କ ଜୀବନ, ପାଇଲଟ୍‌ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ପାଟନା,୧୬ା୭: ଦିଲ୍ଲୀରୁ ପାଟନା ଆସୁଥିବା ବିମାନ 6E 2482 ପାଟନା ବିମାନବନ୍ଦର ରନୱେରେ ସଠିକ୍ ଟଚ୍‌ ପଏଣ୍ଟ ପାଇ ନ ପାରି ଚାରିଥର ଆକାଶରେ ଚକ୍କର କାଟିବାକୁ ପଡ଼ିଲା। ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା,…

ବୃଦ୍ଧଙ୍କ ପେଟରୁ ବାହାରିଲା ବଲ: ଷ୍ଟୋନ୍‌ କି ଟ୍ୟୁମର ନୁହେଁ, ଏହି ବିରଳ ଜିନିଷ ବିଷୟରେ ଜାଣନ୍ତୁ

ଡେରାଡୁନ,୧୬।୭: ଉତ୍ତରାଖଣ୍ଡର ଡେରାଡୁନ ମେଡିକାଲ କଲେଜ ହସ୍ପିଟାଲରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅପରେଶନ ସମୟରେ ୭୮ ବର୍ଷୀୟ ରାମରାଜଙ୍କ ପେଟରୁ ଏକ ଅଣ୍ଡା ଭଳି ବଲ ବାହାର କରାଯାଇଥିଲା, ଯାହାର ଆକାର ପ୍ରାୟ ଆଠ ସେଣ୍ଟିମିଟର…

ଟ୍ରେଡ ଡିଲରେ ଆମେରିକା ଭାରତକୁ ପଠାଇବାକୁ ଚାହୁଁଥିଲା ଆମିଷ କ୍ଷୀର, ଗ୍ରହଣ କଲାନାହିଁ ଭାରତ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଛି, କିନ୍ତୁ ଏବେ ଏହି ପ୍ରସଙ୍ଗ ଅଟକି ରହିଥିବା ପରି ମନେ ହେଉଛି। ଇଣ୍ଡିଆ ଟୁଡେର ଏକ ଖବର ଅନୁଯାୟୀ, ଆମେରିକା ଭାରତକୁ ତା’ର…

ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ, କହିଲେ…

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?