ଜାତୀୟ

ଚ୍ୟାଲେଞ୍ଜ ବିନା ହାଇକୋର୍ଟ ଆଇନକୁ ଅଧିକାରାତୀତ ଘୋଷଣା କରିବା ଠିକ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୯ : ସୁପ୍ରିମକୋର୍ଟ କହିଛନ୍ତି ଆଇନର ବ୍ୟବସ୍ଥାକୁ ଖଣ୍ଡନ କରିବାକୁ କିମ୍ବା ଅଧିକାରାତୀତ ଘୋଷଣା କରିବାକୁ ହେଲେ ଏହି ନିୟମକୁ ଚ୍ୟାଲେଞ୍ଜ କରିବା ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କୋର୍ଟରେ ନିର୍ଦ୍ଦିଷ୍ଟ ନିବେଦନ କରାଯିବା ଆବଶ୍ୟକ। ଜଷ୍ଟିସ ଜେ.କେ...

ବାଘେଲ ସରକାରଙ୍କୁ ଶାହାଙ୍କ ଟାର୍ଗେଟ: ୩୬ ପ୍ରତିଶ୍ରୁତି ମଧ୍ୟରୁ ୧୯ ଏପର୍ଯ୍ୟନ୍ତ ହୋଇନି ପୂରଣ…

ରାୟପୁର,୨।୯ : ଛତିଶଗଡର ରାୟପୁରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ମୁଁ ତୁମ ସରକାରର...

ଇଣ୍ଡିଆ ସମନ୍ବୟ କମିଟି: ୧୩ ଜଣ ସଦସ୍ୟ ସାମିଲ…

ମୁମ୍ବାଇ,୨।୯ : ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା ପାଇଁ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ୨ ଦିନିଆ ବୈଠକ ଚାଲିଛି। ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ଚାଲିଥିବା ବୈଠକର ଦ୍ୱିତୀୟ ଦିନରେ ନେତାମାନେ...

ଚନ୍ଦ୍ରରେ ବିଜୟ ଓ ସୂର୍ଯ୍ୟ ନମସ୍କାର ପରେ ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସ-ରେ ପୋଲାରିମିଟର ସାଟେଲାଇଟ’

ବେଙ୍ଗାଲୁରୁ,୨।୯: ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ତେବେ ଆସନ୍ତା ବର୍ଷ ଗଗନାୟନ ମିଶନ ବିଷୟରେ ତ ଆମେ...

ଏକ ଦେଶ-ଏକ ନିର୍ବାଚନ ସପକ୍ଷରେ ଓ୍ବାଇଏସଆରସିପି ମହା ସଚିବ ବିଜୟସାଇ ରେଡ୍ଡୀ…

ହାଇଦ୍ରାବାଦ,୨।୯ : ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି (ଓ୍ବାଇଏସଆରସିପି ) ସାଧାରଣ ସଚିବ ଭି ବିଜୟସାଇ ରେଡ୍ଡୀ ଶନିବାର ଏକ ଦେଶ-ଏକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏହା ଦ୍ୱାରା ଦେଶର ହଜାର ହଜାର କୋଟି...

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି !…

କୋଲକାତା,୨।୯ : କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି। ଜୁଲାଇ ୧ ରୁ ମହଙ୍ଗା ଭତ୍ତା (ଡିଏ) ଏବଂ ପ୍ରିୟତା ରିଲିଫ (ଡିଆର) ରେ ଚାରି ପ୍ରତିଶତ ବୃଦ୍ଧି ପ୍ରାୟ...

‘ବହୁ ବିବାହ’ ଉପରେ ଲାଗିବ ପ୍ରତିବନ୍ଧକ, ୪୫ଦିନ ମଧ୍ୟରେ ଆସିବ ବିଲ୍‌

ନୂଆଦିଲ୍ଲୀ,୨।୯: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବହୁ ବିବାହ ପ୍ରଥା ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି। ବହୁ ବିବାହ ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଖୁବଶୀଘ୍ର ବିଲ ପ୍ରସ୍ତୁତ କରୁଛନ୍ତ ସରକାର। ଏ ବାବଦରେ ଜାରି କରାଯାଇଥିବା...

ନିଜ ମନ୍ତ୍ରୀମାନଙ୍କ ପାଇଁ ୩୩ଟି ଦାମୀ ଗାଡି କିଣିବେ ସିଦ୍ଧରମେୟା ସରକାର

ବେଙ୍ଗାଲୁରୁ,୨।୯: ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ନାଟକର ୭୫ ପ୍ରତିଶତ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବା ସହ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏପରି ସମୟରେ କର୍ନାଟକ ସରକାର ନିଜ ମନ୍ତ୍ରୀଙ୍କ ପାଇଁ ୩୩ଟି ବିଳାସପୂର୍ଣ୍ଣ...

ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ,୨।୯: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରାୟାନ ୩ମିଶନର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର୍‌ ବିକ୍ରମ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ...

ଦୁଇ ଦିନିଆ ଜାକର୍ତ୍ତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣ କ୍ରମେ ୨୦ତମ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୬ ଓ ୭ସେପ୍ଟେମ୍ବରରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ ବୋଲି ଜଣାପଡିଛି। ଶିଖର ସମ୍ମିଳନୀରେ ଭାରତ-ଏସିଆର ସମ୍ପର୍କର ଅଗ୍ରଗତି...

ଦେଶର ପ୍ରଥମ ସୋଲାର ମିଶନ ଲଞ୍ଚିଂ ସଫଳ, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ ୧ର ସଫଳ ଲଞ୍ଚିଂ ଅବସରରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର କହିଛନ୍ତି, PSLV XL ପୂର୍ବପରି ନିଜର କାର୍ଯ୍ୟ କରିସାରିଛି। ଏହାର ଏକ ସଠିକ ପଥ ଥିଲା ଏବଂ...

ବିନୟ ଶ୍ରୀବାସ୍ତବ ହତ୍ୟାକାଣ୍ଡ: କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ଉପରେ ଆର୍ମସ ଆକ୍ଟରେ ଏଫଆଇଆର

ଲକ୍ଷ୍ନୌ,୨।୯: ବିନୟ ଶ୍ରୀବାସ୍ତବ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀ କ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ବିରୋଧରେ ଆର୍ମସ ଆକ୍ଟ ଅନୁଯାୟୀ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ବିକାଶଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ସହିତ ବିନୟଙ୍କୁ ତାଙ୍କ ବନ୍ଧୁମାନେ ଗୁଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri