ଜାତୀୟ

ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ, ୪ ମାସ ତଳେ ହୋଇଥିଲେ ଯମଜ ସନ୍ତାନଙ୍କ ପିତା

ଡେରାଡୁନ,୧୫।୬: ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ପାଇଲଟ ରାଜବୀର ସିଂହ ପ୍ରାଣ ହରାଇଛନ୍ତି। ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା ପରେ ଅବସର ନେଇଥିଲେ। ସେ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଥିଲେ। ଏବେ ମୁଖ୍ୟମନ୍ତ୍ରୀ…

ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ

ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦେଇଛି। ସୌଦି ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ ଏହି…

ବିମାନ ଦୁର୍ଘଟଣାରେ କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ଏତେ ଟଙ୍କା ସହାୟତା ଘୋଷଣା କରି ହୃଦୟ ଜିତିଲା ଟାଟା ଗ୍ରୁପ

ଅହମଦାବାଦ,୧୫।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଜୁନ ୧୨ ତାରିଖରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ୨୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କେବଳ ବିମାନରେ ଥିବା ଯାତ୍ରୀ ନଥିଲେ ବରଂ ବାହାରେ ଥିବା…

ମୃତ ଯାତ୍ରୀଙ୍କ DNA ଟେଷ୍ଟ ପରେ ବଡ଼ ଖୁଲାସା! ଜଣାପଡିଲା ଦୁର୍ଘଟଣାର ବଡ଼ କାରଣ

ଅହମଦାବାଦ, ୧୫।୬: ଭାରତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୧୯ ଜଣଙ୍କ ମୃତଦେହର ଡିଏନଏ ମ୍ୟାଚ କରାଯାଇଛି। ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଡାକ୍ତର ଓ ଫରେନସିକ ବିଶେଷଜ୍ଞମାନେ ରକ୍ତ ନମୁନାରୁ ଡିଏନଏ ମିଳାଇବାରେ ଲାଗିଛନ୍ତି।…

ପୁଣିଥରେ ଭାଇରାଲ ହେଲେଣି ଭାଇରାଲ ଗର୍ଲ ମୋନାଲିସା,ରୋଜଗାରକୁ ନେଇ…

ମୁମ୍ବାଇ,୧୬।୫: ୨୦୨୫ର ମହାକୁମ୍ଭରେ ମାଳା ବିକ୍ରୟ କରିଥିବା ମୋନାଲିସା ଭୋଁସଲେ ଆଜି ଇଣ୍ଟରନେଟ ସେନସେସନ ପାଲଟିଛନ୍ତି। ମହାକୁମ୍ଭରୁ ଭାଇରାଲ ହେବା ପରେ ତାଙ୍କ ଭାଗ୍ୟ ଏତେ ଚମକି ଉଠିଲା ଯେ ତାଙ୍କ ପାଇଁ ଫିଲ୍ମ ଜଗତର ଦ୍ୱାର ଖୋଲିଗଲା। ସମ୍ପ୍ରତି ମୋନାଲିସା…

ଏଣିକି ଫ୍ଲାଇଟ୍‌ରେ ମହଙ୍ଗା ହେବ 11A ସିଟ୍‌! ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୫।୬:ଏବେ ଆପଣ ଭାବୁଥିବେ ବିମାନରେ ଯାତ୍ରା କରିବା ସମୟରେ 11A ସିଟ ସବୁଠାରୁ ସୁରକ୍ଷିତ, ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏୟାରଲାଇନ୍ସ ଏବେ ଏହି ସୁରକ୍ଷିତ ସିଟ୍‌କୁ ମହଙ୍ଗା ବିକଳ୍ପ ଭାବରେ ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସମ୍ପ୍ରତି,…

ରାଫେଲ ଖସାଇବାକୁ ନେଇ ଯେଉଁ ଦାବି କରିଥିଲା ପାକିସ୍ତାନ ଏବେ ଜଣାପଡ଼ିଲା ଏହାର ସତ

ଇସଲାମାବାଦ,୧୫।୬: ଅପରେଶନ ସିନ୍ଦୂର ଏବଂ ଏହା ପରେ ପାକିସ୍ତାନ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମିଛ ପ୍ରତିଦିନ ପ୍ରକାଶ ପାଉଛି। ପାକିସ୍ତାନ ଦାବି କରିଥିଲା ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ସେନା ଦୁଇଟି ରାଫେଲ ଯୁଦ୍ଧ ବିମାନକୁ ଖସାଇ…

ରହସ୍ୟମୟ 11A ସିଟ୍‌, ବଞ୍ଚିଯାଉଛି ଜୀବନ

ନୂଆଦିଲ୍ଲୀ,୧୫ା୬: ୩ ଦଶନ୍ଧି ଅନ୍ତରରେ ଘଟିଥିବା ୨ଟି ବିମାନ ଦୁର୍ଘଟଣାରେ ବଞ୍ଚତ୍ୟାଇଥିବା ୨ ଯାତ୍ରୀଙ୍କ ସିଟ୍‌ ନମ୍ବର ୧୧ଏ ରହିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣା ୧୯୯୮ରେ ଥାଇଲାଣ୍ଡରେ ଘଟିଥିବାବେଳେ ଦ୍ୱିତୀୟଟି ୨୦୨୫ ଜୁନ୍‌ ୧୨ରେ ଭାରତର ଅହମଦାବାଦରେ ଘଟିଛି। ଉଭୟ ଦୁର୍ଘଟଣାରେ…

ଆଉ ଏକ ବଡ଼ ଦୁର୍ଘଟଣା, କେଦାରନାଥରୁ ଆସୁଥିବା ହେଲିକପ୍ଟର ଧ୍ୱଂସ

ଡେରାଡୁନ,୧୫।୬: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ସକାଳେ କେଦାରନାଥ ମାର୍ଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ମୋଟ ପାଞ୍ଚ ଜଣ ଥିଲେ। ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। NDRF…

ବିମାନ ଦୁର୍ଘଟଣା: ଭିଡିଓ କରିଥିବା ନାବାଳକଙ୍କ ବୟାନ ରେକର୍ଡ

ଅହମଦାବାଦ,୧୪ା୬: ଅହମଦାବାଦ ବିମାନ ଦୁର୍ଘଟଣା ବେଳର ଭିଡିଓ ଶୁଟିଂ କରିଥିବା ଗୁଜରାଟର ୧୭ ବର୍ଷୀୟ ଆର୍ଯ୍ୟନ ନିଜ ଅଭିଜ୍ଞତା ସମ୍ପର୍କରେ ବୟାନ ରେକର୍ଡ କରାଇଛନ୍ତି। ମୋବାଇଲ୍‌ ଫୋନ୍‌ରେ ବିମାନ ଉଡ଼ାଣର ଭିଡିଓ କରିବା ତାଙ୍କର ଅଭ୍ୟାସ। ସେ ଅହମଦାବାଦ ଆସିଥିବା ବେଳେ…

ବିମାନ ଦୁର୍ଘଟଣାର ୨ଦିନ ପରେ ଅନୁକମ୍ପା ରାଶି ଘୋଷଣା କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୪।୬: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଶନିବାର ଅନୁକମ୍ପା ରାଶି ଘୋଷଣା କରିଛି। ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ X’ରେ ପୋଷ୍ଟରେ ପୋଷ୍ଟ କରି ଏୟାର…

୧୯ରେ ମହାକାଶକୁ ଯିବ ଆକ୍ସିଅମ୍‌-୪ ମିଶନ

ନୂଆଦିଲ୍ଲୀ,୧୪ା୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି। ସେମାନଙ୍କୁ ନେଇ ମହାକାଶ ଯିବାକୁ ଥିବା ଫାଲ୍‌କନ୍‌-୯ ରକେଟରେ ତରଳ ଅକ୍ସିଜେନ୍‌ ଲିକ୍‌ କାରଣରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri