ଜାତୀୟ

‘ପ୍ରଧାନମନ୍ତ୍ରୀ ଠିକ କରିଛନ୍ତି’ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସରକାରଙ୍କ ପକ୍ଷ ନେଲେ ମନମୋହନ

ନୂଆଦିଲ୍ଲୀ,୮।୯: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରୁଷିଆ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଶାନ୍ତି ପାଇଁ ଆବେଦନ କରୁଥିବାବେଳେ ଭାରତ ନିଜର ସାର୍ବଭୌମତ୍ୱ ଏବଂ ଅର୍ଥନୈତିକ ସ୍ବାର୍ଥକୁ ପ୍ରଥମ କରି ଠିକ କାର୍ଯ୍ୟ କରିଛି ବୋଲି...

ଆମେରିକାକୁ ୩୧ କିଲର ଡ୍ରୋନ୍‌ ମାଗିଲା ଭାରତ

ନୂଆଦିଲ୍ଲୀ,୮ା୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ଶୁକ୍ରବାର ଭାରତ ଆସୁଛନ୍ତି। ଆଜି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବୈଠକ ପୂର୍ବରୁ ଭାରତ ଆମେରିକା ସରକାରଙ୍କୁ ୩୧ଟି ସଶସ୍ତ୍ର...

ଭାଜପାର ଜନ ଆଶୀର୍ବାଦର ଜବାବ ଜନ ଆକ୍ରୋଶ ଯାତ୍ରାରେ ଦେବ କଂଗ୍ରେସ

ନୂଆଦିଲ୍ଲୀ,୮।୯: ମଧ୍ୟ ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନକୁ ୧୦୦ ଦିନରୁ କମ ସମୟ ବାକି ରହିଛି। ଏଠାରେ କ୍ଷମତା ପାଇଁ ସଂଗ୍ରାମ ମୁଖ୍ୟତଃ କଂଗ୍ରେସ ଏବଂ ଭାଜପା ମଧ୍ୟରେ ରହିଛି। ଉଭୟ ଦଳ ଭୋଟରଙ୍କୁ ନିଜ ଆଡକୁ କରିବାକୁ କୌଣସି...

ଜି -୨୦ ବେଳେ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ସୂଚନାନୁସାରେ, ଯେଉଁମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାସାମ୍ନି ଆଲୋଚନା କରିବେ ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର...

ଜି -୨୦ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦେବେ ଗୌଡାଙ୍କୁ ପଠାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୯ଏବଂ ୧୦ରେ ଜି -୨୦ଶିଖର ସମ୍ମିଳନୀ ଆୟୋଜନ ହେବା ନେଇ ଜାତୀୟ ରାଜଧାନୀକୁ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତି ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି।...

ମମତାଙ୍କୁ ରାଜ ଭବନ ଭିତରେ ବିରୋଧ କରିବାକୁ ନିମନ୍ତ୍ରଣ କଲେ ରାଜ୍ୟପାଳ

କୋଲକାତା,୮।୯: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଗୁରୁବାର ଦିନ ରାଜ ଭବନ ଭିତରେ କୌଣସି ବିରୋଧ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ସମ୍ମାନିତ ଅତିଥି’ ଭାବରେ ନିମନ୍ତ୍ରଣ କରିଛନ୍ତି। ନିକଟରେ ମମତା ବାନାର୍ଜୀ ରାଜଭବନ ବାହାରେ ବିଧାନସଭା ଦ୍ୱାରା...

ଜି -୨୦ ରାତ୍ରୀ ଭୋଜନରେ ସାମିଲ ହେବେନି ଖାର୍ଗେ

ନୂଆଦିଲ୍ଲୀ,୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇନାହିଁ। ରିପୋର୍ଟ ଅନୁଯାୟୀ ଖାର୍ଗେଙ୍କ କାର୍ଯ୍ୟାଳୟ ଏହା ନିଶ୍ଚିତ କରିଛି। ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ...

ଶିର ନାସ୍ତି ଶିରୋପୀଡ଼ା

ନୂଆଦିଲ୍ଲୀ,୮/୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବାଧିକ ଲୋକପ୍ରିୟ ନେତା। ଏଥିରେ ଦ୍ୱିମତ ନାହିଁ। କାରଣ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଗତ ଦଶନ୍ଧି ମଧ୍ୟରେ ଜିତିଆସିଥିବା ନିର୍ବାଚନଗୁଡ଼ିକରେ ମୋଦିଙ୍କ ଲୋକପ୍ରିୟତା ହିଁ ଗୈରିକ ଦଳର...

ଉପନିର୍ବାଚନ ଫଳାଫଳ: ଚାଲିଛି ଭୋଟ ଗଣନା, ୨ ଆସନରେ ଭାଜପା ଆଗରେ

ନୂଆଦିଲ୍ଲୀ,୮।୯: ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ। ଏଥିପାଇଁ ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି। ୟୁପିର ଘୋଷୀ ଆସନ ଏବଂ ବାଗେଶ୍ୱରରେ ଭାଜପା ପ୍ରାର୍ଥୀ ଆଗରେ ଅଛନ୍ତି। ଏହି...

ଜି-୨୦ ନୈଶ୍ୟଭୋଜିରେ ଯୋଗଦେବେ ନୀତୀଶ

ପାଟନା,୮।୯: ଜି-୨୦ରେ ଶକ୍ତିଶାଳୀ ରାଜ୍ୟ ମୁଖ୍ୟମାନଙ୍କୁ ସ୍ବାଗତ କରିବାକୁ ରାଜଧାନୀ ଦିଲ୍ଲୀ ପ୍ରସ୍ତୁତ। ୯ ଏବଂ ୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ମଞ୍ଚ ସ୍ଥିର ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ...

ଡିଏମକେକୁ ଚ୍ୟାଲେଞ୍ଜ୍‌ ଦେଲେ ଆନ୍ନାମଲାଇ

ନୂଆଦିଲ୍ଲୀ,୮।୯: ଭାରତୀୟ ଜନତା ପାର୍ଟି (ଭାଜପା) ତାମିଲନାଡୁର ୟୁନିଟ ସଭାପତି କେ ଆନ୍ନାମଲାଇ ଗୁରୁବାର ସନାତନ ଧର୍ମ ସପକ୍ଷରେ ବାହାରିଛନ୍ତି। ରାଜ୍ୟରେ ଶାସକ ଦ୍ରାବିଡା ମୁନେତ୍ରା କାଜଗାମ (ଡିଏମକେ) ଏକ ଜାତିବାଦୀ ଦଳ ଏବଂ ଏହାକୁ ରଦ୍ଦ କରାଯିବା ଉଚିତ।...

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ, ଯାହା ଆମକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri