ଜାତୀୟ

ଟ୍ରମ୍ପ ଦେଉଛନ୍ତି ଟାରିଫ ଧମକ: ମୁକାବିଲା ପାଇଁ ଏକାଠି ହେବେ ରୁଷିଆ, ଭାରତ, ଚାଇନା

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଗାମୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଚାଇନାର ତିଆନଜିନକୁ ଯାତ୍ରା କରିବେ। ୨୦୨୦ରେ ଗାଲୱାନ ଉପତ୍ୟକାରେ ଭାରତ-ଚାଇନା ସୈନ୍ୟ ମୁହାଁମୁହିଁ ପରେ…

ରୁଷିଆ ପରେ ଭାରତ ସହ ହାତ ମିଳାଇଲା ଏହି ଦେଶ, ଟେନଶନରେ ଆମେରିକା!

ନୂଆଦିଲ୍ଲୀ,୬।୮: ପୂର୍ବରୁ ରୁଷିଆ ଭାରତ ବିରୋଧରେ ଆମେରିକାର ଶୁଳ୍କକୁ ବିରୋଧ କରିଥିଲା। ଏବେ ରୁଷିଆ ପରି ଆଉ ଏକ ଦେଶ ଆଗକୁ ଆସିଛି, ଯାହା କେହି ଆଶା କରିନଥିଲେ। ସେହି ଦେଶ ଅନ୍ୟ କେହି ନୁହେଁ ବରଂ ବ୍ରାଜିଲ। ଯାହା ଭାରତ…

ଚାଇନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କ ଧମକ ପରେ ମୋଦିଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଗାମୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଚାଇନାର ତିଆନଜିନକୁ ଯାତ୍ରା କରିବେ। ୨୦୧୯ ପରେ ଏହା ହେବ ତାଙ୍କର ପ୍ରଥମ ଚାଇନା…

୧୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ଗର୍ଭପାତ ପରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ନୂଆଦିଲ୍ଲୀ,୬।୮: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୩୨ ବର୍ଷୀୟା ମହିଳା ମଧୁ ସିଂହଙ୍କ ମୃତଦେହ ତାଙ୍କ ଘରେ ମିଳିଛି। ମଧୁଙ୍କ ସ୍ୱାମୀ ଅନୁରାଗ ସିଂହ, ଯିଏ ଜଣେ ମର୍ଚାଣ୍ଟ ନେଭି ଅଫିସର, ଦାବି କରିଛନ୍ତି ଯେ ମଧୁ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ମଧୁଙ୍କ ପରିବାର…

ଭାଜପା ମୁଖପାତ୍ର ବମ୍ବେ ହାଇକୋର୍ଟ ବିଚାରପତି ନିଯୁକ୍ତ: ତେଜିଲା ରାଜନୀତି

ମୁମ୍ବାଇ,୬ା୮ :ଆଇନଜୀବୀ ଆରତୀ ସାଠେଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ନିଯୁକ୍ତ କରାଯାଇଛି। ତେବେ ପୂର୍ବରୁ ସେ ମହାରାଷ୍ଟ୍ର ଭାଜପାର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବାରୁ ବିଚାରପତି ଭାବେ ତାଙ୍କର ନିଯୁକ୍ତିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ନେତାମାନେ ଆରତୀଙ୍କ…

UPIର ନୂଆ ରେକର୍ଡ: ଗୋଟିଏ ଦିନରେ ୭୦ କୋଟି ଟଙ୍କା କାରବାର

ନୂଆଦିଲ୍ଲୀ,୬।୮: ଭାରତରେ UPIର ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଭାରତରେ ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। ୨୦୨୪ ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ ୩୪୧.୨ ନିୟୁତ ଥିଲା, କିନ୍ତୁ ଭାରତରେ, ୨…

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୬।୮: ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନି ମାମଲାରେ ଜାମିନ ମିଳିଛି। ଝାଡ଼ଖଣ୍ଡର ଚାଇବାସା ଏମ୍‌ପି-ଏମ୍‌ଏଲଏ କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରାହୁଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା…

ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେ ରଚନା ବାନାର୍ଜୀ, ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ/କୋଲକାତା,୬ା୮: ବହୁ ଚର୍ଚ୍ଚିତ ବିବାହ ପରେ ଦିଲ୍ଲୀରେ ଏମ୍‌ପି ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜେଡି ଏମ୍‌ପି ପିନାକୀ ମିଶ୍ର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଭଗଓ୍ବନ୍ତ ମାନ, ଡିମ୍ପଲ ଯାଦବ…

ଦିନିକିଆରୁ ହଟିବେ ରୋହିତ, ଗିଲ୍‌ ନେବେ ସ୍ଥାନ: ପୂର୍ବତନ କ୍ରିକେଟର୍‌ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ଟେଷ୍ଟ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଭାବରେ ଶୁବମନ ଗିଲ ପ୍ରସ୍ତୁତ। ଏହି ଦାବି କରିଛନ୍ତି,ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ। ଇଂଲଣ୍ଡ ଗସ୍ତରେ ସେ ଗିଲଙ୍କ ଅଧିନାୟକତ୍ୱରେ ବହୁତ ପ୍ରଭାବିତ ହୋଇଥିଲେ। କୈଫ କହିଛନ୍ତି, ଲର୍ଡସରେ…

ଏଣିକି ଗୋଟିଏ ଛାତ ତଳୁ ଚାଲିବ ଦେଶର ସରକାର, ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୬ା୮: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ କର୍ତ୍ତବ୍ୟ ଭବନ-୩ ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହାକୁ ଉଦଘାଟନ କରିଛନ୍ତି। ଏହି କୋଠାର ଉଦ୍ଦେଶ୍ୟ ହେଉଛି ଅନେକ ମନ୍ତ୍ରଣାଳୟ ଏବଂ ବିଭାଗକୁ ଗୋଟିଏ ଛାତ ତଳେ ଆଣିବା। ଦିଲ୍ଲୀର ବିଭିନ୍ନ…

ରିସେପସନ ଦେଲେ ପିନାକୀ-ମହୁଆ: ଯୋଗ ଦେଲେ ବଡ଼ ବିଜେଡି ନେତା

ନୂଆଦିଲ୍ଲୀ, ୬।୮: ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ। ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି ।…

ଟ୍ରମ୍ପଙ୍କୁ ନେଇ ଏମିତି କହିଦେଲେ ରାହୁଲ, ସମସ୍ତେ କାବା!

ନୂଆଦିଲ୍ଲୀ,୬।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ Xରେ ଲେଖିଛନ୍ତି ଯେ, ଦୟାକରି ଭାରତକୁ ବୁଝିବାକୁ ଚେଷ୍ଟା କରିବା ଉଚିତ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ବାର ଧମକ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?