ଜାତୀୟ

ଟଏଲେଟ୍‌ ପାଣିରେ ଉଡ୍‌ଲି ଚଟ୍‌ଣି ତିଆରି କରୁଥିଲେ ଦୋକାନୀ: ଭିଡ଼ିଓ ହେଲା ଭାଇରାଲ

ମୁମ୍ବାଇ,୧।୬: ଜଣେ ଜଳଖିଆ ଦୋକାନି ଇଡ୍‌ଲି ସହିତ ଖିଆ ଯାଉଥିବା ଚଟ୍‌ଣି ଟଏଲେଟ୍‌ ପାଣିରେ ତିଆରି କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଦେଖିବାପରେ ମୁମ୍ବାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପୋଲିସକୁ ସୂଚନା…

ଅପରେଶନ୍‌ ଅଲ୍‌ ଆଉଟ୍‌: ୫ ମାସରେ ୧୦୧ ଆତଙ୍କବାଦୀ ନିହତ

ଶ୍ରୀନଗର, ୧।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଯିବା ପାଇଁ ସେନା ପକ୍ଷରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ଗତ ୫ ମାସ ମଧ୍ୟରେ ସର୍ଚ୍ଚ ଅପରେଶନ୍‌ ସମୟରେ ଏନ୍‌କାଉଣ୍ଟରରେ ୧୦୧ ଆତଙ୍କବାଦୀ ନିହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ…

କରମ୍‌ବୀର ସିଂ ନୌସେନା ମୁଖ୍ୟ

ନୂଆଦିଲ୍ଲୀ, ୧ା୬ : ଦେଶର ୨୪ତମ ନୌସେନା ମୁଖ୍ୟଭାବେ ଆଡମିରାଲ୍‌ କରମବୀର ସିଂ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ମିରାଲ୍‌ ସୁନୀଲ ଲାନ୍‌ବା ଅବସର ନେଲା ପରେ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ। ଆଡମିରାଲ୍‌ ସିଂ ବିଶାଖାପାଟଣାସ୍ଥିତ ମୁଖ୍ୟାଳୟରେ ଇଷ୍ଟର୍ନ ନାଭାଲ୍‌…

ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧ା୬(ପି.ଟି.): କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସିଥିବା ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ୍‌ ଫର ମଲ୍ଟି-ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ) ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସେ ଅଲଗା…

କୌଣସି ବ୍ୟକ୍ତିଙ୍କ ନାମରେ ମିଳିିନି ଭୋଟ: ନୀତୀଶ

ନୂଆଦିଲ୍ଲୀ, ୧ା୬ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ ସାମିଲ ହୋଇ ନ ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାକୁ ଟାର୍ଗେଟ କରି ବିଷ ଓକାଳିଛନ୍ତି। ସାରା ଦେଶରେ ମୋଦି ହାଓ୍ବା ଏନ୍‌ଡିଏକୁ ବିପୁଳ ବିଜୟ ଆଣିଦେଇଥିବା କୁହାଯାଉଥିବାବେଳେ ବିହାରରେ…

ଏନ୍‌ଡିଏ ୨: ଆରମ୍ଭରୁ ଫାଟ

ନୂଆଦିଲ୍ଲୀ,୧ା୬: ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହୋଇଛି। ସାଧାରଣ ନିର୍ବାଚନରେ ଲୋକ ସଭାର ୫୪୨ ସିଟ୍‌ରୁ ଭାଜପାକୁ ୩୦୩ଟିରେ ସଫଳତା ମିଳିଥିବାବେଳେ ଏନ୍‌ଡିଏ ୩୫୩ ଆସନ ଦଖଲ କରିଛି। ସଂଖ୍ୟାବଳରେ…

କୃଷକ, ବ୍ୟବସାୟୀଙ୍କୁ ମିଳିବ ପେନ୍‌ସନ

ନୂଆଦିଲ୍ଲୀ,୧ା୬(ପି.ଟି.): ଦ୍ୱିତୀୟ ପାଳି ଏନ୍‌ଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଶୁକ୍ରବାର ବସି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଦେଶର ଚାଷୀ, କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପେନ୍‌ସନ ଯୋଗାଇଦେବା ପ୍ରସ୍ତାବକୁ ମଧ୍ୟ…

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।…

କ୍ୟାବିନେଟ ବୈଠକ: ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ କରାଗଲା ବଡ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୩୧।୫ : ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଛି। ଏଥିରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଏହି…

ବିଭାଗ ବଣ୍ଟନ ପରେ ବସିଲା ମୋଦିଙ୍କ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ,୩୧।୫: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଶୁକ୍ରବାର ପ୍ରଥମ କ୍ୟାବିନେଟ ବୈଠକ ବସିଛି। ଏଥିରେ ଯୋଗଦେବା ଲାଗି ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ମୁକତାର ଅବ୍ବାସ ନକଭି, ଗିରିରାଜ ସିଂ, ନିର୍ମଳା ସିଥାରମଣ, ରାଜନାଥ ସିଂ, ସ୍ମୃତି ଇରାନି,…

ଡ୍ରାଇଭର ପାଇଁ ରୋଜା ରଖିଲେ ବନ ଅଧିକାରୀ

ମୁମ୍ବାଇ,୩୧।୫: ବହୁ ସ୍ଥାନରେ ଧର୍ମ ନାଁରେ ଦଙ୍ଗା, ମାରପିଟ୍‌ ଓ ରାଜନୀତି ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ମହାରାଷ୍ଟ୍ରରେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବୁଲଢ଼ାଣାର ବନ ଅଧିକାରୀ ସଞ୍ଜୟ ଏନ୍‌ ମାଲୀ ହିନ୍ଦୁ ହୋଇ ମଧ୍ୟ…

ଭାରତୀୟ ରାଜନୀତିରେ ଅଟଳ-ଆଡଭାନୀଙ୍କ ପରେ ମୋଦି-ଶାହଙ୍କ ଯୋଡିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୫: ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ତାଙ୍କ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କ ଯୋଡି ପରେ ଏବେ ଆଉ ଏକ ଯୋଡି ଆସିଛନ୍ତି ଚର୍ଚ୍ଚାକୁ। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନରେନ୍ଦ୍ର ଦାମୋଦର ଦାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?