ଉଦ୍ୟୋଗପତି ବି.ଏମ୍. ଖୈତାନଙ୍କ ପରଲୋକ
କୋଲକାତା,୨ା୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ସେ ଶନିବାର ନିଜ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ…
ଭାରତ-ପାକ୍ ସୀମାରୁ ମିଳିଲା ୨୦ ବର୍ଷ ତଳର ଲ୍ୟାଣ୍ଡମାଇନ୍
ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାସ୍ଥିତ ଭାରତ-ପାକ୍ ସୀମାରେ ୨୦ ବର୍ଷ ତଳର ପୁରୁଣା ଲ୍ୟାଣ୍ଡମାଇନ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ମିଳିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପୋଲିସ ଏହି ଲ୍ୟାଣ୍ଡମାଇନକୁ ସୁରକ୍ଷିତ ରଖିଛି। ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯିବ…
ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ
ପାଟନା,୧।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ଭେଟିଛନ୍ତି। ବିହାର କ୍ୟାବିନେଟର ସମ୍ପ୍ରସାରଣ ଲାଗି ନୀତୀଶ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରକାଶ। କାରଣ ନୀତୀଶଙ୍କ ମନ୍ତ୍ରିମଣ୍ଡଳର ଆଉ ୪ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଥିବାରୁ…
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ହେମକୁଣ୍ଡ ସାହିବ ଗୁରୁଦ୍ୱାର
ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ ଏହାକୁ ବନ୍ଦ କରି ଦିଆଯାଇଥିବା ବେଳେ ଏବେ ଏହାକୁ ଦର୍ଶନ ଲାଗି ଖୋଲାଯାଇଛି। ପ୍ରଥମ…
ତାମିଲନାଡୁ ସ୍କୁଲରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ କଲେ କମଲ
ଚେନ୍ନାଇ,୧।୬: ତାମିଲନାଡୁ ସ୍କୁଲରେ ୩ଟି ଭାଷା ପ୍ରଚଳନକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହି ପ୍ରସ୍ତାବ ଉପରେ ଡିଏମ୍କେ ଓ ମକ୍କଲ ନିଧି ମୟମ ବିରୋଧ ପ୍ରକାଶ କରିଛି। ଡିଏମ୍କେର ରାଜ୍ୟ ସଭା ସଦସ୍ୟ ତିରୁଚି ଶିବା ଓ…
କ୍ୟାବିନେଟ ବୈଠକରେ ମୋବାଇଲ ଫୋନ୍ ବାରଣ କଲେ ଉତ୍ତର ପ୍ରଦେଶ ସରକାର
ଲକ୍ଷ୍ନୌ,୧।୬: ଏଥର ଅଫିସିଆଲ୍ ମିଟିଙ୍ଗ ସହ କ୍ୟାବିନେଟ ବୈଠକରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ ବୋଲି ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ମନ୍ତ୍ରୀମାନେ ମୋବାଇଲର ହ୍ବାଟସ୍ ଆପ୍…
ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ
ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ ନିଜ କ୍ଷେତରେ ଏକ ସମାଧି ତିଆରି କରିଥିଲେ। ସେଥିମଧ୍ୟରେ ସେ ଈଶ୍ୱରଙ୍କୁ ଆରାଧନା କରି…
ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ
ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ ଶାହଙ୍କୁ ସ୍ବରାଷ୍ଟ୍ର ବିଭାଗ…
ବଦଳିଗଲା ସଚ୍ଚିନଙ୍କ ଦାଢ଼ି କାଟିଥିବା ବାର୍ବଲ ଗର୍ଲଙ୍କ ଜୀବନ
ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବନଓ୍ବାରି ତୋଲା ଗାଁରେ ଥିବା ନେହା ଓ ଜ୍ୟୋତି ନାମକ ଦୁଇ ଭଉଣୀ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ। ଦିନେ ପିତାଙ୍କର ଅସୁସ୍ଥତା ପାଇଁ ଘରୁ ଗୋଡ କାଢିଥିବା ଏହି ଦୁଇ ଭଉଣୀ କିଛି ସାଧାରଣ…
ମୋଦି ସରକାରଙ୍କୁ ଧମକ ଦେଲେ ସାଧୁ: ରାମ ମନ୍ଦିର ନିର୍ମାଣ ନ ହେଲେ କରିବେ ଆତ୍ମହତ୍ୟା
ଅଯୋଧ୍ୟା,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ଶାସନ ଡୋର ଧରିଛନ୍ତି। ଯଦି ଏହି ୫ବର୍ଷ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନ ହୁଏ ତେବେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ସାଧୁ ସ୍ବାମୀ ପରମହଂସ ଦାସ। ରାମନ୍ଦିର ନିର୍ମାଣ…
ଧାର୍ମିକ ସ୍ଥାନରେ ଆମିଷ ଖାଉଥିବା ସନ୍ଦେହରେ ୪ଶ୍ରମିକଙ୍କୁ ପିଟିଲେ ଯୁବକ
ବରେଲି,୧।୬: ଉତ୍ତରପ୍ରଦେଶ ବରେଲିର ବେହରି ଅଞ୍ଚଳରୁ ଶନିବାର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଧାର୍ମିକ ସ୍ଥାନରେ ଆମିଷ ଭୋଜନ କରୁଥିବା ସନ୍ଦେହରେ ଅଜ୍ଞାତ ଯୁବକମାନେ ୪ଶ୍ରମିକଙ୍କୁ ଅତି ନିର୍ମମ ଭାବେ ମାଡ ମାରିଛନ୍ତି। ଯୁବକମାନେ ଶ୍ରମିକମାନଙ୍କୁ ବେଲ୍ଟରେ ମାଡ଼ ମାରିଥିବା…
ପ୍ରଥମ ଦିନରେ ଭାଜପା ରୋଷେଇ ଘରେ କରିଛି ମହଙ୍ଗା ମାଡ଼: ରଣଦୀପ୍
ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ନେବାର ପ୍ରଥମ ଦିନରେ ରୋଷେଇଘରେ ମହଙ୍ଗା ମାଡ଼ କରିଛି। ଏନେଇ ଶନିବାର କଂଗ୍ରେସ ପକ୍ଷରୁ ରଣଦୀପ୍ ସିଂ ସୁରେଜଓ୍ବାଲ ଅଭିଯୋଗ କରିଛନ୍ତି। ମୋଦି ସରକାର ବିନା ସବସିଡ୍ ସିଲିଣ୍ଡର ଦାମ୍ ୨୫ ଟଙ୍କା…

