ଜାତୀୟ

ବିଶ୍ୱକୁ ବିପଦ ଆତଙ୍କବାଦ

ମାଲେ,୯।୬(ପି.ଟି.): ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ମାନବ ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ମାଳଦ୍ୱୀପ ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ସମସ୍ୟା ବିରୋଧରେ ଲଢ଼େଇ ପାଇଁ ଏକତ୍ର ହେବାକୁ ସେ ବିଶ୍ୱ ନେତାମାନଙ୍କୁ ଆହ୍ବାନ…

ଆଲିଗଡ଼ ଶିଶୁ ହତ୍ୟା ମାମଲା: ପ୍ରତିକ୍ରିୟା ପ୍ରକାଶ କଲେ ଟ୍ବିଙ୍କିଲ-ଅକ୍ଷୟ

ମୁମ୍ବାଇ,୮।୬: ଉତ୍ତର ପ୍ରଦେଶ ଆଲିଗଡରେ ହୋଇଥିବା ଶିଶୁ ହତ୍ୟା ମାମଲାକୁ ବିରୋଧ କରି ପ୍ରଥମେ ଅନୁପମ ଖେର, ସୋନମ କପୁର, ସନ୍ନି ଲିଓନ ଆଦି ଟୁଇଟ୍‌ କରିବା ପରେ ଏବେ ଏହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ବଲିଉଡ୍‌ ଖିଲାଡି ବୟ…

ଶପଥ ଗ୍ରହଣ କଲେ ଜଗନ ମୋହନଙ୍କ କ୍ୟାବିନେଟର ୨୫ ଜଣ ବିଧାୟକ

ଅମରାବତୀ,୮।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ବେଳେ ତାଙ୍କ କ୍ୟାବିନେଟର ୨୫ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭାରେ ଏକ ସାଧାରଣ ଉତ୍ସବରେ ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂମହା…

କର୍ନାଟକରେ ୧୨ ଜୁନ୍‌ରେ ହେବ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁର,୮।୬: କର୍ନାଟକରେ ଆସନ୍ତା ୧୨ ଜୁନ୍‌ରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସୂଚନା ଦେଇଛନ୍ତି। ଏଥିଲାଗି ସେ ୧୨ ତାରିଖରେ ହିଁ ରାଜ୍ୟପାଳଙ୍କୁ ସକାଳ ୧୧ଟା ୩୦ରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମିଗ୍‌ ୨୯କେ ବିମାନ ଡ୍ରପ୍‌ ଟ୍ୟାଙ୍କରେ ଲାଗିଲା ନିଆଁ

ପଣଜୀ,୮।୬: ଗୋଆ ବିମାନ ବନ୍ଦରରେ ମିଗ୍‌ ୨୯କେ ବିମାନର ଡ୍ରପ୍‌ ଟ୍ୟାଙ୍କରେ ଶନିବାର ନିଆଁ ଲାଗିଯିବା ଫଳରେ ବିମାନ ବନ୍ଦରରେ କିଛି ସମୟ ଲାଗି ବିମାନ ସେବା ବ୍ୟାହତ ହୋଇଥିବା ସୂଚନା ଦେଇଛନ୍ତି ନୌସେନା ପ୍ରବକ୍ତା। ଏଥିରେ ବିଶେଷ କିଛି କ୍ଷୟକ୍ଷତି…

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୮।୬: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ କେରଳ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲାକ୍ଷଦ୍ୱୀପ, ତାମିଲନାଡୁ ଓ…

୫ ଶହ କିଲୋଗ୍ରାମ୍‌ ଆମ୍ବରେ ହେଲା ବାଲାଜୀଙ୍କ ଆମ୍ରାଭିଷେକ

ଇନ୍ଦୋର,୮।୬: ମଧ୍ୟପ୍ରଦେଶ ଇନ୍ଦାରଠାରେ ଥିବା ତିରୁପତି ବାଲାଜୀଙ୍କ ମନ୍ଦିରରେ କରାଯାଇଛି ଏକ ସ୍ବତନ୍ତ୍ର ଅଭିଷେକ। ୫ କିଲୋଗ୍ରାମ୍‌ ଅମ୍ବରେ ଭଗବାନ ବାଲାଜୀଙ୍କ ଆମ୍ରାଭିଷେକ ହୋଇଛି। ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଏଭଳି ଅଭିଷେକ କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଭିଷେକରେ…

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୬: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିୟାନ୍‌ ଅସଲମ ଶେର ଖାଁ ୨ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନରେ ପରାଜୟ ପରେ ଅଧ୍ୟକ୍ଷ ପଦରୁ…

ଫରିଦାବାଦ ସ୍କୁଲରେ ନିଆଁ: ୨ ଶିଶୁଙ୍କ ସମେତ ୩ ମୃତ

ଫରିଦାବାଦ,୮।୬: ହରିୟାଣାର ଫରିଦାବାଦରେ ଥିବା ଡାବୁଆ କଲୋନୀ ନିକଟରେ ଏକ ସ୍କୁଲ ଓ ଏହା ନିକଟରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯିବା ଫଳରେ ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗିବାର…

ଗୋଟିଏ ନାଁର ଦୁଇ ପଡ଼ୋଶୀ: ଜଣଙ୍କର ଚେକ୍‌ରେ ଅନ୍ୟଜଣେ ଉଠାଇଲେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ,୮।୬: ଦିଲ୍ଲୀ ଦ୍ୱାରିକା ଜିଲାରେ ଜଣେ ମହିଳା ଠକେଇର ଶୀକାର ହୋଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପଡ଼ୋଶୀରେ ରହୁଥିବା ଜଣେ ମହିଳାଙ୍କ ଚେକ୍‌ରେ ଫେକ୍‌ ହସ୍ତାକ୍ଷର କରି ତାଙ୍କ ଆକାଉଣ୍ଟରୁ ୩.୬୨ଲକ୍ଷ ହଡ଼ପ…

ଅଧ୍ୟକ୍ଷ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ରାହୁଲ ଚିନ୍ତା କରିବା ଆବଶ୍ୟକ: ବିରପ୍ପା ମୋଇଲୀ

ବେଙ୍ଗାଲୁର୍‌,୮।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ବିରପ୍ପା ମୋଇଲୀ। ରାହୁଲ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ବୁଝିବିଚାରି ପଦକ୍ଷେପ ନ ନେଲେ କଂଗ୍ରେସ ଦଳ କେତେକ…

ମସୁରୀରେ ମର୍ମନ୍ତୁଦ ଦୁର୍ଘଟଣା: ଖାଲରେ କାର ପଡ଼ି ଗଲା ୪ଜୀବନ

ଡେରାଡୁନ,୮।୬: ମସୁରୀରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କିଛି ଯାତ୍ରୀ ମୁରାଦାବାଦରୁ କେମ୍ପଟୀ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ଖାଲ ତଳକୁ ଖସିପଡ଼ିଥିଲା। କାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?