ଜାତୀୟ

ଏସ୍‌ପି ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ହତ୍ୟା କଲେ ମାଓବାଦୀ

ରାୟପୁର,୧୯।୬: ଛତିଶଗଡ଼ ବିଜାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସମାଜବାଦୀ ପାର୍ଟି(ଏସ୍‌ପି)ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ମାଓବାଦୀମାନେ ହତ୍ୟା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୁନେମ୍‌ଙ୍କୁ ମାରିମାଲ୍ଲା ଗାଁ ସ୍ଥିତ ଏକ ନିର୍ମାଣ ଅଞ୍ଚଳଠାରୁ କିଛି ମାଓବାଦୀ ଅପହରଣ…

ପଶ୍ଚିମବଙ୍ଗରେ ଆଉ ଜଣେ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା, ୧୯।୬: ନିର୍ବାଚନ ଶେଷ ହେବା ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ରାଜ୍ୟର କୁଚ ବିହାରରେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଆନନ୍ଦ ପାଲ(୨୮)। ସେ ଭାଜପା ଯୁବ ଶାଖା ପକ୍ଷରୁ…

ବାତ୍ୟା ‘ବାୟୁ’ର ପ୍ରଭାବ: ବାଟ ହୁଡ଼ିଲା ମୌସୁମୀ; ୧୨ ବର୍ଷ ପରେ ପୁଣି ବିଳମ୍ବିତ

ନୂଆଦିଲ୍ଲୀ,୧୯।୬: ସାମୁଦ୍ରିକ ଝଡ଼ ବାୟୁର ପ୍ରଭାବରେ ଚଳିତ ବର୍ଷ ମୌସୁମୀ ବାଟ ହୁଡ଼ିଛି। ୧୨ ବର୍ଷ ପରେ ପୁଣିଥରେ ମୌସୁମୀ ବିଳମ୍ବିତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୧୮-୧୯ ମଧ୍ୟରେ ମୌସୁମୀ ଦେଶର ଦୁଇ ତୃତୀୟାଂଶରେ…

ସନି ଦେଓଲଙ୍କ ଲୋକ ସଭା ସଦସ୍ୟତା ସଙ୍କଟରେ: ଧାର୍ଯ୍ୟ ସୀମାଠାରୁ କରିଛନ୍ତି ଅଧିକ ଖର୍ଚ୍ଚ; ଇସି ଜାରି କରିପାରନ୍ତି ନୋଟିସ୍‌

ନୂଆଦିଲ୍ଲୀ,୧୯।୬: ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନ ଏମ୍‌ପି ସନି ଦେଓଲଙ୍କ ସଦସ୍ୟତା ନେଇ ଏବେ ସଙ୍କଟ ଦେଖାଦେଇଛି। ସେ ନିର୍ବାଚନରେ ଧାର୍ଯ୍ୟ ସୀମାଠାରୁ ଅଧିକ ଖର୍ଚ୍ଚ କରିଥିବା ରିପୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ମିଳିଛି। ଧାର୍ଯ୍ୟ ସୀମା ୭୦ ଲକ୍ଷ ଥିବାବେଳେ…

୧.୭କୋଟି ଟଙ୍କାର ତିମି ବାନ୍ତି ନେଇଯାଉଥିବା ବ୍ୟକ୍ତି ଗିରଫ

ମୁମ୍ବାଇ, ୧୯।୬: ତିମି ମାଛ ବାନ୍ତି(ଏମ୍ବରଗ୍ରିସ୍‌) ନେଇଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଏହି ବ୍ୟକ୍ତିଙ୍କ ଠାରୁ ସ୍ପର୍ମ ତିମିର ୧.୩ କିଲୋଗ୍ରାମ ଏମ୍ବରଗ୍ରିସ୍‌ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧.୭ କୋଟି ଟଙ୍କା ହେବ ବୋଲି…

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ଶୋ’ ନିର୍ମାତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ, ୧୯।୬: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶୋ’ର ନିର୍ମାତା ଶୋହନ ଚୌହାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୁମ୍ବାଇର ଆରେ କଲୋନୀସ୍ଥିତ ରୟାଲ୍ସ ପାମ୍ପ୍ସରୁ ଉଦ୍ଧାର କରାଯାଇଛି। ଶୋହନଙ୍କ ଅଚାନକ ମୃତ୍ୟୁରେ ଛୋଟ ପରଦାରେ ଶୋକର ଛାୟା…

ପୃଥିବୀର ୧୦ ଦେଶରେ ଲାଗୁ ହୋଇଛି ଏକ ଦେଶ ଏକ ନିର୍ବାଚନ ଆଇନ: ଭାରତରେ ହୋଇଛି ଏପରି ୪ ଥର

ନୂଆଦିଲ୍ଲୀ, ୧୯।୬: ଏକ ଦେଶ ଏକ ନିର୍ବାଚନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଏହାଦ୍ୱାରା ଲୋକ ସଭା ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯାଇପାରିବ। ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ଏହାର ସପକ୍ଷ ଏବଂ…

ଏଥର ଜନ୍ମଦିନ ପାଳିବେ ନାହିଁ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୯।୬: ବିହାରରେ ମସ୍ତିଷ୍କ ଜ୍ୱରରେ ୧୩୦ ଶିଶୁ ମୃତ୍ୟୁବରଣ କଲେଣି। କେବଳ ବିହାରରେ ନୁହେଁ, ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଶିଶୁ ମୃତ୍ୟୁ ଯୋଗୁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି…

ଓମ୍‌ ବିର୍ଲା ହେଲେ ୧୭ ତମ ଲୋକ ସଭା ବାଚସ୍ପତି: ସମସ୍ତ ଦଳ କଲେ ସମର୍ଥନ

ନୂଆଦିଲ୍ଲୀ,୧୯।୬: ରାଜସ୍ଥାନ କୋଟା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି। ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ। ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ ସମର୍ଥନ…

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ: ଭାଗ ନେବ ନାହିଁ କଂଗ୍ରେସ

ନୂଆଦିଲ୍ଲୀ, ୧୯।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନର ଲାଇବ୍ରେରୀରେ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…

ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍‌ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଡ୍‌ ଜିଲାରେ ୪ ହଜାର ୬ ଶହ ୫ ଜଣ…

ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍‌ ବାଣ୍ଟିଲେ ଟ୍ରାଫିକ୍‌ ପୋଲିସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍‌ ପୋଲିସ ହେଡ୍‌ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍‌ ମାଗଣାରେ ଲୋକଙ୍କୁ ବାଣ୍ଟିବା ସହିତ ସଚେତନତା ପାଇଁ ଏକ ର଼୍ୟାପ୍‌ ସଙ୍ଗ୍‌ ମଧ୍ୟ ରେକର୍ଡିଂ କରିଛନ୍ତି। ଟ୍ରାଫିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?