କାନ୍ଥରେ ଆତଙ୍କାବାଦୀଙ୍କ ଯୋଜନା ଦେଖି ଚିନ୍ତାରେ ପୋଲିସ
ମୁମ୍ବାଇ,୪।୬: ନଭି ମୁମ୍ବାଇ ଓରଣର ଏକ ବ୍ରିଜ୍ର କାନ୍ଥରୁ ଆତଙ୍କବାଦୀଙ୍କ ସହ ଜଡିତ ଥିବା ଏକ ବାର୍ତ୍ତା ପୋଲିସକୁ ମିଳିଛି। ଏହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ ଆଇଏସ୍ ଓ ଅବୁ ବକର ଅଲ ବାଗଦାଦିଙ୍କ ନଁା ଲେଖା ହେବା ସହ ସହରର…
ମହାରାଷ୍ଟ୍ର କଂଗ୍ରେସକୁ ଝଟ୍କା: ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ପାଟିଲ
ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଛନ୍ତି, ଲୋକ ସଭା…
ନିଖୋଜ ବିମାନ ଏଏନ୍-୩୨ ସନ୍ଧାନରେ ଇସ୍ରୋ ଉପଗ୍ରହ
ନୂଆଦିଲ୍ଲୀ,୪।୬: ଇତିମଧ୍ୟରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍-୩୨ର କୌଣସି ଖୋଜ୍ ଖବର ମିଳିନାହିଁ। ଏହାର ସନ୍ଧାନରେ ଇସ୍ରୋ ସାଟେଲାଇଟ୍କୁ ନିୟୋଜିତ କରାଯାଇଛି। ସାଟେଲାଇଟ ଆସାମ ଏବଂ ଅରୁଣାଚଳପ୍ରଦେଶରେ ସନ୍ଧାନ ଜାରି ରଖିଛି। ବିମାନର ଖୋଜିବା କାର୍ଯ୍ୟରେ ସୁଖୋଇ-୩୦ ଏମ୍କେଆଇ,…
କଏଦୀ ପେଟ୍ରୋଲ ପମ୍ପ୍ରେ କରିବେ କାମ
ପଟିଆଲା,୪।୬: ପଞ୍ଜାବରେ କଏଦୀଙ୍କୁ ପେଟ୍ରୋଲ ପମ୍ପ୍ରେ କାମ କରିବାର ସୁଯୋଗ ଦିଆଯିବ। ସ୍ଥାନୀୟ କେନ୍ଦ୍ରୀୟ ଜେଲ୍ରଟ୍ରେନିଂ ସ୍କୁଲ ସମ୍ମୁଖରେ ଥିବା ଥାପ୍ପର ବିଶ୍ୱବିଦ୍ୟାଳୟ ନିକଟରେ ଏହି ପେଟ୍ରୋଲ ପମ୍ପ୍ ସ୍ଥାପନ କରାଯିବ। ୭୫ ପ୍ରତିଶତ ଜେଲ୍ ଦଣ୍ଡ ଭୋଗୀଥିବା କଏଦୀଙ୍କୁ ଏଠାରେ…
ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ
ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍ ରିସର୍ଚ୍ଚ ସେଣ୍ଟରର ୧୪ ବୈଜ୍ଞାନିକ ଏବଂ ଶହେରୁ ଅଧିକ ଗବେଷକ ଦୀର୍ଘ ୧୫ ବର୍ଷ ଗବେଷଣା…
ହରପ୍ପାଠାରୁ ଅଧିକ ପୁରାତନ ସଭ୍ୟତାର ମିଳିଲା ସନ୍ଧାନ
ପାନିପଥ,୪।୬: ହରିୟାଣା ହିସାର ଅନ୍ତର୍ଗତ ରାଖୀଗଡ଼ିଠାରୁ ୮ ହଜାର ବର୍ଷ ତଳର ସଭ୍ୟତା ସମ୍ପର୍କରେ ସନ୍ଧାନ ମିଳିଛି। ଏହା ହରପ୍ପା ସଭ୍ୟତାଠାରୁ ମଧ୍ୟ ପୁରାତନ ବୋଲି ଐତିହାସିକ ମତପୋଷଣ କରିଛନ୍ତି। ହରପ୍ପା ସଭ୍ୟତା ସାଢ଼େ ୬ ହଜାର ବର୍ଷତଳେ ଗଢ଼ିଉଠିଥିଲା। ତେବେ…
ମମତାଙ୍କ ନିକଟକୁ ‘ରାମ ଚରିତ ମାନସ’ ପଠାଇଲେ କାଶୀ ସାଧୁ
ବାରଣାସୀ,୪।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି କାଶୀର କେତେଜଣ ସାଧୁ। ସୋମବାର କାଶୀର ସନ୍ଥ ସମାଜ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଡାକ ଯୋଗେ…
ଗତବର୍ଷ ଅଧିକ ଶିଶୁ କନ୍ୟା ହୋଇଛନ୍ତି ପୋଷ୍ୟ: ସିଏଆରଏ
ନୂଆଦିଲ୍ଲୀ,୪।୬: ଗତ ୨୦୧-୧୯ ବର୍ଷରେ ଅଧିକ ଶିଶୁକନ୍ୟାଙ୍କୁ ଲୋକେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏନେଇ ଚାଇଲ୍ଡ୍ ଆଡପଟେଶନ୍ ରିସୋର୍ସ ଅଥରିଟି(ସିଏଆରଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏହି ସମୟରେ ମୋଟ ୪ ହଜାର ୨୭ ଜଣ ଶିଶୁଙ୍କୁ…
ମହାରାଷ୍ଟ୍ରରେ ପାଣି ପାଇଁ ହାହାକାର:ମରାଠାଓ୍ବାଡାରେ ଜଳସ୍ତର ୦.୭ ପ୍ରତିଶତ
ମୁମ୍ବାଇ,୪।୬: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଭୀଷଣ ଗରମ ବଢ଼ିବା ସହିତ ଜଳସଙ୍କଟ ଦେଖାଦେଇଛି। ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳର ନଦୀମାନଙ୍କରେ ଜଳସ୍ତର କମି ପ୍ରାୟ ୦.୭ ପ୍ରତିଶତ ଥିବା ଜଣାପଡ଼ିଛି। ଶୁଖିଲା ପଡ଼ିଥିବା ମହାରାଷ୍ଟ୍ରର ନଦୀଗୁଡିକରେ…
ଯେସାକୁ ତେସା: ‘ଜୟ ହିନ୍ଦ୍’, ‘ଜୟ ବାଂଲା’ଲେଖି ୨୦ ଲକ୍ଷ ପୋଷ୍ଟକାର୍ଡ ମୋଦିଙ୍କ ପାଖକୁ ପଠାଇବ ଟିଏମ୍ସି
କୋଲକାତା,୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପା ମଧ୍ୟରେ ଲାଗି ରହିଥିବା କନ୍ଦଳ ଥମିବାର ନାଁ ନେଉନି। ଭାଜପାର ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ଖପ୍ପା ହୋଇଥିବା ମମତାଙ୍କ ପାଖକୁ ଭାଜପାର କେତେଜଣ ନେତା ପ୍ରାୟ ୧୦ ଲକ୍ଷ ପୋଷ୍ଟକାର୍ଡରେ…
ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ
ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କହିଛନ୍ତି ଏଭଳି ଉତ୍ସବ ଯଦି…
କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ
ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ ଇଣ୍ଟରଭ୍ୟୁରେ ଏଲ୍ଗୋରିଦମ୍ର ସାହାଯ୍ୟରେ ଲୋକଙ୍କ ଚେହେରାରୁ ସୋସନଙ୍କ ହାବଭାବକୁ ପଢ଼ାଯାଇପାରିବ। ଲୋକଙ୍କ କଣ୍ଠରୁ ଜଣାଯାଇପାରିବ…
Archives


