ଜାତୀୟ

ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଲାଣ୍ଡିଂ ନ କରି ଦିଲ୍ଲୀ ଫେରିଗଲେ ବାଲକ୍‌ ନାଥ୍‌

ଅଲଓ୍ବର,୩୦।୬: ରାଜସ୍ଥାନ ଅଲଓ୍ବର ଲୋକ ସଭା ଆସନର ଭାଜପା ଏମ୍‌ପି ବାବା ବାଲକ୍‌ ନାଥ୍‌ଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇବାରୁ ଏହା ଲାଣ୍ଡିଂ ନ କରି ପାରି ଦିଲ୍ଲୀ ଫେରି ଯାଇଛି। ସେ ଏଠାରେ ବାବା ସୋମନାଥ ମହାରାଜଙ୍କର ୧୯ତମ ପୁଣ୍ୟତିଥିରେ ଯୋଗଦେବାକୁ…

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ କୁମାର ଯାଦବଙ୍କ ଛେଳି ଚରୁଥିବା ସମୟରେ ତାଙ୍କ ପଡୋଶୀ ପ୍ରଭାତ ଯାଦବ ଛେଳିର ଗୋଡକୁ…

ପ୍ରିୟଙ୍କାଙ୍କୁ ଯୋଗୀଙ୍କ କଡ଼ା ଜବାବ୍‌: ନ ଖାଇ ପାରିଲେ ଅଙ୍ଗୁର ଖଟା

ଲକ୍ଷ୍ନୌ,୩୦।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ରାଷ୍ଟ୍ରୀୟ ମହସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। କଂଗ୍ରେସ ନିର୍ବାଚନରେ ପରାଜିତ ହୋଇଥିବାରୁ ହତାଶ ହୋଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛି ବୋଲି ଯୋଗୀ ରବିବାର ଟୁଇଟ୍‌…

ମନଦେଇ ଶୁଣିଲେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୩୦।୬: ପାଖାପାଖି ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ପୁଣିଥରେ ରବିବାର ପ୍ରଚାରିତ ହୋଇଛି। ତେବେ ଏହି କାର୍ଯ୍ୟକ୍ରମକୁ ମନଦେଇ ଶୁଣିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ଇସ୍ରାଏଲ୍‌ ମଦ କମ୍ପାନୀ ବୋତଲରେ ଗାନ୍ଧୀଜୀଙ୍କ ଫଟୋ: ମୋଦି-ନେତନ୍ୟାହୁଙ୍କୁ ଚିଠି

ଥିରୁଭାନନ୍ତପୁରମ୍‌,୩୦।୬: କେରଳରେ କାରବାର କରୁଥିବା ଏକ ମଦ କମ୍ପାନୀ ମାକା ବ୍ରେବରୀର ବୋତଲ ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଯାଇଛି। ଏହାକୁ ନେଇ ମହାତ୍ମା ଗାନ୍ଧୀ ନ୍ୟାସନାଲ ଫାଉଣ୍ଡେସନ୍‌ ଅଧ୍ୟକ୍ଷ ଏ.ବି.ଜେ ଜୋଶ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ…

ଜୁଲାଇ ୬ରେ ଇଣ୍ଡିଆ ଗେଟ୍‌ରୁ ଆରମ୍ଭ ହେବ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ

ନୂଆଦିଲ୍ଲୀ,୩୦।୬: ଜୁଲାଇ ୬ରେ ଜନସଂଘ ସଂସ୍ଥାପକ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଇଣ୍ଡିଆ ଗେଟ୍‌ଠାରୁ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ ଆରମ୍ଭ ହେବ। ସନ୍ଧ୍ୟା ୫ଟାରେ ଏହା ଆରମ୍ଭ କରାଯିବ। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା…

ନୌସେନା ଗୋଇନ୍ଦା ବିଭାଗକୁ ସୁଦୃଢ଼ ପାଇଁ ଯୋଜନା କଲା ‘ର’

ନୂଆଦିଲ୍ଲୀ, ୩୦।୬: ଭାରତୀୟ ନୌସେନାର ଗୋଇନ୍ଦା ବିଭାଗକୁ ସୁଦୃଢ଼ କରିବା ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ପକ୍ଷରୁ ଯୋଜନା କରାଯାଇଛି। ଏହା ଦ୍ୱାରା ଶତ୍ରୁ ଉପରେ କଡ଼ା ନଜର ରଖାଯାଇ ପାରିବ। ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନ ଉପରେ…

ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ

ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ତାଙ୍କ ବାସଭବନରେ ଭାଜପା କର୍ମୀମାନେ ପୋଲିସଙ୍କୁ ମିଠା…

କାନ୍ଦିଲେ ମୁଖ୍ୟମନ୍ତ୍ରୀ ବାଘେଲା

ରାୟପୁର,୩୦।୬: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର ସେ ଯେତେବେଳେ ରାଜ୍ୟ କଂଗ୍ରେସର ଦାୟିତ୍ୱ ମୋହନ ମାର୍କମଙ୍କୁ ଅର୍ପଣ କରିଥିଲେ ସେତେବେଳେ କାନ୍ଦି…

ସିନ୍ଦୂର-ମଙ୍ଗଳସୂତ୍ର ବିବାଦ: ଧର୍ମନିରପେକ୍ଷ ଭାରତର ନାଗରିକ କହିଲେ ନୁସରତ୍‌ ଜାହାଁ

ନୂଆଦିଲ୍ଲୀ,୩୦।୬: ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ୍‌ ଜାହାଁଙ୍କୁ ନେଇ ଜାରି ରହିଥିବା ସିନ୍ଦୂର-ମଙ୍ଗଳସୂତ୍ର ବିବାଦରେ ମୁହଁ ଖୋଲିଛନ୍ତି ନୁସରତ୍‌। ସେ ଧର୍ମନିରପେକ୍ଷ ଭାରତର ନାଗରିକ। ତେଣୁ ସେ ନିଜ ଇଛା ଅନୁସାରେ ଏସବୁ କହିପାରିବେ। ଅପରପକ୍ଷରେ ଫତେପୁର ମସଜିଦ୍‌ ଶାହି ଇମାମ୍‌…

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଦେଶବାସୀଙ୍କ…

ମୁକୁଳିଲେ ଭାଜପା ବିଧାୟକ ଆକାଶ

ଇନ୍ଦୋର,୩୦।୬: ଭୋପାଳ ସ୍ପେଶାଲ କୋର୍ଟରୁ ଶନିବାର ଜାମିନ ମିଳିବା ପରେ ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ତେବେ ଜେଲ୍‌ରେ ସେ ଭଲ ସମୟ କାଟିଥିବା ବାହାରିବା ପରେ କହିଛନ୍ତି। ତାଙ୍କୁ ନେବା ପାଇଁ ଭାଇ ଅଳ୍ପେଶ ବିଜୟଭର୍ଗିୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?