ଜାତୀୟ

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌ ଦ୍ୱାରା ଆରମ୍ଭ କରାଯାଇଥିଲା। କୁହାଯାଏ ଜୁଲାଇ ୧୧ ୧୯୮୭ରେ ବିଶ୍ୱର ଜନସଂଖ୍ୟା ୫ଶହ କୋଟି…

ହଜାରେ ଡିଟୋନେଟର ଓ ବିସ୍ଫୋରକ ଜବତ କଲା ସିଆଇଡି

କୋଲକତା,୧୧।୭: ପଶ୍ଚିମବଙ୍ଗ ବୀରଭୂମ ଅଞ୍ଚଳରୁ ଅପରାଧୀକ ଯାଞ୍ଚ୍‌ ବିଭାଗ(ସିଆଇଡି) ହଜାରେ ଡିଟୋନେଟର ଜବତ କରିଛି। ଏଗୁଡ଼ିକ ୮ଟି ବ୍ୟାଗ୍‌ରେ ପ୍ୟାକ୍‌ ହୋଇ ରହିଥିଲା। ସ୍ଥାନୀୟ ରାମପୁରହାଟସ୍ଥିତ ଏକ ଷ୍ଟୋର୍‌ରୁମ୍‌ ଉପରେ ଗୁରୁବାର ଚଢ଼ାଉ କରି ସିଆଇଡିକୁ ଏହି ସଫଳତା ମିଳିଛି। ଏଠାରୁ…

ସୁପ୍ରିମ୍‌କୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂ ଏବଂ ଆନନ୍ଦ ଗ୍ରୋଭରଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୧।୭: ସୁପ୍ରିମ୍‌କୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂ ଓ ଆନନ୍ଦ ଗ୍ରୋଭରଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଗୁରୁବାର ସିବିଆଇ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ସେମାନଙ୍କ ପାଖକୁ ବିଦେଶରୁ ଆସୁଥିବା ପାଣ୍ଠିକୁ ନେଇ ଏହି ଚଢ଼ାଉ କରାଯାଉଥିବା କୁହାଯାଉଛି। ଦିଲ୍ଲୀ ଏବଂ ମୁମ୍ବାଇରେ…

ମ୍ୟାନହୋଲ୍‌ରେ ଖସି ପଡିଲେ ୩ ବର୍ଷର ଶିଶୁ; ମିଳୁନି ସନ୍ଧାନ

ମୁମ୍ବାଇ,୧୧।୭: ଗୁରଗାଓଁର ଆମ୍ବେଦକର ନଗରରେ ବୁଧବାର ରାତିରେ ଜଣେ ୩ ବର୍ଷର ଶିଶୁ ରାସ୍ତାକଡ଼ରେ ଥିବା ମ୍ୟାନହୋଲ୍‌ରେ ଖସି ପଡିଥିବା ପୋଲିସ ସୂଚନା ଦେଇଛି। ବୁଧବାର ରାତି ପ୍ରାୟ ୧୦ଟା ୨୪ରେ ଘର ବାହାରକୁ ଚାଲିଯିବା ବେଳେ ସେଠାରେ ଥିବା ମ୍ୟାନହୋଲ୍‌ରେ…

ମହାକାଶ ଅଭିଯାନ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଉପରେ ଭାରତର ନଜର

ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍‌କ୍ଷେପଣ କରାଯିବ। ତେବେ ଏହାପରେ ଭାରତ ସୂର୍ଯ୍ୟ, ଶୁକ୍ର ଏବଂ ମଙ୍ଗଳ ମିଶନ ଆରମ୍ଭ କରିବ। ଆସନ୍ତା ୫ରୁ ୭…

ନିର୍ବାଚନ ପରେ ଅମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ

ଅମେଠି,୧୧ା୭(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅମେଠି ଗସ୍ତରେ ଯାଇଥିଲେ। ପରାଜୟ ପାଇଁ ସେ ସ୍ଥାନୀୟ ନେତାଙ୍କୁ ଦୋଷ ଦେଇଛନ୍ତି। ସେମାନେ ଲୋକଙ୍କଠାରୁ ଦୂରେଇ…

ଆପୋଲୋ ୧୧ ମିଶନ୍‌କୁ ୫୦ବର୍ଷ

ଓ୍ବାଶିଂଟନ୍‌,୧୧ା୭(ଆଇଏଏନ୍‌ଏସ୍‌): ଆମେରିକାର ଆପୋଲୋ ୧୧ ମିଶନ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ୫୦ବର୍ଷ ପୂର୍ତ୍ତି ପାଳିତ ହେଉଛି। ସ୍ମାରକୀ ସ୍ବରୂପ ଏହି ମହାକାଶ ଯାନକୁ ଓ୍ବାଶିଂଟନ୍‌ ମନୁମେଣ୍ଟ୍‌ର ପୂର୍ବଭାଗରେ ପ୍ରଦର୍ଶିତ କରାଯିବ। ୩୬୩ ଫୁଟ ବିଶିଷ୍ଟ ଏହି ସଟର୍ନ ଭି ରକେଟ୍‌ ଜୁଲାଇ…

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତଙ୍କୁ ସମନ ଜାରି କରିଛି। ଋତୁପର୍ଣ୍ଣା ରୋଜଭ୍ୟାଲି ଗ୍ରୁପ୍‌ ଅଧ୍ୟକ୍ଷ…

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି, ସେମାନେ ହେଲେ ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ…

ବିଧାନସଭା ବାହାରେ ଭାଜପାର ବିକ୍ଷୋଭ:‘କୁମାରସ୍ବାମୀ ଗାଦି ଛାଡ଼’

ବେଙ୍ଗାଲୁରୁ,୧୧ା୭(ପି.ଟି.): କର୍ନାଟକର ଭାଜପା ସଭାପତି ବି.ଏସ୍‌. ୟେଦୁରପ୍ପାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ରାଜଭବନରେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ସାକ୍ଷାତ୍‌ କରିଛି। ରାଜ୍ୟପାଳଙ୍କ ପରେ ଭାଜପା ନେତାମାନେ ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ବିଧାନସଭାରେ ଭେଟିଛନ୍ତି। ଏହା ପୂର୍ବରୁ ବିଧାନସଭା…

ପାର୍ଲାମେଣ୍ଟ ସରଗରମ: ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୧ା୭(ପି.ଟି.): କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ କ୍ରମାଗତ ତୃତୀୟ ଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହ ସରଗରମ ହୋଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୂନ୍ୟକାଳରେ କହିଥିଲେ, କର୍ନାଟକରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହାସହ ସରକାରର ପତନ…

ଆର୍ବିଟ୍ରେଶନ୍‌ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଆନୁଷ୍ଠାନିକ ଘରୋଇ ତଥା ଅନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ବାଧୀନ ତଥା ସ୍ବୟଂଚାଳିତ ସଂସ୍ଥା ଗଠନ ଲାଗି ଅଣାଯାଇଥିବା ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ନୂଆଦିଲ୍ଲୀ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ ସେଣ୍ଟର (ଏନ୍‌ଡିଆଇଏସି) ବିଲ୍‌, ୨୦୧୯ ଆଇନରେ ପରିଣତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?