ପୋଲିସ ସୁରକ୍ଷାରେ ନବଦମ୍ପତି ସାକ୍ଷୀ-ଅଜିନେଶ୍: ସୋମବାର ହାଇକୋର୍ଟରେ ହେବେ ହାଜର
ଲକ୍ଷ୍ନୌ,୧୪।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍ଙ୍କୁ ହାଇକୋର୍ଟରେ ହାଜର କରାଇବା ପାଇଁ ଏକ ୩ ଜଣିଆ ପୋଲିସ ଦଳ ପହଞ୍ଚିଛନ୍ତି। ଦଳରେ ଜଣେ ସବ୍-ଇନସ୍ପେକ୍ଟର, ଜଣେ କନଷ୍ଟେବଳ ଏବଂ ଜଣେ…
ପୁଣି ସାମ୍ନାକୁ ଆସିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ଆସିଥିବା ମହିଳା
ନୂଆଦିଲ୍ଲୀ,୧୪।୭: ପାକିସ୍ତାନର ଓ୍ବାଘା ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର କରିଡରକୁ ନେଇ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିବା ମହିଳାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଅତିତରେ ବାଲାକୋଟ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର…
ଚାଚା ନେହେରୁ ମଦ୍ରାସାରେ ନିର୍ମାଣ ହେବ ମନ୍ଦିର ଓ ମସଜିଦ୍
ଅଲୀଗଡ଼,୧୪।୭: ଉତ୍ତରପ୍ରଦେଶ ଅଲୀଗଡ଼ସ୍ଥିତ ଚାଚା ନେହେରୁ ମଦ୍ରାସାରେ ଉଭୟ ମନ୍ଦିର ଏବଂ ମସଜିଦ୍ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଛି। ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ସ୍ତ୍ରୀ ସଲମା ଅନସାରୀ ଏହି ମଦ୍ରାସାର ସଞ୍ଚାଳିକା ଦାୟିତ୍ୱରେ ରହିଛନ୍ତି। ଏସମ୍ପର୍କରେ ସଲମା ସୂଚନା…
ପ୍ଲାଷ୍ଟିକ ଡ୍ରମ୍ର ଭେଳାରେ ବନ୍ୟାଞ୍ଚଳ ପାରିହେଲେ ବରବଧୂ: ଭିଡିଓ ଭାଇରାଲ
ପାଟନା,୧୪।୭: ମୌସୁମୀ ବର୍ଷାରେ ବିହାରର ଅଧିକାଂଶ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିହାରର ଫରବେଶଗଞ୍ଜ ଅଞ୍ଚଳରେ ବିବାହ ପରେ ନବ ଦମ୍ପତି ରାସ୍ତା ପାର ହେବାରେ ଅସୁବିଧା ସୃଷ୍ଟି ହୋଇଥିଲା। କାରଣ ସମ୍ପୂର୍ଣ୍ଣ ରାସ୍ତାଟି ଜଳମଗ୍ନ ହୋଇ ଯାଇଥିଲା।…
ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ: ପାକିସ୍ତାନ କରୁଛି ଚୋରା ନିଶାଦ୍ରବ୍ୟ କାରବାର
ନୂଆଦିଲ୍ଲୀ,୧୪।୭: ଭାରତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପାକିସ୍ତାନ ଏବେ ଚୋରା ନିଶାଦ୍ରବ୍ୟ କାରବାର କରୁଛି। ବିଗତ ଦିନରେ ସୀମାପାରରୁ ଆସୁଥିବା ବିପୁଳ ପରିମାଣର ବିଭିନ୍ନ ନିଶାଦ୍ରବ୍ୟ ଜବତ ହୋଇଛି। ଭାରତୀୟ ସୁରକ୍ଷା ସଂସ୍ଥା ଅନୁସାରେ ଜୁଲାଇ ୧୦ରେ…
ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ
ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର କରାଯାଉଛି। ଇ କମର୍ସ ଷ୍ଟାଟସ ‘ଏକ ଗୁଡ କମ୍ପାନୀ’ ଓ ଡାଟା ଆନାଲିଟିକ୍ସ ଫର୍ମ…
୫୨ ଦିନ ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାର୍ଶ୍ୱରେ ପହଞ୍ଚିବ ଚନ୍ଦ୍ରାୟନ-୨
ନୂଆଦିଲ୍ଲୀ,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯିବ। ଜିଏସ୍ଏଲ୍ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍କ୍ଷେପଣ କରାଯିବ। ୫୨ ଦିନ ପରେ…
କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ
ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ୍ବାଘା ସୀମାରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ରବିବାର ଅଟାରୀ…
୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍ ସେବା
ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍ ହାର୍ବର ମଧ୍ୟରେ ଟେଲିଗ୍ରାମ୍ ସେବା ଆରମ୍ଭ ହୋଇଥିଲା।…
ସର୍ତ୍ତ ରଖି ଇସ୍ତଫା ପତ୍ର ପ୍ରତ୍ୟାହାର କଲେ କର୍ନାଟକ କଂଗ୍ରେସ ବିଧାୟକ
ବେଙ୍ଗାଲୁରୁ,୧୪।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। କାରଣ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ତାଙ୍କ ଇସ୍ତଫା ପତ୍ର ପତ୍ୟାହାର କରିନେବା କଥା ଘୋଷଣା କରିଛନ୍ତି। ତେବେ ବିଧାୟକ…
ନିଦରେ ଚାଲି ଚାଲି ମଥୁରାରୁ ଅମୃତସର ପହଞ୍ଚିଗଲେ ନାବାଳିକା
ଅମ୍ବାଲା,୧୪।୭: କେତେକଙ୍କଠାରେ ନିଦରେ ଚାଲିବା ସମସ୍ୟା ଦେଖାଦେଇଥାଏ। ଏହା ବେଳେବେଳ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ମଥୁରା ଯମୁନାନଗରର ଜଣେ ୧୫ବର୍ଷ ବୟସ୍କା ନାବାଳିକା ନିଦରେ ଚାଲି ଚାଲି ଅମୃତସରରେ ପହଞ୍ଚିଛନ୍ତି। ଘରକୁ ଫେରିବା ପାଇଁ ସେ ଟ୍ରେନ୍ରେ ଚଢ଼ିଥିଲେ। ତେବେ…
ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ
ବକସା,୧୪।୭: ଆସାମରେ ଆସିଥିବା ବନ୍ୟା ପରିସ୍ଥିତି ଏବେ ଗାଁଠାରୁ ସହର ସବୁଠି ସାଧାରଣ ଜନ ଜୀବନକୁ ପ୍ରଭାବିତ କରିଛି। ତେବେ ଆସାମରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ଏଥିରୁ ବାଦ୍ ପଡିନି। ଏହାର ପାଖାପାଖି ୭୦ ଭାଗ ବୁଡି ଯାଇଥିବାରୁ…

