ଜାତୀୟ

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ ୧୫୦ ତମ ଜନ୍ମ ଦିବସ ଅବସରରେ ସେ ଏହାକୁ ତିଆରି କରିଥିବା ପ୍ରକାଶ କରିଛନ୍ତି।…

ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ୍‌ ଛାତ୍ରୀଛାତ୍ର

ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା ୬ଟି ସଂସ୍କୃତ ସ୍କୁଲ୍‌। ଏଠାରେ ମୁସଲମାନ୍‌ ଛାତ୍ରୀଛାତ୍ରମାନେ ପାଠ ପଢୁଛନ୍ତି। ପାଠ ପଢ଼ାରେ…

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ। ସେ କୁଆଡେ କ୍ରିକେଟକୁ ଭଲ ପାଆନ୍ତି ନାହିଁ ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି। ଓ୍ବାର୍ଲଡ…

ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର: ୨୯ ମୃତ

ପାଟନା, ୧୫।୭: ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ଅନେକ ଜିଲାରେ ବନ୍ୟା ଆସି ବହୁ ଅଞ୍ଚଳ ପାଣିରେ ବୁଡି ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୨୯ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ବି ୧୨ ଲକ୍ଷରୁ ଅଧିକ ଲୋକ ବନ୍ୟା ପାଣିରେ…

ପ୍ରେମବିବାହ ପରେ ସୁରକ୍ଷା ପାଇଁ ହାଇକୋର୍ଟ ଯାଇଥିବା ନବମ୍ପତିଙ୍କୁ ବନ୍ଧୁକ ଦେଖାଇ ଅପହରଣ

ଲକ୍ଷ୍ନୌ,୧୫।୭: ପ୍ରେମବିବାହ ପରେ ସୁରକ୍ଷା ପାଇଁ ଆହ୍ଲାବାଦ୍‌ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ନବଦମ୍ପତିଙ୍କୁ କିଛି ଲୋକ ବନ୍ଧୁକ ଦେଖାଇ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ସୋମବାର ହାଇକୋର୍ଟ ଗେଟ୍‌ ପାଖରୁ ଅପହରଣ କରାଯାଇଛି। ନବଦମ୍ପତିଙ୍କୁ ଅପେକ୍ଷା କରି କିଛି ଲୋକ ଗେଟ୍‌…

ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ

ମୁମ୍ବାଇ,୧୫।୭: ମୁମ୍ବାଇରେ ନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ନାୟର ହସ୍ପିଟାଲରେ ୩ ରେସିଡେନ୍ସ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ରାଜକିଶୋର ଦିକ୍ଷୀତ୍‌(୫୦) ନାମକ ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ…

ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଶତ୍ରୁଘ୍ନ

ଚଣ୍ଡିଗଡ,୧୫।୭: ପଞ୍ଜାବ କ୍ୟାବିନେଟରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନା କହିଛନ୍ତି, ସିଦ୍ଧୁଙ୍କ ଇସ୍ତଫାକୁ ମୁଁ…

ଭାଜପା ନେତାଙ୍କ ଘରୁ ମିଳିଲା ସ୍ବର୍ଣ୍ଣ ପଦକ ବିଜେତା ରେସଲରଙ୍କ ମୃତଦେହ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅବଧ ଅଞ୍ଚଳର ମିଡିଆ ପ୍ରଭାରୀ ରୁଖସାନା ନକବୀଙ୍କ ଘରୁ ଜଣେ ସ୍ବର୍ଣ୍ଣ ପଦକ ବିଜେତା ରେସଲର ରେଶମ ସିଂ(୨୬)ଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିବାର ଲୋକେ ରୁଖସାନାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାସ୍ଥଳରେ…

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ ୩ ମାସ ପରେ ହେବ ବୋଲି କୁହାଯାଉଛି। ଏଥି ପାଇଁ ପୁଣି ନୂଆ ତାରିଖ…

‘ବିଜୟ ଜ୍ୟୋତି’ ଜଳାଇଲେ ରାଜନାଥ

ନୂଆଦିଲ୍ଲୀ,୧୫ା୭(ପି.ଟି.): ଅପରେଶନ୍‌ ବିଜୟର ୨୦ତମ ବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ‘ବିଜୟ ଜ୍ୟୋତି’ ଜଳାଇଛନ୍ତି। ଏହି ବିଜୟ ଜ୍ୟୋତିକୁ ସେନାର ଏକ ମୋଟରସାଇକ୍ଲିଷ୍ଟ ଟିମ୍‌ ୧୧ଟି ସହର ଓ ମହାନଗର ପରିକ୍ରମା କରାଇ…

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ ଏଚ୍‌.ଡି.…

ପାର୍କରେ ଦୁର୍ଘଟଣା: ୩ ମୃତ, ୩୧ ଆହତ

ଅହମଦାବାଦ,୧୫ା୭(ଆଇଏଏନ୍‌ଏସ୍‌): ଅହମଦାବାଦର ଏକ ମନୋରଞ୍ଜନ ପାର୍କରେ ରବିବାର ଦୋଳି ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୩୧ ଜଣ ଆହତ ହୋଇଛନ୍ତି। କଙ୍କରିଆ ଆଡ୍‌ଭେଞ୍ଚର ପାର୍କରେ ‘ଡିସ୍‌କଭରି’ ରାଇଡରେ ପାଖାପାଖି ୪୦ ଜଣ ଭାଗ ନେଇଥିଲାବେଳେ ତାହା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?