ଆଇସିଜେ ନିର୍ଦ୍ଦେଶ ପାଳନ କରିବ ପାକିସ୍ତାନ: କୁଳଭୂଷଣଙ୍କୁ ଭେଟି ପାରିବେ ଭାରତୀୟ ହାଇକମିଶନର
ନୂଆଦିଲ୍ଲୀ, ୧୯।୭: ଅନ୍ତର୍ଜାତୀୟ ଅଦଲାତ(ଆଇସିଜେ) କୁଲଭୂଷଣ ଯାଦବ ମାମଲାରେ ଯେଉଁ ରାୟ ଦେଇଛନ୍ତି, ତା’ହା ପାକିସ୍ତାନ ପାଳନ କରିବ। ଆଇସିଜେ ଭିଏନା କନଭେନସନର ନୀତି ଅନୁଯାୟୀ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ଅର୍ଥାତ ଭାରତୀୟ ହାଇକମିଶନର ଅଧିକାରୀ କୁଲଭୂଷଣଙ୍କୁ ଭେଟି ପାରିବେ।…
ହୋଇପାରିଲା ନାହିଁ ଆସ୍ଥା ଭୋଟ: ରାତିସାରା ବିଧାନସଭାରେ ଶୋଇଲେ ବିଧାୟକ
ବେଙ୍ଗାଲୁରୁ,୧୯।୭: ଗୁରୁବାର ଦିନ ଶେଷ ସୁଦ୍ଧା ଟ୍ରଷ୍ଟ ଭୋଟ ସାରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ବାଚସ୍ପତି କେଆର ରମେଶ କୁମାର ନ ମାନିବା କର୍ନାଟକ ନାଟକକୁ ଆହୁରି ରୋଚକ ସ୍ଥିତିକୁ ନେଇଯାଇଛି। ତାଙ୍କର ଏପରି ନିଷ୍ପତ୍ତି ଫଳରେ ଏଚଡି…
କରାଇଦେଲେନି ଆସ୍ଥାଭୋଟ: ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ
ବେଙ୍ଗାଲୁରୁ,୧୯ା୭ :(ପି.ଟି./ଆଇଏଏନ୍ଏସ୍):ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସଂଖ୍ୟାଲଘୁରେ ପରିଣତ କରି ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି…
ଭାଜପାରେ ମିଶିଲେ ଅଳ୍ପେଶ ଠାକୁର
ଗାନ୍ଧୀନଗର,୧୯ା୭ (ପି.ଟି.):ଗୁଜରାଟରେ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂ ଜାଲା ଭାଜପାରେ ସାମିଲ ହୋଇଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏମାନେ ଗୁଜରାଟ ଭାଜପା ଅଧ୍ୟକ୍ଷ ଜିତୁ ଭଗାନୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ…
ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର
ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଉପସ୍ଥିତ ଥିଲେ। ପର୍ନୋ ମିତ୍ର, ଋଷି କୌଶିକ୍, କାଞ୍ଚନ ମୈତ୍ର,…
ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି
ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍ଏସ୍): ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାବେଳେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି…
ଧାରଣାସ୍ଥଳରେ କର୍ମଚାରୀଙ୍କର ହେଲା ବିବାହ କର୍ମ
ଠାଣେ,୧୮।୭: ଅମରାବତି ଜିଲାରେ ନିଖିଲ ତେଖି ନାମକ ଜଣେ ବ୍ୟକ୍ତି ନିଜ ବଦଳିକୁ ନେଇ ଧାରଣାରେ ବସିଥିଲେ। ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡରେଶନର କେତେଜଣ କର୍ମଚାରୀ ତାଙ୍କ ବଦଳିକୁ ଅବୈଧ ଦର୍ଶାଇ ଧାରଣାରେ ବସିଛନ୍ତି। ସେଥିମଧ୍ୟରୁ ନିଖିଲଙ୍କର ବିବାହ ଆସନ୍ତା…
ଖାଲି ପାଦରେ ବିଧାନସଭା ଆସିଲେ ଦେବେ ଗୌଡାଙ୍କ ପୁଅ
ବେଙ୍ଗାଲୁରୁ,୧୮।୭: କର୍ନାଟକର ମନ୍ତ୍ରୀ ଏଚ୍ଡି ରେଭାନ୍ନା ଗୁରୁବାର ଖାଲି ପାଦରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କର ସେହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।
ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ନିଖୋଜ ବିଧାୟକ
ମୁମ୍ବାଇ, ୧୮।୭: କର୍ନାଟକରେ ଏଚ୍ଡି କୁମାରସ୍ବାମୀ ସରକାର ଗୁରୁବାର ବିଧାନସଭାରେ ଫ୍ଲୋର୍ ଟେଷ୍ଟ ଦେଇଛନ୍ତି। ଏପଟେ କଂଗ୍ରେସ-ଜେଡି(ଏସ) ମେଣ୍ଟର କିଛି ବିଧାୟକ ଗୃହରେ ଅନୁପସ୍ଥିତ ଥିଲାବେଳେ ସେପଟେ ନିଖୋଜ ଥିବା କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୁଧବାର…
ପାକିସ୍ତାନ କୁଳଭୂଷଣଙ୍କୁ ତୁରନ୍ତ ମୁକ୍ତ କରୁ: ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ, ୧୮।୭: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଦେଇଥିବା ରାୟ ଉପରେ ନିଜ ମତ ରଖିଛନ୍ତି। ଗୁରୁବାର ରାଜ୍ୟସଭାରେ ସେ କହିଛନ୍ତି, ଆଇସିଜେ ଭାରତ ସପକ୍ଷରେ…
କୋହିମା ଯୁଦ୍ଧ ସ୍ମାରକୀର ପ୍ରତିଟି କାର୍ଯ୍ୟରେ ଭାରତ ଲୋଡିଥାଏ ବ୍ରିଟେନ୍ ସରକାରଙ୍କ ଅନୁମତି
କୋହିମା,୧୮।୭: ଭାରତ ସ୍ବାଧୀନତା ପାଇବାକୁ ଢ଼େର ବର୍ଷ ବିତିଯାଇଛି। ତେବେ ଭାରତରେ ଏପରି ସ୍ଥାନ ରହିଛି ଯାହାର ପ୍ରତିଟି କାର୍ଯ୍ୟରେ ବ୍ରିଟେନ୍ ସରକାରଙ୍କ ଅନୁମତି ଲୋଡାଯାଇଥାଏ। ଏପରି ଏକ ସ୍ଥାନ ହେଉଛି ନାଗାଲାଣ୍ଡର କୋହିମାଠାରେ ଥିବା ‘କୋହିମା ଓ୍ବାର ସିମେଟ୍ରି’। ଏଠାରେ…
କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ସମର୍ଥକଙ୍କ ସଂଖ୍ୟା ଶହେରୁ କମି ୯୮ ହେଲା
ବେଙ୍ଗାଲୁର୍,୧୮।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। କର୍ନାଟକ ବିଧାନସଭାରେ ୧୯ ଜଣ ସଦସ୍ୟ ଅନୁପସ୍ଥିତ ଥିବା କୁହାଯାଉଛି। ଫଳରେ ମୋଟ ୨୨୪ ଜଣ ସଦସ୍ୟ ୧୯ ଜଣଙ୍କୁ ବାଦ୍…
Archives


