ଜାତୀୟ

ଧାର୍ଯ୍ୟ ସମୟରେ ହୋଇ ପାରିଲାନି ଆସ୍ଥା ଭୋଟ: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ବେଙ୍ଗାଲୁର,୧୯।୭: ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହୋଇ ପାଲିଲାନି ଆସ୍ଥା ଭୋଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଲେ ଆସନ୍ତା ସୋମବାର ଅବା ମଙ୍ଗଳବାର ପର୍ଯ୍ୟନ୍ତ ଏହା ଚାଲିପାରେ। ଏଥିରୁ ଆଲୋଚନା ହେଉଛି କି ପୁଣି ଥରେ ଉଭୟ ଶାସକ…

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର କେଇ ଘଣ୍ଟା ପରେ ପଲିଥିନରେ ଗୁଡାଇ ନାଳରେ ଫିଙ୍ଗି…

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ,୧୯।୭: କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି…

ଉତ୍ତରପ୍ରଦେଶରେ ବିକ୍ରି ହେଉଛି ମୋଦି ଯୋଗୀଙ୍କ ଫଟୋ ଥିବା କାଉଡିଆ ପୋଷାକ

ବାରଣାସୀ,୧୯।୭: କାଉଡି ଯାତ୍ରା ପୂର୍ବରୁ ଉତ୍ତରପ୍ରଦେଶର ବାରଣାସୀର ଦୋକାନଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ରଙ୍ଗବେରଙ୍ଗର ପୋଷାକ ମିଳୁଥିବା ଦେଖିବାକୁ ମିଳିଛି। କାଉଡି ଯାତ୍ରା ୧୭ ଜୁଲାଇକୁ ଆରମ୍ଭ ହୋଇଥିବା ବେଳେ ୧୫ ଅଗଷ୍ଟରେ…

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା କରାନ୍ଦଲଜ୍‌ ମହୀଶୂର ପ୍ରସିଦ୍ଧ ଚାମୁଣ୍ଡେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ…

ସୋନଭଦ୍ର ହତ୍ୟାକାଣ୍ଡ: ପୀଡିତଙ୍କ ପରିବାରକୁ ଭେଟି ନ ପାରି ଧାରଣାରେ ବସିଲେ ପ୍ରିୟଙ୍କା

ଲକ୍ଷ୍ନୌ, ୧୯।୭: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ଘୋରାବଲ କୋତବାଲୀ ଅଞ୍ଚଳର ମୂର୍ତ୍ତିଆ ଗାଁରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ସେଠାରେ…

ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ

ପାଟଣା, ୧୯।୭: ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଗାଁ ଲୋକେ। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଛପ୍ରାର ବନିଆପୁରରେ ଶୁକ୍ରବାର ସକାଳେ ଗ୍ରାମବାସୀ…

୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିଥିବା ପୋଲିସ ଶେଷରେ ଚାକିରି ଛାଡି କରିବେ ରାଜନୀତି

ପୁଣେ, ୧୯।୭: ମହାରାଷ୍ଟ୍ରର ଲୋକପ୍ରିୟ ପୋଲିସ ଅଫିସର ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ଠାଣେ କ୍ରାଇମବ୍ରାଞ୍ଚ୍‌ରେ କାର୍ଯ୍ୟରତ ଥିବା ପ୍ରଦୀପ ରାଜନୀତିରେ ଯୋଗଦେବା ପାଇଁ ଚାକିରି ଛାଡିଥିବା କୁହାଯାଉଛି। ସେ ଶିବସେନା ଟିକେଟରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଜଣାପଡିଛି।…

ଭାଇଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଲେ ମାୟାବତୀ: ପ୍ରଥମେ ନିଜ ୨ହଜାର କୋଟିର ହିସାବ ଦେଉ ଭାଜପା

ଲକ୍ଷ୍ନୌ,୧୯।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ତଥା ଦଳର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଗୁରୁବାର ଆନନ୍ଦ କୁମାର ଓ ଉତ୍ତରପ୍ରଦେଶ ନୋଏଡାରେ ଥିବା ସ୍ତ୍ରୀ ବିଚିତ୍ର ଲତାଙ୍କ ବେନାମୀ ଫ୍ଲାଟକୁ ଆୟକର…

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ନରେ…

ଚିକତ୍ସିତ ହେଉଥିବା ବିଧାୟକଙ୍କୁ ଭେଟିବାକୁ ଗଲା ବେଙ୍ଗାଲୁରୁ ପୋଲିସ: ରୋକିଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୧୯।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଥିବାବେଳେ ଆସ୍ଥା ଭୋଟକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ପାଟିତୁଣ୍ଡ ଲାଗିରହିଛି। ଗୁରୁବାର ଆସ୍ଥାଭୋଟ ଉପରେ ବିଧାନସଭାରେ ହଟ୍ଟଗୋଳ ଲାଗିରହିଥିବାବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିବାର ସମ୍ଭାବନା ରହିଛି।…

ଯୋଗୀଙ୍କୁ ଅନୁରୋଧ କଲେ ପ୍ରିୟଙ୍କା: ‘ମୁଁ ଲୋକଙ୍କ ସେବକ, ମୋତେ ଅଧିକ ସୁରକ୍ଷା ଆବଶ୍ୟକ ନାହିଁ’

ଲକ୍ଷ୍ନୌ, ୧୯।୭: କଂଗ୍ରେସ ମହାସଚିବ ପ୍ରିୟକଙ୍କା ଗାନ୍ଧୀ ଉତ୍ତରପ୍ରେrଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ମୁଁ ଲୋକଙ୍କ ସେବକ ମୋତେ ଅଧିକ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ନାହିଁ। ଅଦତ୍କ ପୋଲିସ ସୁରକ୍ଷା ଯୋଗାଇଦିଆଯାଉଥିବାରୁ ଲୋକଙ୍କୁ ଭେଟିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri