ସ୍ବାମୀ ମୋତେ ସବୁବେଳେ ମୋଟି କହୁଛନ୍ତି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ସ୍ତ୍ରୀ
ଗାଜିଆବାଦ୍,୨୭।୮: ଉତ୍ତରପ୍ରଦେଶର ଗାଜିଆବାଦ୍ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀ ଅକଥନୀୟ ନିର୍ଯାତନା ସହି ନ ପାରି ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ଥାନାରେ ପହଞ୍ଚିଛନ୍ତି। ସ୍ବାମୀ ମୋତେ ବାରମ୍ବାର ମୋଟି, ତୁମେ ମୋ ସହ ପାର୍ଟିକୁ ଯିବାପାଇଁ ଉକ୍ତଯୁକ୍ତ ପାର୍ଟନର୍…
ଇମ୍ରାନ୍ଙ୍କ ପରମାଣୁ ଆକ୍ରମଣ ଧମକକୁ ବେଖାତିର: ପାକିସ୍ତାନ ଆକାଶ ମାର୍ଗ ଦେଇ ସ୍ବଦେଶ ଫେରିଲେ ମୋଦି
ନୂଆଦିଲ୍ଲୀ,୨୭।୮: ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍ କାର୍ଡ ଖେଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜୋକ ମୁହଁରେ ଲୁଣ ଦେବା ପରି ଚୁପ୍ ହୋଇଯାଇଛନ୍ତି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପରମାଣୁ…
ଜେଟଲୀଙ୍କ ଅନ୍ତିମ ସଂସ୍କାରରେ ବାବୁଲ ସୁପ୍ରିଓଙ୍କ ସମେତ ୧୧ଜଣଙ୍କ ମୋବାଇଲ୍ ଚୋରି
ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ନିଗମବୋଧ ଘାଟ ଶ୍ମଶାନରେ ଗତ ରବିବାର ସମ୍ପନ୍ନ ହୋଇଥିଲା। ଏଥିରେ ଯୋଗ ଦେଇଥିବା ୧୧ ଜଣଙ୍କର ମୋବାଇଲ୍ ଚୋରି ହୋଇଥିବା ନେଇ ସୋମବାର ଟୁଇଟ୍ କରାଯାଇଛି। ଭାଜପା ଏମ୍ପି ବାବୁଲ…
ଚନ୍ଦ୍ରପୃଷ୍ଠର ସାନି ଫଟୋ ଜାରିକଲା ଇସ୍ରୋ
ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁନର୍ବାର ଚନ୍ଦ୍ରର ପୃଷ୍ଠଭାଗ ଓ ଏଠାରେ ଥିବା ମୃତ ଆଗ୍ନେୟଗିରି ମୁଖ (କ୍ରେଟର)ର ଫଟୋ ପ୍ରକାଶ କରିଛି। ଚନ୍ଦ୍ରୟାନ-୨ ସ୍ପେସ୍କ୍ରାଫ୍ଟର ଟେରାଇନ୍ ମ୍ୟାପିଂ କ୍ୟାମେରା-୨ ଦ୍ୱାରା ଏହିସବୁ ଫଟୋ ଉତ୍ତୋଳନ କରାଯାଇଛି। ଇସ୍ରୋ…
ବିଦେଶୀ ଗଣମାଧ୍ୟମରେ କଶ୍ମୀର
ନୂଆଦିଲ୍ଲୀ,୨୭ା୮: ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହା ପୂର୍ବରୁ ଶତାଧିକ ସ୍ଥାନୀୟ ନେତାଙ୍କୁ ସରକାର ଅଟକ ରଖିଥିଲେ। କଶ୍ମୀରରେ ଅବସ୍ଥା ସ୍ବାଭାବିକ ହେଉଛି ବୋଲି ସରକାର କହୁଥିବା…
୩୭୦ ଉଚ୍ଛେଦ ନିଷ୍ପତ୍ତିର ଗୁରୁତ୍ୱ ଲୋକଙ୍କୁ ଜଣାଇବ ଭାଜପା
ନୂଆଦିଲ୍ଲୀ,୨୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ଗୁରୁତ୍ୱ ସମ୍ପର୍କରେ ଭାଜପା ଜନସାଧାରଣଙ୍କୁ ଜଣାଇବ। ଏଥିପାଇଁ ମାସେ ବ୍ୟାପୀ ସାରା ଦେଶରେ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଗୈରିକ ଦଳ ସୋମବାର…
ମନମୋହନଙ୍କ ଏସ୍ପିଜି ସୁରକ୍ଷା ପ୍ରତ୍ୟାହୃତ
ନୂଆଦିଲ୍ଲୀ,୨୭ା୮: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ତାଙ୍କୁ ଯୋଗାଇଦିଆଯାଇଥିତ୍ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍ (ଏସ୍ପିଜି) ପ୍ରତ୍ୟାହାର କରିନିଆଯାଇ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। କୌଣସି ପ୍ରଧାନମନ୍ତ୍ରୀ ପଦ ଛାଡିବାର ବର୍ଷକ ପରେ ତାଙ୍କୁ…
ରାହୁଲଙ୍କୁ ମାୟାବତୀଙ୍କ ସମାଲୋଚନା
ନୂଆଦିଲ୍ଲୀ, ୨୭ା୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍ପି ସୁପ୍ରିମୋ ମାୟାବତୀ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ସହ ଶ୍ରୀନଗର ଗସ୍ତରେ ଯିବା ଲାଗି ପ୍ରୟାସ କରିଥିବା ଅନ୍ୟ ବିରୋଧୀ ଦଳର ନେତାଙ୍କ ଉପରେ ବର୍ଷିଛନ୍ତି। ସେଠାକୁ…
୧୨ ଦେଶରେ ଚିଦାମ୍ବରମ୍ଙ୍କ ୧୭ ଆକାଉଣ୍ଟ
ନୂଆଦିଲ୍ଲୀ,୨୭ା୮(ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ୧୨ଟି ଦେଶରେ ୧୭ଟି ବ୍ୟାଙ୍କ୍ ଆକାଉଣ୍ଟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଶେଲ୍ ଓ୍ବେବ୍ କମ୍ପାନୀ ଖୋଲି ଚିଦାମ୍ବରମ ଓ ତାଙ୍କ ସହଯୋଗୀମାନେ ଭାରତ ଓ ଭାରତ ବାହାରେ ବ୍ୟାପକ…
ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲା: ଭୋରା, ହୁଡାଙ୍କ ବିରୋଧରେ ଚାର୍ଜଶିଟ୍
ପଞ୍ଚକୁଲା,୨୭ା୮(ଆଇଏଏନ୍ଏସ୍): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏବଂ କଂଗ୍ରେସ ମାଲିକାନାରେ ଥିବା ଆସୋସିଏଟେଡ ଜର୍ନାଲ୍ସ ଲିମିଟେଡ (ଏଜେଏଲ୍) ବିରୋଧରେ ସୋମବାର ଚାର୍ଜଶିଟ୍ ଦାଖଲ କରିଛି। ଗାନ୍ଧୀ…
ଜଳପଥରେ ଜେଇଏମ୍ର ଆକ୍ରମଣ ଯୋଜନା
ପୁଣେ,୨୭ା୮(ପି.ଟି.): ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଅନୁପ୍ରବେଶ କରି ନ ପାରି ପାକିସ୍ତାନୀ ଆତଙ୍କବାଦୀମାନେ ଏବେ ବିକଳ୍ପ ସନ୍ଧାନରେ ଅଛନ୍ତି। ପାକ୍ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ (ଜେଇଏମ୍) ଜଳପଥରେ ଆସି ଭାରତରେ ଆକ୍ରମଣ କରିପାରେ ବୋଲି ଗୋଇନ୍ଦା ସୂଚନା ମିଳିଛି।…
କଶ୍ମୀର ପ୍ରସଙ୍ଗରେ ମୋଦି-ଟ୍ରମ୍ପ ଆଲୋଚନା :‘ତୃତୀୟ ପକ୍ଷକୁ କଷ୍ଟ ଦେବାକୁ ଚାହୁଁନୁ’
ନୂଆଦିଲ୍ଲୀ/ବାଇରିଜ୍, ୨୭ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକ୍ଠୋକ୍ ମନା କରିଛନ୍ତି। ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ଆଲୋଚନା ମାଧ୍ୟମରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ ବୋଲି ସେ ପ୍ରକାଶ…

